ମମିତା ମେହେର ମାମଲାରେ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ
ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ । ଭାରତ ବିକାଶ ପରିଷଦ ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ...
ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ ଚାଷୀଙ୍କ ମୁଣ୍ଡରେ ଦୋଷ !
ବାୟୁ ପ୍ରଦୂଷଣ ପାଇଁ ଚାଷୀଙ୍କ ମୁଣ୍ଡରେ ଦୋଷ ଲଦିଲେ ଦିଲ୍ଲୀବାସୀ । ଦିନକୁ ଦିନ ଦିଲ୍ଲୀ ଅଣନିଃଶ୍ବାସୀ ହୋଇପଡୁଥିବା ବେଳେ ଦିଲ୍ଲୀ ବାସିନ୍ଦା ଓ ପଞ୍ଚତାରକା ହୋଟେଲ ମାଲିକମାନେ ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦାୟୀ କରିଛନ୍ତି । ଦିଲ୍ଲୀ ଓ...
ହ୍ୱାଟସଆପ ଠକେଇରେ ନାଇଜେରିଆ ଗ୍ୟାଙ୍ଗ
ଫୋନକୁ କୌଣସି ଲିଙ୍କ୍ ନଆସି ବି ହ୍ୟାକ୍ ହୋଇଯାଇଥିଲା ଓକାକର ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ଫୋନ୍ । ହ୍ୟାକ୍ ପରେ ଟଙ୍କା ଲୁଟିଚାଲିଥିଲା ଲୁଟେରା । ବେଙ୍ଗାଲୁରୁରେ ରହି ଅପରାଧ ଘଟାଉଥିଲା...
ଆଉ ନାହାଁନ୍ତି ଉମେଶ ସ୍ୱାଇଁ
ଆଉ ନାହାଁନ୍ତି ଉମେଶ ଚନ୍ଦ୍ର ସ୍ୱାଇଁ । ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ । ହୃଦଘାତରେ ୭୬ ବର୍ଷ ବୟସରେ ପୂର୍ବତନ ବାଲିକୁଦା ବିଧାୟକଙ୍କର ଦେହାନ୍ତ ହୋଇଛି । ଜଗତସିଂହପୁର ବାଲିକୁଦାରୁ ୪ ଥର ବିଧାୟକ ଭାବେ...
ରେଡ୍ କରୁଥିବା ସିବିଆଇ ଟିମକୁ ଢେଙ୍କାନାଳରେ ମାଡ
ଢେଙ୍କାନାଳରେ ଆଠଜଣ ସିବିଆଇ ଅଧିକାରୀଙ୍କୁ ନିର୍ଘାତ ମାଡ ମାରିଲେ ଗାଁ ଲୋକେ । ଟାଉନ ଥାନା କଲୋନୀରେ ସୁରେନ୍ଦ୍ର ନାୟକଙ୍କ ଘରେ ଆଠଜଣ ଲୋକ ସକାଳ ସାତଟାରେ ପହଞ୍ଚିଥିଲେ । ନିଜକୁ ସିବିଆଇ ଅଧିକାରୀ କହି ସେମାନେ ସୁରେନ୍ଦ୍ରଙ୍କୁ ଗୋଟିଏ...
ପଞ୍ଚାୟତ ଭୋଟ୍ ପ୍ରସ୍ତୁତି
ଏଥର ୬୭୯୪ ପଞ୍ଚାୟତରେ ହେବ ପଞ୍ଚାୟତ ନିର୍ବାଚନ । ଗତ ୨୦୧୭ ନିର୍ବାଚନରେ ୬୮୦୧ ଗ୍ରାମ ପଞ୍ଚାୟତରେ ନିର୍ବାଚନ ହୋଇଥିଲା । ଏଥିରେ ୭ଟି ଗ୍ରାମ ପଞ୍ଚାୟତକୁ ଏନଏସିରେ ମିଶାଇ ଦିଆଯାଇଛି । ବାଲେଶ୍ୱର ରେମୁଣାର ୪ଟି ଗ୍ରାମ ପଞ୍ଚାୟତ...
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ହୀରାକୁଦ ବିସ୍ଥାପିତଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡାରେ ବିଏସକେୱାଇ କାର୍ଡ ବଣ୍ଟନରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ଘରଡିହ ଜମି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।...
ଗଣଦୁଷ୍କର୍ମ ପରେ ମହିଳା ଗୁରୁତର
ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପୁରୀ ଜିଲ୍ଲା ଅଧିନ ନିମାପଡା ଥାନା ଅଞ୍ଚଳରେ ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଯାଇଛି । ଗତ ୧୨ ତାରିଖ ରାତି ୧୧ଟାରେ ମହିଳା ଜଣଙ୍କ ଶୌଚ ହେବା ପାଇଁ ସ୍ୱାମୀଙ୍କ ସହ...
୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେତୁ ଆସନ୍ତା ୧୯ ଯାଏଁ ବର୍ଷା ସମ୍ଭାବନା ରହିଛି । ୧୫, ୧୬, ୧୭ ତାରିଖରେ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୮, ୧୯ ତାରିଖରେ ପ୍ରବଳ ବର୍ଷା...
କେଉଁ କେଉଁ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ଜାଣନ୍ତୁ
ଆଜି ଓ ଆସନ୍ତାକାଲି ଦୁଇଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କୋଭିଡ ଗାଇଡଲାଇନ୍ ଅନୁଯାୟୀ, ଆଜି ଶ୍ରୀମନ୍ଦିର ବିଶୋଧନ ପାଇଁ ଦର୍ଶନାର୍ଥୀଙ୍କ ପ୍ରବେଶ ବନ୍ଦ ରହିବ । ସୋମବାର ପଞ୍ଚକ ପ୍ରଥମ ଦିନ ପଡୁଥିବାରୁ ଭିଡ...

















