ପାଞ୍ଚଲକ୍ଷ ପର୍ଯ୍ୟଟକଙ୍କୁ ମାଗଣା ଭିସା
କୋଭିଡ ପାଇଁ ଦେଶର ଅର୍ଥନୈତିକ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କ୍ଷତିଗ୍ରସ୍ତ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । ମୋଟ 1 କୋଟି 10 ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର...
ସବୁ ହିସାବ ଭୁଲ୍ ହୋଇଗଲା : ତାତିଲେ ମାଟ୍ରିକ ପରୀକ୍ଷାର୍ଥୀ
ମାଟ୍ରିକ ଫଳକୁ ନେଇ ପ୍ରଚଣ୍ଡ ଅସନ୍ତୋଷ । କଟକ, ଭୁବନେଶ୍ବର, ପୁରୀ, ବ୍ରହ୍ମପୁର ସବୁଠି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । କଟକ ବୋର୍ଡ ଅଫିସ ଆଗରେ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ମୂଲ୍ୟାୟନକୁ ନେଇ...
ଆଜି କରୋନାରେ ଖୋର୍ଦ୍ଧାରୁ ସର୍ବାଧିକ ମୃତ୍ୟୁ
ରାଜ୍ୟର କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍ । ଦିନକରେ ଆଉ ୪୩ ଆକ୍ରାନ୍ତଙ୍କର ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ନୟାଗଡ, ପୁରୀ, ବରଗଡରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି...
ଶହେ ଟଙ୍କା ପାଇଁ ହତ୍ୟା
ମାତ୍ର ଶହେ ଟଙ୍କା ପାଇଁ ହତ୍ୟା । ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକ ।
ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ ଦେଇଥିବା ସୂଚନା ଅନୁଯାୟୀ, ଦିନ ପ୍ରାୟ ସାଢେ ଏଗାରଟା ବେଳେ...
ବାଟରେ ବିକିଦେଲେ ଟିକା !
କେନ୍ଦୁଝର: (ରିପୋର୍ଟ-ବିକାଶ ବିଶ୍ବାଳ) ଗାଁରେ ପହଞ୍ଚୁନି ଟିକା । ଯେତିକି ଟିକା ଯିବା କଥା, ସେତିକି ପହଞ୍ଚୁନି । ଟିକା ନେଇ ଯାଉଥିବା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ କିଛି ଟିକା ଅଧା ବାଟରେ ବିକି ଦେଉଥିବା ଅଭିଯୋଗ ହୋଇଛି ।...
ନା ଚେତୁଛନ୍ତି ଲୋକେ, ନା ସରକାର
ଠେଲାପେଲା, ଭିଡାଭିଡି । କିଏ ଆଗ ନେବ, ସେଥିପାଇଁ କସରତ୍ ।
ଆପଣ ଭାବୁଥିବେ କିଛି ମାଗଣା ସାମଗ୍ରୀ ନେବା ପାଇଁ ଏମିତି ଭିଡ ଲାଗିଛି । ମାତ୍ର ସେମିତି କିଛି ନୁହେଁ । ଏ ଭିଡ ଲାଗିଛି ଭାକ୍ସିନ...
୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ
୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି । ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ । ବଲାଙ୍ଗୀର ଓ ଦେବଗଡ ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂହ ରହିଛନ୍ତି । ସେହିପରି ଖୋର୍ଦ୍ଧା-ପ୍ରମିଳା ମଲ୍ଲିକ,...
ଓଡିଶାରେ ଡେଲଟା ପ୍ଲସ ଭେରିଆଣ୍ଟ
ଓଡିଶାରେ ଜଣେ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଏନସିଡିସି ନିର୍ଦ୍ଦେଶକ ଡାକ୍ତର ଏସ. କେ. ସିଂହ ଏହି ସୂଚନା ଦେଇଛନ୍ତି । ସମଗ୍ର ଦେଶରେ ମୋଟ 48 ଟି ଡେଲଟା ପ୍ଲସ କେସ୍ ଚିହ୍ନଟ...
ବିନା ପରୀକ୍ଷାରେ ପ୍ରଥମ ମାଟ୍ରିକ ପରୀକ୍ଷା
ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ I ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଏଥରକ ମାଟ୍ରିକ ଫଳ ପ୍ରକାଶ ପାଇଛି I 97.89 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି I ଚଳିତବର୍ଷ 5 ଲକ୍ଷ 74 ହଜାର 125...
ବନ୍ଦ ହେଲା ଏକ ନମ୍ବର ହାଟ
କୋଭିିିିଡ ନିୟମ ଉଲ୍ଲଂଘନ କରୁଥିବାରୁ ବିଏମସି କର୍ତ୍ତୃପକ୍ଷ ଭୁବନେଶ୍ବରର ମୁଖ୍ୟ ହାଟ ଏକ ନମ୍ବର ହାଟକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି । ସାପ୍ତାହିକ ସଟ୍ ଡାଉନ ପୂର୍ବରୁ ଏକ ନମ୍ବର ହାଟରେ ପ୍ରବଳ ଭିଡ ଲାଗି ରହିଥିଲା...
















