ଏଣିକି ୱେବ ସାଇଟରେ ଉପଲବ୍ଧ ହେବ କରୋନା ଟେଷ୍ଟ ରିପୋର୍ଟ । ରାଜ୍ୟ ସରକାରଙ୍କ କୋଭିଡ ଡାସବୋର୍ଡରୁ ଏହି ରିପୋର୍ଟ ମିଳିପାରିବ । ନୋ ୟୋର ଟେଷ୍ଟ ରିପୋର୍ଟ କୁ ଯାଇ ନିଜର ଟେଷ୍ଟ ରିପୋର୍ଟ ଡାଉନଲୋଡ କରିପାରିବେ । ଆଜି ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here