ବିଡିଓଙ୍କୁ ମାଡ ମାରି ବିଜେପି ବିଧାୟକ ଗିରଫ
ତିଳେଇବଣି ବିଡିଓଙ୍କୁ ମାଡ ମାରି ଗିରଫ ହୋଇଛନ୍ତି ଦେବଗଡ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ଦେବଗଡ ଏସଡିପିଓ ଦେଇଥିବା ସୂଚନା ଅନୁଯାୟୀ, ଦେବଗଡ ପୋଲିସ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରୁ ଗିରଫ କରିଛି...
ଦିଲ୍ଲୀର ବିଜ୍ଞାନ ଭବନରେ ସାରା ରାଜ୍ୟର ମୁଖ୍ୟମନ୍ତ୍ରୀ
ଡିଜିଟାଲ ଇଣ୍ଡିଆ ମିଶନ ଅଧିନରେ ନ୍ୟାୟପାଳିକା ବ୍ୟବସ୍ଥାରେ ଟେକ୍ନୋଲୋଜିର ବିକାଶ ପାଇଁ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ନ୍ୟାୟ ବ୍ୟବସ୍ଥାର ଉନ୍ନତି ପାଇଁ ଆମେ ପୁରା ଚେଷ୍ଟା ଚଳେଇଛୁ । ଭତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି...
ଓଡିଶା ଆଡକୁ ମାଡି ଆସୁଛି କି ବାତ୍ୟା
ଦାନା ବାନ୍ଧୁଛି ବାତ୍ୟା । ମେ ୧୦ ତାରିଖ ବେଳକୁ ଆସିପାରେ ସମ୍ଭାବ୍ୟ ବାତ୍ୟା । ଏହି ଖରା ଦିନିଆ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଚିନ୍ତା ବଢାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ବିଭିନ୍ନ...
ବଦଳିଲେ କଟକ, ଭୁବନେଶ୍ୱର ଡିସିପି
କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି । କଟକର ନୂଆ ଡିସିପି ହେଲେ ପିନାକ ମିଶ୍ର । ଭୁବନେଶ୍ୱରର ନୂଆ ଡିସିପି ହେଲେ ପ୍ରତୀକ ସିଂ । ମନୋଜ କୁମାର ଛାବ୍ରା ହେଲେ ଜେଲ ବିଭାଗ ଡିଜି । ସନ୍ତୋଷ...
୭୦ ବର୍ଷ ବୟସରେ ଦେଲେ ମାଟ୍ରିକ ପରୀକ୍ଷା
ପିଲାଙ୍କ ସହ ବସି ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପରୀକ୍ଷା ହଲରେ ବସି ମାଟ୍ରିକ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି । ଫୁଲବାଣୀର ରୁଜାଙ୍ଗି ହାଇସ୍କୁଲରେ ବିଧାୟକ ଏବଂ ତାଙ୍କ ଅନ୍ୟ ଦୁଇ...
ସାଢେ ୧୧ଟାରେ ଭୁବନେଶ୍ୱର ୩୯
ଆଜି ବି ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଦିନ ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ । ଝାରସୁଗୁଡା-୪୦.୪ , କେନ୍ଦୁଝର-୩୯.୬, ସମ୍ବଲପୁର-୩୯.୨ ।
୪୫ ଡିଗ୍ରୀ ଛୁଇଁଲା ବୌଦ୍ଧ
ଟାଣ ଖରାରେ କଲବଲ ହୋଇଛନ୍ତି ବୌଦ୍ଧବାସୀ । ଆଜି ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ଥିଲା । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଆଜି ଭୁବନେଶ୍ୱରରେ ୩୯.୮ ଏବଂ କଟକରେ ୪୦ ଡ଼ିଗ୍ରୀ...
ରାଜ୍ୟରେ ମାସକ ପରେ ବଢିବ ସଙ୍କ୍ରମଣ
ଦେଶରେ କରୋନା ସଙ୍କ୍ରମଣ ଉପରମୁହାଁ । ତିନି ହଜାର ଉପରେ ଦୈନିକ ସଙ୍କ୍ରମଣ । ଗତ ୨୪ ଘଣ୍ଟାରେ ୩୩୦୩ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଠାରୁ ୧୨ ଦଶମିକ ୮ ପ୍ରତିଶତ ଅଧିକ । ୩୯ ଜଣ...
ନବୀନଙ୍କ ଉତ୍ତରାଧିକାରୀ ହେବେ ସୁଜାତା !
ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା । କିଏ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ? ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କୁ ଉତ୍ତରାଧିକାରୀ ବାଛିବେ କି ନବୀନ ? ନବୀନଙ୍କ ଉତ୍ତରାଧିକାରୀ ଭାବେ ସୁଜାତାଙ୍କ ନାଁ ଏବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି...
ବଢୁଥିବା ପେଟ୍ରୋଲ, ଡିଜେଲ ଦରକୁ ନେଇ ମୋଦି କହିଲେ..
ବଢୁଥିବା ପେଟ୍ରୋଲ , ଡିଜେଲ ଦରକୁ ନେଇ ପତିକ୍ରୀୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କୁ ତେଲରୁ ଭାଟ ହ୍ରାସ କରିବାକୁ ଅପିଲ କରିଛନ୍ତି । ଆଜି ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲି ଆଲୋଚନା କରିଛନ୍ତି...














