୨୦୨୧ ବର୍ଷ ପାଇଁ ୬ ଓଡିଆ ପାଇବେ ପଦ୍ମ ପୁରସ୍କାର । ଜଣଙ୍କୁ ପଦ୍ମ ବିଭୂଷଣ ଓ ୫ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଓଡିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପାଇବେ ପଦ୍ମ ବିଭୂଷଣ । ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ପାଇବେ ପଦ୍ମଶ୍ରୀ । ସାହିତ୍ୟ ଓ ଶିକ୍ଷା ଲାଗି ବନ୍ଦ ପୃଷ୍ଟି ପାଇବେ ପଦ୍ମଶ୍ରୀ ପୁରସ୍କାର । ସମାଜ ସେବା ଲାଗି ଶାନ୍ତି ଦେବୀ , କଳା ଲାଗି ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ । ମେଡିସିନ ପାଇଁ ପଦ୍ମଶ୍ରୀ ପାଇବେ ଓଡିଶାର ଡ. କୃଷ୍ଣ ମୋହନ ପାଠୀ । ୭ ଜଣଙ୍କୁ ମିଳିବ ପଦ୍ମ ବିଭୂଷଣ ପୁରସ୍କାର । ୧୦ ଜଣଙ୍କୁ ପଦ୍ମ ଭୂଷଣ । ୧୦୨ ଜଣଙ୍କୁ ମିଳିବ ପଦ୍ମଶ୍ରୀ ।

LEAVE A REPLY

Please enter your comment!
Please enter your name here