ଟୁଇଟରର ନୂଆ ସିଇଓ ହୋଇପାରନ୍ତି ଲିଣ୍ଡା ୟାକାରିନୋ । ଏନବିସି ୟୁନିଭର୍ସାଲର ଆଡଭର୍ଟାଇଜିଂ ହେଡ୍ ଭାବେ କାର୍ଯ୍ୟ କରୁଥିବା ଲିଣ୍ଡା ୟାକାରିନୋ ଟୁଇଟର୍ ସିଇଓ ଭାବେ ଦାୟିତ୍ବ ନେବା ନେଇ ଚର୍ଚ୍ଚା ହେଉଛି । ଟୁଇଟର ପାଇଁ ଜଣେ ନୂଆ ସିଇଓ ଖୋଜୁଥିବା ନେଇ ଗତ ଗୁରବାର ଦିନ ମନ୍ତବ୍ୟ ଦେଇଥିଲେ ଏଲନ ମସ୍କ । ଗତମାସରେ ମିଆମିରେ ହୋଇଥିବା ଆଡଭର୍ଟାଇଜିଂ କନଫରେନ୍ସରେ ଲିଣ୍ଡା ୟାକାରିନୋ ଓ ମସ୍କଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here