ନାମାଙ୍କନ ଦାଖଲ କଲେ ବିଜେଡିର 4 ରାଜ୍ୟସଭା ପ୍ରାର୍ଥୀ
ରାଜ୍ୟସଭା ଆସନ ପାଇଁ ବିଜେଡିର ଚାରିଜଣ ଯାକ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପହଞ୍ଚି ଚାରି ପ୍ରାର୍ଥୀ ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି...
କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି
ବାରବାଟୀ ଟି-୨୦ ପାଇଁ ଆସନ୍ତାକାଲି ସକାଳ ୧୧ଟାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ ବିକ୍ରୀ । ୫ ହଜାର ଟିକେଟ ଅନଲାଇନରେ ବିକ୍ରୀ କରାଯିବ । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର , ନ୍ୟୁ ପାଭିଲିୟନ,...
୧ନମ୍ବରରେ ଶ୍ରୁତି
ପ୍ରକାଶ ପାଇଛି ୨୦୨୧ର ସିଭିଲ ସର୍ଭିସ ପରୀକ୍ଷା ଫଳ । ଏହି ପରୀକ୍ଷାରେ ଚଳିତବର୍ଷ ୬୮୫ ଜଣ କୃତ୍ୟକାର୍ଯ୍ୟ ହୋଇଛନ୍ତି । ଏଥିରେ ୨୪୪ ଜଣ ସାଧାରଣ ବର୍ଗର ରହିଥିବାବେଳେ ୭୩ ଜଣ ଇଡବ୍ଲ୍ୟୁଏସ, ୨୦୩ ଓବିସି, ୧୦୫ ଏସସି...
ପ୍ରଥମ ଚାରୋଟି ସ୍ଥାନରେ ଝିଅ
2021 ର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ 685 ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 180 ଜଣ ଆଇଏଏସ, 200 ଜଣ ଆଇପିଏସ, 37 ଜଣ ଆଇଏଫଏସ ପାଇଁ ଯୋଗ୍ୟ ବିବେଚିତ...
ସହକାରୀ ପ୍ରଫେସର ଦୁଷ୍କର୍ମର ଶୀକାର
ଭୁବନେଶ୍ବରରେ ଏକ ଘରୋଇ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ସହକାରୀ ପ୍ରଫେସରଙ୍କୁ ଦୁଷ୍କର୍ମ । ଦୁଷ୍କର୍ମର ଶୀକାର ହୋଇଥିବା ଯୁବତୀ ଛତିଶଗଡର । ଦୁଷ୍କର୍ମ ସଂପର୍କରେ ସେ ଛତିଶଗଡ କରିବନଗର ଥାନାରେ ଏତଲା ଦେବା ପରେ ଛତିଶଗଡ ପୋଲିସ ଖଣ୍ଡଗିରି...
ସସ୍ମିତ, ମାନସ, ସୁଲତା, ନିରଞ୍ଜନ ବିଶି ବିଜେଡିର ରାଜ୍ୟସଭା ପ୍ରାର୍ଥୀ
ଚାରି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସାଂସଦ ସସ୍ମିତ ପାତ୍ରଙ୍କୁ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ପଠାଇବାକୁ ଦଳ ନିଷ୍ପତ୍ତି ନେଇଛି । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପରାମର୍ଶଦାତା ମାନସ...
ଗୋଟିଏ ଗୋଡ ନୁହେଁ ଦୁଇ ଗୋଡରେ ଚାଲି ଚାଲି ସ୍କୁଲ ଯିବ ସୀମା
ଗୋଟିଏ ଗୋଡରେ ଆଉ ଡେଉଁ ଡେଇଁ ସ୍କୁଲ ଯିବନି ସୀମା । ତାକୁ ଦିଆଯାଇଛିି କୃତ୍ରିମ ଗୋଡ । ଏହି କୃତ୍ରିମ ଗୋଡ ଖଞ୍ଜାଯିବା ପରେ ସେ ଏବେ ସାଧାରଣ ଝିଅଙ୍କ ପରି ଚାଲି ପାରିବ, ଖେଳିପାରିବ ।...
ଇନ୍ଦ୍ର ବି ମୋ ଉପରେ ଚାପ ପକାଇ ପାରିବେନି
ଇନ୍ଦ୍ର ବି ମୋ ଉପରେ ଚାପ ପକାଇ ପାରିବେନି । ଯାହା କହେ, ନିର୍ଭୟରେ କହେ । ସେଥିପାଇଁ ସେମାନେ ମତେ ଡରନ୍ତି ଏବଂ ମୁଁ ନ ଥିବା ବେଳେ କାମ କରନ୍ତି । ଆଜି ଏମିତି ଢଙ୍ଗରେ ଶ୍ରୀମନ୍ଦିର...
କଟକ ଶଙ୍କରପୁର ଅଞ୍ଚଳରେ ଗୁପ୍ଚୁପ୍ ବ୍ୟବସାୟୀଙ୍କ ଘରେ ରେଡ୍
ଗୁପ୍ଚୁପ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ୍ । ପାଟିକୁ ସୁଆଦିଆ ଲାଗୁଥିବା ଖଟାପାଣି ସହ ଗୁପଚୁପ୍ କେଉଁ ପରିବେଶରେ ପ୍ରସ୍ତୁତ ହେଉଛି ତାହା ଆମେ ଜାଣିନଥାଉ । ଏବଂ ଅଧିକାଂଶ ସ୍ଥାନରେ ବଳିଯାଇଥିବା ବାସି ଖଟାପାଣିକୁ ଗ୍ରାହକଙ୍କୁ ଦେଇଥାନ୍ତି ଗୁପଚୁପ୍ ବ୍ୟବସାୟୀ...
କେହି କାହା ବିରୁଦ୍ଧରେ କରିପାରିବେନି ଆପତ୍ତି
ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ୍ । ପାରିବାରିକ ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟ ଉଭୟ ବର୍ଷା-ଅନୁଭବଙ୍କୁ ତାଗିଦ୍ କରିଛନ୍ତି । ସୋସିଆଲ ମିଡିଆରେ କେହି କାହା ବିରୁଦ୍ଧରେ କୌଣସି ମନ୍ତବ୍ୟ ନଦେବା ଲାଗି କୋର୍ଟ ଉଭୟଙ୍କୁ ତାଗିଦ୍ କରିଛନ୍ତି ।...
















