୨୪ ଘଣ୍ଟାରେ ୮୩୧୩ ପଜିଟିଭ୍ ଚିହ୍ନଟ
ରାଜ୍ୟରୁ ଆଜି ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୬୫୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୬୫୮ । ଖୋର୍ଦ୍ଧାରୁ ସର୍ବାଧିକ ୯୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି...
ମେ 22 ପିକ୍ ଥିଲା : ଆଉ ଦଶଦିନରେ ନାଟକୀୟ ପତନ ଘଟିବ !
ମେ 22 ତାରିଖ ଆମ ପାଇଁ ପିକ୍ ଥିଲା । ସର୍ବାଧିକ 12 ହଜାର 852 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । 22 ତାରିଖ ପରେ ଓଡିଶାରେ ସଂକ୍ରମଣ କମିବାର ଲାଗିଛି । ଆଉ 10 ଦିନ...
ବଢୁଛି ବ୍ଲାକ ଫଙ୍ଗସ୍, ଔଷଧର ଅଭାବ
କରୋନା ସାଙ୍ଗକୁ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର କାରଣ ହୋଇଛି । ଗତ ମେ 22ରେ 8848 ବ୍ଲାକ ଫଙ୍ଗସ କେସ୍ ଚିହ୍ନଟ ହୋଇଥିବା ବେଳେ 25 ତାରିଖରେ ଏହା ବୃଦ୍ଧି ପାଇ 11,700ରେ...
ମନ୍ କୀ ବାତ୍ : କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ମେ 30 ରେ ଏନଡିଏ ସରକାର ସାତବର୍ଷ ପୁରା କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଫ୍ରଣ୍ଟ ଲାଇନ କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି । ସମଗ୍ର ଦେଶ...
ଥମୁନି କରୋନା, ଚବିଶ ଘଣ୍ଟାରେ ଆଖି ବୁଜିଲେ 33
ଗୋଟିଏ ମାସର ଲକଡାଉନ ପରେ ବି କରୋନା ଥମିବାର ନାଁ ଧରୁନି । ଗତ ଚବିଶ ଘଣ୍ଟାରେ ରାଜ୍ୟରେ 9541 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସରକାରୀ ହିସାବରେ 33 ଜଣ କରୋନା ସଂକ୍ରମିତ ଆଖି ବୁଜିଛନ୍ତି ।...
ପାଣ୍ଡିୟାନଙ୍କ ଦୋଷ କଣ ?
ଆଜି ପାଣ୍ଡିଆନଙ୍କ ଜନ୍ମଦିନ । ପାଣ୍ଡିଆନ୍ ମହାଶୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ।
ଏ ପାଣ୍ଡିୟାନ କିଏ ? ଆଇଏଏସ ଭି. କେ. ପାଣ୍ଡିୟାନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଇଭେଟ ସେକ୍ରେଟାରୀ ଓ 5-T ସେକ୍ରେଟାରୀ । ଏମିତି...
ପୁଣି ଦିଦିଙ୍କୁ ରଗେଇଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ୟାସ୍ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ନ ଦେଇ ପଳେଇବା ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇଛି କେନ୍ଦ୍ର । ପ୍ରଧାନମନ୍ତ୍ରୀଙ୍କ ଅଫିସ କହିବା କଥା, ମମତା ପ୍ରଧାନମନ୍ତ୍ରୀଙ୍କୁ ଅଧଘଣ୍ଟାଏ ଅପେକ୍ଷା କରାଇଲେ ।...
ଭାଇରାଲ ହେଉଛି ଗର୍ଭଗୃହ ଫଟୋ
ପୁରୀ ଶ୍ରୀମନ୍ଦିରର ଗର୍ଭଗୃହ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ । ଏହାକୁ ନେଇ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ମିଳିଥିବା ସୂଚନା ଅନୁଯାୟୀ କୋଲକତାରୁ ଫେସବୁକରେ ପୋଷ୍ଟିଂ ହୋଇଛି ଶ୍ରୀଜୀଉଙ୍କ ରତ୍ନ ସିଂହାସନ ଫଟୋ...
ସଂକ୍ରମଣ କମୁଛି, ବଢୁଛି ମୃତ୍ୟୁସଂଖ୍ୟା
ଗତ ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣରେ 35 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଯଦିଓ ସଂକ୍ରମଣ ହାର ପୂର୍ବାପେକ୍ଷା ହ୍ରାସ ପାଇଛି । ଗତ ଚବିଶ ଘଣ୍ଟାରେ 7,188 ଜଣ ସଂକ୍ରମିତଙ୍କୁ ଚିହ୍ନଟ...
ଓଡିଶାକୁ 500 କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା
ଓଡିଶାକୁ 500 କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ I ବାତ୍ୟା ସମୀକ୍ଷା ଓ ଏରିୟଲ ସର୍ଭେ ପରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି I ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନର୍ଗଠନ ଦିଗରେ...


















