ଅନଲାଇନରେ କରିହେବ ମନ୍ଦିର ଦର୍ଶନ
ରାଜ୍ୟର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଏଣିକି ଅନଲାଇନ୍ରେ ହୋଇପାରିବ ଟିକେଟ୍ । ଏକ ସ୍ୱତନ୍ତ୍ର ପୋର୍ଟାଲ ଆଣିବେ ସରକାର । ସ୍ୱତନ୍ତ୍ର ପୂଜା ଏବଂ ପ୍ରସାଦ ସେବନ ପାଇଁ ଏହି ପୋର୍ଟାଲ ଜରିଆରେ ଟିକେଟ କରିପାରିବେ ଦେଶ...
ଚଳିତବର୍ଷ ବି ଦୀପାବଳିରେ ଲାଗିଲା କଟକଣା, ଫୁଟିବନି ବାଣ
ଦିଲ୍ଲୀରେ ଚଳିତବର୍ଷ ବି ବିନା ବାଣରେ ଦୀପାବଳି ପାଳନ କରାଯିବ । ଦିଲ୍ଲୀ ସରକାର ବାଣ ବିକ୍ରୀ ଉପରେ କଟକଣା ଜାରି କରିଛନ୍ତି । ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗୋପାଳ...
ଆଜି କର୍ତ୍ତବ୍ୟପଥର ଲୋକାର୍ପଣ
ନୂଆଦିଲ୍ଲୀ ଇତିହାସରେ ଆଜି ଯୋଡିହେବ ଆଉ ଏକ ନୂଆ ଫର୍ଦ୍ଦ । କର୍ତ୍ତବ୍ୟପଥର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମୂର୍ତ୍ତୀକୁ ମଧ୍ୟ ମୋଦି ଅନାବରଣ କରିବେ । ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା...
‘ପଛ ସିଟରେ ବି ପିନ୍ଧ ସିଟ୍ ବେଲ୍ଟ’
ସଡକ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏବେ ସଡକ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି । ରବିବାର ସଡକ ଦୁର୍ଘଟଣାରେ ଆଖି ବୁଜିଥିଲେ ସାଇରସ ମିସ୍ତ୍ରୀ । ଗାଡିର ପଛରେ ବସିଥିଲେ ମଧ୍ୟ ସିଟ୍ ବେଲ୍ଟ ନବାନ୍ଧିବା...
ଛାତ୍ରୀଙ୍କୁ ୩ ଲକ୍ଷ ଟଙ୍କାରେ ବିକ୍ରି
୩ ଲକ୍ଷ ଟଙ୍କାରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବିକ୍ରି ଅଭିଯୋଗ । ଚାକିରୀ କରାଇଦେବାକୁ ଲୋଭ ଦେଖାଇ ଇଞ୍ଜିନିୟରିଂ ଯୁବତୀଙ୍କୁ ରାଜ୍ୟ ବାହାରେ ବିକିଦେଲା ଯୁବକ । ଯୁବତୀ ମେ ୪ତାରିଖରେ ଚାକିରୀ ଖୋଜିବାକୁ ଝାରସୁଗୁଡା...
ଆଜି ଘୂର୍ଣ୍ଣିବଳୟ, କାଲି ଲଘୁଚାପ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଭିତରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ପାଇଁ ଯାଉଛି । ଆସନ୍ତା କାଲି ଏହା ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର...
୩୫ ବର୍ଷ ବୟସରେ ଆଖିବୁଜିଲେ ଓଡିଆ ଅଭିନେତା
ପପୁଲାର ଟେଲି ସିରିଏଲ ଏବଂ ଆଲବମ ଅଭିନେତା ସତ୍ୟ ପୁରୋହିତଙ୍କ ଦେହାନ୍ତ । ମାତ୍ର ୩୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ୪୦ ରୁ ଅଧିକ ଆଲବମରେ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ।...
ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ ହେବା ପରେ …
ନୂଆଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା । ଜୀବନବ୍ୟାପୀ ସାଧନା ପାଇଁ ନୂଆଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ସମ୍ମାନୀତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନ...
ବେଲ୍ଟ ପିନ୍ଧି ନ ଥିଲେ ସାଇରସ ମିସ୍ତ୍ରି
ଗତ ରବିବାର ଦିନ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୂର୍ବତନ ଟାଟା ସନ୍ସ ଚେୟାରମ୍ୟାନ ସାଇରସ ମିସ୍ତ୍ରୀ ବେଲ୍ଟ ପିନ୍ଧି ନ ଥିଲେ । ଦୁର୍ଘଟଣାର କାରଣ ସଂପର୍କରେ ଅନୁସନ୍ଧାନ କରୁଥିବା ପୋଲିସ ଏହି ସୂଚନା ଦେଇଛି । କାରର...
ଆଜିଠାରୁ 23 ଜିଲ୍ଲାରେ ବର୍ଷା ସମ୍ଭାବନା
ଆଜି ଠାରୁ 23ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ କରିଥିବା ପୂର୍ବାନୁମାନ ଅନୁଯାୟୀ, ଆଜିଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗି ରହିବ । ବର୍ଷା ସମ୍ଭାବନା ଥିବା 23ଟି ଜିଲ୍ଲାକୁ ପାଣିପାଗ ବିଭାଗ...
















