ଭାରତ ବର୍ତ୍ତମାନ ଧିରେଧିରେ ଡିଜିଟାଲ ଆଡକୁ ଗତି କରୁଛି. ଏହାକୁ ଅଧିକ ଆଗକୁ ନେବା ପାଇଁ ସରକାର କେତେ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି. ଏ ସବୁକୁ ଅଧିକ ସୁଦୃଢ କରିବା ପାଇଁ ୟୁପିଆଇକୁ ମଧ୍ୟ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି. ଏଥିପାଇଁ (NCPI) National Corporation Payment of India ଓ (RBI) Reserve Bank of India ମିଶି UPI ର ନୂଆ ଭର୍ସନ ଲଂଚ୍ କରିଛନ୍ତି. ଏହାର ନାମ UPI 2.0 ରହିଛି. ପୂର୍ବାପେକ୍ଷା ଏହାର ଫିଚର ଭଲ ଅଛି ଏବଂ ଏହାକୁ ଅଧିକ ଉନ୍ନତ ଧରଣର କରାଯାଇଛି , ଯେପରି  ଲୋକମାନେ ଅଧିକ ଓ ସୁରକ୍ଷିତ ଭାବେ କାରବାର କରିପାରିବେ.

LEAVE A REPLY

Please enter your comment!
Please enter your name here