ଏସଆଇ ସସପେଣ୍ଡ
ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଳଙ୍ଗା ଥାନା ଏସଆଇ ତଅପୋଇ ନାୟକଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରିଛନ୍ତି ପୁରୀ ଏସପି । ବଳଙ୍ଗା ଥାନା ମାଲଖାନା ଦାୟିତ୍ୱରେ ଥିଲେ ଏସଆଇ ତଅପୋଇ...
ପ୍ରଶଂସା ସାଉଁଟୁଛନ୍ତି ସୋନାଲୀ
ସୋନାଲୀ ଗର୍ଗ । ବୟସ ୨୨ । ମାତ୍ର ୨୨ ବର୍ଷ ବୟସରେ ସେ ଏମିତି ଏକ କାମ କରିଛନ୍ତି ଯାହା ଶୁଣିଲେ ଆପଣ ବି ପ୍ରଶଂସା କରିବେ । ସୋନାଲି ନିଜର ଗୋଟିଏ କିଡନୀ ଦେଇ ବାପାଙ୍କୁ...
ବଢିବ ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା
ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା । ତିନି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମିଳିଥିବା ସୂଚନା ମୁତାବକ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ...
ପିପିଲି ଭୋଟ : ଘରେ ରହି ଭୋଟ ଦେଇପାରିବେ କୋଭିଡ ଆକ୍ରାନ୍ତ
ପିପିଲି ଉପନିର୍ବାଚନରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୋଲିଂ କାର୍ଯ୍ୟରେ ମୋଟ 2200 କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ ପ୍ରକ୍ରିୟାରେ ସାମିଲ ସମସ୍ତ କର୍ମଚାରୀ ଡବଲ ଡୋଜ୍ ଟିକା ନେଇଥିବା ସଂପର୍କରେ ମୁଖ୍ୟ ନିର୍ବାଚନ...
ହାରିଲେ ବିଜୟ
ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି । ଅସିତ ତ୍ରୀପାଠୀଙ୍କୁ ମିଳିଛି ୭୭୬ ଭୋଟ୍ । ବିଜୟଙ୍କୁ ୪୯୮ ଭୋଟ୍ ।
ସରୁଛି ପ୍ରଚାର, କମ୍ପୁଛି ମଇଦାନ
ଉଠୁଛି ପଡୁଛି ପିପିଲି । ପ୍ରଚାରର ଶେଷଦିନ ଥିବାରୁ କମ୍ପୁଛି ପିପିଲି ମଇଦାନ । ଆସନ୍ତା ୩୦ରେ ଭୋଟ୍ ଗ୍ରହଣଥିବାରୁ ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି । ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ...
ବନ୍ଦକୁ କଂଗ୍ରେସର ସମର୍ଥନ
ଭାରତ ବନ୍ଦ । ବନ୍ଦ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ସଂଯୁକ୍ତ କିଷାନମୋର୍ଚ୍ଚା ଦ୍ୱାରା ଡାକରା ଦିଆଯାଇଥିବା ଏହି ଭାରତ ବନ୍ଦକୁ ଦେଶର ବିଭିନ୍ନ ବିରୋଧୀ ଦଳମାନେ ସମର୍ଥନ ଜଣାଇଛନ୍ତି । ସେମାନଙ୍କ ମଧ୍ୟରେ ମୁଖ୍ୟତ ବାମଦଳ,...
କେଉଁଠି ପବନର ବେଗ କେତେ ରହିବ
ଆଜି ରାତି ୯ଟାରୁ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପକ୍ରୀୟା ଆରମ୍ଭ ହେବ । ଏହାର ପ୍ରଭାବରେ ୭୫ରୁ ୮୫ କିଲୋମିଟର ବେଗରେ ପବନ ବହିବ । ଝଟକା ପବନର ବେଗ ୯୫ କିଲୋମିଟର ହୋଇପାରେ । ସମୁଦ୍ର ମଧ୍ୟରେ...
ଇମ୍ରାନଙ୍କୁ ମୁହଁତୋଡ ଜବାବ ଦେଲେ ସ୍ନେହା ଦୁବେ
ମିଳିତ ଜାତିସଂଘରେ ପାକିସ୍ତାନକୁ କଡା ଜବାବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ କାଶ୍ମୀର ପ୍ରସଙ୍ଗରେ କଡା ଜବାବ ଦେଲେ ଜାତିସଂଘ ସାଧାରଣ ପରିଷଦରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀର...
ତାଲିବାନଙ୍କୁ ମିଳିତ ସନ୍ଦେଶ ଦେଲେ ବାଇଡେନ-ମୋଦି
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ହ୍ବାଇଟହାଉସରେ ସାକ୍ଷାତ କରିବା ପରେ ଦୁଇ ରାଷ୍ଟ୍ରମୁଖ୍ୟ ତାଲିବାନଙ୍କୁ ମିଳିତ ସନ୍ଦେଶ ଦେଇଛନ୍ତି । ଆଫଗାନିସ୍ଥାନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ପରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସ୍ବାକ୍ଷରରେ ଜାରି...

















