ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମରେ ସାମିଲ ହେବେ 43 ନୂଆ ଚେହେରା ।

ସେମାନେ ହେଲ – (1) ନାରାୟଣ ତାଟୁ ରାଣେ (2) ସର୍ବାନନ୍ଦ ସୋନଓ୍ବାଲ (3) ଡକ୍ଟର ବୀରେନ୍ଦ୍ର କୁମାର (4) ଜ୍ୟୋତିରାଦିତ୍ୟ ସିନ୍ଧିଆ (5) ରାମଚନ୍ଦ୍ର ପ୍ରସାଦ ସିଂ (6) ଅଶ୍ବିନୀ ବୈଷ୍ଣବ (7) ପଶୁପତି କୁମାର ପାରସ (8) କିରେନ ରିଜ୍ଜୁ (9) ରାଜକୁମାର ସିଂ (10) ହରଦୀପ ସିଂ ପୁରି (11) ମନସୁଖ ମାଣ୍ଡଭ୍ୟା (12) ଭୂପିନ୍ଦର ଯାଦବ (13) ପର୍ଶୋତ୍ତମ ରୂପାଲା (14) ଜି. କିଷନ ରେଡ୍ଡୀ (15) ଅନୁରାଗ ସିଂ ଠାକୁର (16) ପଙ୍କଜ ଚୌଧୁରୀ (17) ଅନୁପ୍ରିୟା ସିଂ ପଟେଲ (18) ଡକ୍ଟର ସତ୍ୟପାଲ ସିଂ ବାଘେଲ (19) ରାଜୀବ ଚନ୍ଦ୍ରଶେଖର (20) ସୁଶ୍ରୀ ଶୋଭା କରଣ୍ଡଲାଜେ (21) ଭାନୁପ୍ରତାପ ସିଂ ବର୍ମା (22) ଶ୍ରୀମତୀ ଦର୍ଶନ ବିକ୍ରମ ଜାର୍ଦୋସ (23) ମିନାକ୍ଷୀ ଲେଖି (24) ଅନ୍ନପୂର୍ଣ୍ଣା ଦେବୀ (25) ଏ. ନାରାୟଣ ସ୍ବାମୀ (26) କୌଶଲ କିଶୋର (27) ଅଜୟ ଭଟ୍ଟ (28) ବି. ଏଲ. ବର୍ମା (29) ଅଜୟ କୁମାର (30) ଚୌହ୍ବାନ ଦେଭୁ ସିଂ (31) ଭଗଓ୍ବନ୍ତ ଖୁବୋ (32) କପିଲ ମୋରେଶ୍ବର ପଟେଲ (33) ସୁଶ୍ରୀ ପ୍ରତିମା ଭୌମିକ (34) ସୁବାସ ସରକାର (35) ଡକ୍ଟର ଭଗତ କିଶାନ ରାଓ କରଦ (36) ରାଜକୁମାର ରଂଜନ ସିଂ (37) ଭାରତୀ ପ୍ରବୀଣ ପାଓ୍ବାର (38) ବିଶ୍ବେଶ୍ବର ଟୁଡୁ (39) ଶାନ୍ତନୁ ଠାକୁର (40) ଡକ୍ଟର ମୁଂଜୋପରା ମହେନ୍ଦରଭାଇ (41) ଜନ୍ ବାର୍ଲା (42) ଏଲ. ମୁର୍ଜୋନ (43) ନୀତିଶ ପରମାଣିକ

LEAVE A REPLY

Please enter your comment!
Please enter your name here