ସାତମାସ ପରେ ଜେଲରୁ ବାହାରିଲେ ବିଧାୟକ
ଶେଷରେ ଜେଲରୁ ମୁକୁଳିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଠକେଇ ଅଭିଯୋଗରେ ଜେଲରେ ଥିବା ପ୍ରଦୀପ ପାଣିଗ୍ରାହୀ ଆଜି ଝାରପଡା ଜେଲରୁ ମୁକ୍ତ ହୋଇଛନ୍ତି । ପୂର୍ବରୁ ପାଞ୍ଚଟି ମାମଲାରେ ସେ ଜାମିନ ପାଇଥିବା ବେଳେ ଗତକାଲି ଷଷ୍ଠ ମାମଲାରେ...
ନାଶିକ ପରେ ନୀଳଗିରିରୁ ଆସିଲା ସମାନ ଚିତ୍ର
ନାଶିକର ଅରବିନ୍ଦଙ୍କର ଏହି ଭିଡିଓ ଭାଇରାଲ ହେବାପରେ ଏବେ ସମାନ ଚିତ୍ର ଆସିଛି ବାଲେଶ୍ୱର ନୀଳଗିରୀରୁ । ବାପାଙ୍କ ଦେହରେ ଗୋଟିଏ ପରେ ଗୋଟିଏ ଚାମଚ ଖଞ୍ଜି ଚାଲିଛି ଝିଅ । ଏସବୁ ଜିନିଷକୁ ଚୁମ୍ବକ ପରି ଟାଣି...
କିନ୍ନର ହେବେ ପୋଲିସ
ଓଡିଶା ପୋଲିସରେ କିନ୍ନରଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ସବଇନ୍ସପେକ୍ଟର ପଦବୀ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ 477 ସବଇନସପେକ୍ଟର, 244 କନଷ୍ଟେବଳ ପଦବୀ ପାଇଁ ପୁରୁଷ ଓ ମହିଳାଙ୍କ ସହ କିନ୍ନରମାନଙ୍କ ନିକଟରୁ ଆବେଦନପତ୍ର ଆହ୍ବାନ...
ଟିଏମସିକୁ ଫେରିଲେ ମୁକୁଲ ରୟ
ବିଜେପିକୁ ଝଟକା । ପଶ୍ଚିମବଙ୍ଗ ଛକାପଞ୍ଝାରେ ପୁଣି ବାଜିମାତ୍ ମାରିଛନ୍ତି ଦିଦି । 2017ରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ମୁକୁଲ ରୟ ତୃଣମୂଳକୁ ଫେରି ଆସିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ...
ମୃତ୍ୟୁସଂଖ୍ୟାରେ କେବେ ଲାଗିବ ଲଗାମ
ରାଜ୍ୟରେ ମୃତ୍ୟୁସଂଖ୍ୟାରେ କେବେ ଲାଗିବ ଲଗାମ । ୪୦ ତଳକୁ ଖସୁନି ମୃତ୍ୟୁସଂଖ୍ୟା । ଆଜି ପୁଣି ୪୩ ଜୀବନ ନେଇଛି ମହାମାରୀ କରୋନା । ସେହିପରି ଦୈନିକ ସଙ୍କ୍ରମଣ କିଛିମାତ୍ରାରେ କମୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ...
ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ
ଆଉ ନାହାଁନ୍ତି ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ପରଲୋକ ନେଇ ଝିଅ ସାବରମତି ଏହି ସୂଚନା ଦେଇଛନ୍ତି ।...
ଟଳିବ ଇକମୋ ଟେନସନ୍
ଇକମୋକୁ ନେଇ ରାଜ୍ୟରେ ଟେନସନ ବଢୁଥିବା ବେଳେ ଭୁବନେଶ୍ବର ଏମ୍ସକୁ ଦୁଇଟି ଇକମୋ ମେସିନ ଆଣିବା ପାଇଁ ସ୍ଥିର ହୋଇଛି । ଏମ୍ସ ଅଧିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ ଖୁବଶୀଘ୍ର ଦୁଇଟି ଇକମୋ ସିଷ୍ଟମ ଲଗାଯିବ ଏବଂ...
ରଥ କଟକଣା ଜାରି କଲେ ସରକାର
କରୋନା ପାଇଁ ଚଳିତବର୍ଷ ରଥଯାତ୍ରା କେବଳ ପୁରୀରେ ଅନୁଷ୍ଠିତ ହେବ । ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ ରଥଯାତ୍ରା ହେବ ନାହିଁ ବୋଲି ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗତବର୍ଷ ଭଳି ସଂପୂର୍ଣ୍ଣ କଟକଣା ଭିତରେ...
ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଓଡିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି । ମୌସୁମୀ ପ୍ରଥମେ ବଲାଙ୍ଗୀର ଏବଂ ପରେ ପୁରୀରେ ପହଞ୍ଚିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।...
ଖୋର୍ଦ୍ଧାରୁ ସର୍ବାଧିକ ମୃତ, ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନା ଗ୍ରାଫ୍ ତଳମୁହାଁ ହେବାରେ ଲାଗିଛି । ପଜିଟିଭଙ୍କ ସଂଖ୍ୟା ଯଦିଓ କମୁଛି , କିନ୍ତୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିିଛି । ପ୍ରତ୍ୟେକ ଦିନ ୪୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ଆଜି ୪୪ ଜୀବନ...



















