୭ କୋଟି ୯୦ ଲକ୍ଷର ଜାଲ୍ ନୋଟ୍ ଜବତ । କୋରାପୁଟ ସୁଙ୍କି ଆଉଟପୋଷ୍ଟ ନିକଟରୁ ଜବତ କଲା ପଟାଙ୍ଗୀ ପୋଲିସ । କାରରେ ଛତିଶଗଡ ଯାଉଥିବାବେଳେ ଜାଲ୍ ନୋଟ୍ ସହିତ ୩ ଜଣଙ୍କୁ ଅଟକ ରଖାଯାଇଛି । ଜାଲନୋଟ୍ ଜବତ ନେଇ ସୁନାବେଡା ଏସଡିପିଓ ସୂଚନା ଦେଇଛନ୍ତି । ଏତେ ପରିମାଣର ନକିଲି ନୋଟ୍ କେଉଁଠୁ ଆସିଲା , କାହା ପାଖକୁ ଯାଉଥିଲା ଏବଂ ଏହା ପଛରେ ଆଉ କିଏ କିଏ ଅଛନ୍ତି ସେସବୁର ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here