27.1 C
Bhubaneswar
Saturday, October 31, 2026
-Advertisement-

୩୫ ବର୍ଷ ବୟସରେ ଆଖିବୁଜିଲେ ଓଡିଆ ଅଭିନେତା

ପପୁଲାର ଟେଲି ସିରିଏଲ ଏବଂ ଆଲବମ ଅଭିନେତା ସତ୍ୟ ପୁରୋହିତଙ୍କ ଦେହାନ୍ତ । ମାତ୍ର ୩୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ୪୦ ରୁ ଅଧିକ ଆଲବମରେ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ।...

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ ହେବା ପରେ …

ନୂଆଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା । ଜୀବନବ୍ୟାପୀ ସାଧନା ପାଇଁ ନୂଆଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ସମ୍ମାନୀତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନ...

ବେଲ୍ଟ ପିନ୍ଧି ନ ଥିଲେ ସାଇରସ ମିସ୍ତ୍ରି

ଗତ ରବିବାର ଦିନ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୂର୍ବତନ ଟାଟା ସନ୍ସ ଚେୟାରମ୍ୟାନ ସାଇରସ ମିସ୍ତ୍ରୀ ବେଲ୍ଟ ପିନ୍ଧି ନ ଥିଲେ । ଦୁର୍ଘଟଣାର କାରଣ ସଂପର୍କରେ ଅନୁସନ୍ଧାନ କରୁଥିବା ପୋଲିସ ଏହି ସୂଚନା ଦେଇଛି । କାରର...

ଆଜିଠାରୁ 23 ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜି ଠାରୁ 23ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ କରିଥିବା ପୂର୍ବାନୁମାନ ଅନୁଯାୟୀ, ଆଜିଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗି ରହିବ । ବର୍ଷା ସମ୍ଭାବନା ଥିବା 23ଟି ଜିଲ୍ଲାକୁ ପାଣିପାଗ ବିଭାଗ...

ଜୀବନବ୍ୟାପି ସାଧନା ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନିତ

25 ବର୍ଷ ଧରି ନିରନ୍ତର ଭାବେ ଜନସେବାରେ ନିଜର ଜୀବନକୁ ସମର୍ପି ଦେଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି। ବାତ୍ୟା ପ୍ରଭାବରେ ଉଜୁଡି ଯାଇଥିବା ରାଜ୍ୟକୁ...

ଅର୍ଥମନ୍ତ୍ରୀଙ୍କ ପ୍ରଶ୍ନରେ ଜିଲ୍ଲାପାଳ ଘାୟଲ୍

ଅର୍ଥମନ୍ତ୍ରୀଙ୍କ ପ୍ରଶ୍ନରେ ଜିଲ୍ଲାପାଳ ଘାୟଲ । ଅର୍ଥମନ୍ତ୍ରୀଙ୍କ କୌଣସି ପ୍ରଶ୍ନର ସଠିକ ଜବାବ ଦେଇପାରିଲେନି ଜିଲ୍ଲାପାଳ । ଏଥିରେ ଉତ୍ତ୍ୟକ୍ତ ହୋଇପଡିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେଲେଙ୍ଗାନା ଗସ୍ତରେ ଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ବିରକୁସ୍ଥିତ ଏକ ପିଡିଏସ...

ଆସୁଛି ଲଘୁଚାପ, 5ରୁ ବର୍ଷା

କିଛିଦିନ ବ୍ୟବଧାନ ପରେ ପୁଣି ଲଘୁଚାପ ବର୍ଷା ଆରମ୍ଭ ହେବାକୁ ଯାଉଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଆସନ୍ତା 5 ତାରିଖରୁ ବର୍ଷା ଆରମ୍ଭ ହେବାକୁ ଯାଉଛି । ମୟୁରଭଞ୍ଜ, କେନ୍ଦୁଝର,...

ଭାରତୀୟ ନୌସେନାରେ ସାମିଲ ହେଲା ଆଏନଏସ ବିକ୍ରାନ୍ତ

ଭାରତୀୟ ନୌସେନାରେ ସାମିଲ ହେଲା ଆଏନଏସ ବିକ୍ରାନ୍ତ I ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି I ବିକ୍ରାନ୍ତ ସାମିଲ ହେବା ପରେ ଭାରତୀୟ...

ନବାନ୍ନ ଲାଗି ପରେ ନୂଆଁ ଖାଇଲେ ପଶ୍ଚିମ ଓଡିଶାବାସୀ

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଖୁବ ଆନନ୍ଦ ଉତ୍ସାହର ସହ ପାଳନ ହୋଇଯ଼ାଇଛି I ସମ୍ବଲପୁରରେ ମା ସମଲାଇଙ୍କ ପାଖରେ ନିର୍ଦ୍ଧାରିତ ଲଗ୍ନ ସମଯରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନୂଆଁଖାଇ ଉତ୍ସବ ମନାଇଥିଲେ ପଶ୍ଚିମ ଓଡିଶାବାସୀ...

ଉତ୍ସବମୁଖର ଗାଁ ଠୁ ସହର

ଦୁଇବର୍ଷ ପରେ ଧୂମଧାମରେ ପାଳନ ହେଉଛି ଗଶେଶ ପୂଜା । ରଙ୍ଗବେରଙ୍ଗ ଆଲୋକମାଳା ସହ ସୁଉଚ୍ଚ ତୋରଣରେ ଝଲସୁଛନ୍ତି ଗଜାନନ । ବିଭିନ୍ନ ମଣ୍ଡପ, ଶିକ୍ଷାନୁଷ୍ଠାନ ଓ କ୍ଲବ ଗୁଡିକରେ ବିଘ୍ନ ବିନାଶକ ଗଜାନନ ବିରାଜମାନ କରିଛନ୍ତି । ଗଣେଶଙ୍କ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...