ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନୁଯୁକ୍ତ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି । ଗୀତାଞ୍ଜଳି ଦାସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି । ୪ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟପାଳ ଗଶେଣୀ ଲାଲ୍ ।
୮ ତାରିଖରେ ବାତ୍ୟା
୮ ତାରିଖରେ ବାତ୍ୟାର ରୂପ ନେବ । ଏବଂ ୧୦ ତାରିଖରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । କାଲି ଡିପ୍ରେସନରେ ପରିଣତ ହେବ । ଡିପ୍ରେସନରେ ପରିଣତ ହେବାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଉତ୍ତର...
ପ୍ରାଣୀଧନ ନିରୀକ୍ଷକଙ୍କ ୯୦ ପ୍ଲଟ୍
ପ୍ରାଣୀଧନ ନିରୀକ୍ଷକଙ୍କ କଟକ ଓ ଭୁବନେଶ୍ୱରରେ ୯୦ଟି ପ୍ଲଟ ଠାବ । କଳାରାହାଙ୍ଗପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବିପୁଳ ସମ୍ପତ୍ତି ଠାବ । ଭିଜିଲାନ୍ସ ଚଢାଉବେଳେ ୯୦ ପ୍ଲଟ ସହ ଠାବ ହେଲା ଅମାପ ସମ୍ପତ୍ତି । ପ୍ରାଣୀଧନ ନିରୀକ୍ଷକଙ୍କ...
ସମ୍ଭାବ୍ୟ ବାତ୍ୟାକୁ ନେଇ ବଢିଲା ଚିନ୍ତା
ସମ୍ଭାବ୍ୟ ବାତ୍ୟାକୁ ନେଇ ତତ୍ପର ରାଜ୍ୟ ସରକାର । ବାତ୍ୟାର ମୁକାବିଲା ନେଇ ଆଜି ପାକ୍ ପ୍ରସ୍ତୁତି ବୈଠକ ବସିବ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନିସଂ ମାଧ୍ୟମରେ ଏସଆରସି ଆଲୋଚନା କରିବେ ।...
ବଢିଲା ଟମାଟୋ ଦର
ବଜାରରେ ହୁ ହୁ ହୋଇ ବଢୁଛି ଟମାଟୋ ଦର । ୪ ଦିନ ତଳେ ଟମାଟୋ ଦର ୨୫ରୁ ୩୦ ଟଙ୍କା ଦରରେ ବିକ୍ରୀ ହେଉଥିବାବେଳେ ଏବେ ଏହା ୮୦ରୁ ୯୦ ଟଙ୍କାରେ ବିକ୍ରୀ ହେଉଛି । ସପ୍ତାହକ ଭିତରେ...
ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଏତଲା ରଖୁନି ପୋଲିସ
ବିଧାୟକଙ୍କ ବିରୋଧରେ ଯୌନ ଶୋଷଣ ଭଳି ସାଂଘାତିକ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ଝରି ଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଭୁବନେଶ୍ବର ଜାଗମରା ଅଞ୍ଚଳର ଜଣେ ଯୁବତୀ ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା, ମାନସିକ...
ବଦଳିବେ ମୁଖିଆ, ଆସିଲା ଦିଲ୍ଲୀରୁ ଡକରା
ଶେଷରେ ବଦଳିବେ ରାଜ୍ୟ କଂଗ୍ରେସ ମୁଖିଆ । ପିସିସି ସଭାପତି ବଦଳାଇବା ପାଇଁ ଦୀର୍ଘ ଦିନର ଦାବି ପରେ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡକରା ଆସିଛି । ଆସନ୍ତା 5 ତାରିଖରେ ଦିଲ୍ଲୀରେ ହାଜିରା ହେବାକୁ ସବୁ ବିଧାୟକଙ୍କୁ କୁହାଯାଇଛି...
ଫେରାଦ ହେଲା ଓଏଏସ ସଂଘ
ତିଳେଇବଣି ବିଡିଓଙ୍କୁ ମାଡ ମାରିଥିବା ଅଭିଯୋଗରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ ହେବା ପରେ ଏକଜୁଟ୍ ହୋଇଛନ୍ତି ଅଫିସର । ଆଜି କର୍ତ୍ତବ୍ୟରତ ଅଫିସରଙ୍କ ସୁରକ୍ଷା ଦାବି କରି ଓଏଏସ ସଂଘ ମୁଖ୍ୟ ଶାସନ ସଚିବଙ୍କ ନିକଟରେ...
ବିଡିଓଙ୍କୁ ମାଡ ମାରି ବିଜେପି ବିଧାୟକ ଗିରଫ
ତିଳେଇବଣି ବିଡିଓଙ୍କୁ ମାଡ ମାରି ଗିରଫ ହୋଇଛନ୍ତି ଦେବଗଡ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ଦେବଗଡ ଏସଡିପିଓ ଦେଇଥିବା ସୂଚନା ଅନୁଯାୟୀ, ଦେବଗଡ ପୋଲିସ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରୁ ଗିରଫ କରିଛି...
ଦିଲ୍ଲୀର ବିଜ୍ଞାନ ଭବନରେ ସାରା ରାଜ୍ୟର ମୁଖ୍ୟମନ୍ତ୍ରୀ
ଡିଜିଟାଲ ଇଣ୍ଡିଆ ମିଶନ ଅଧିନରେ ନ୍ୟାୟପାଳିକା ବ୍ୟବସ୍ଥାରେ ଟେକ୍ନୋଲୋଜିର ବିକାଶ ପାଇଁ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ନ୍ୟାୟ ବ୍ୟବସ୍ଥାର ଉନ୍ନତି ପାଇଁ ଆମେ ପୁରା ଚେଷ୍ଟା ଚଳେଇଛୁ । ଭତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି...
















