ନାଇଁ ନାଇଁ ବୋଲି ପିଏମଙ୍କୁ ଭଲ ପ୍ରସ୍ତାବ ଦେଇଛନ୍ତି ସିଏମ୍
ବାତ୍ୟା ୟାସ୍ ମୁକାବିଲା ପରେ ଏବେ ପ୍ୟାକେଜ ରାଜନୀତି I ବିଜେପି ନେତାଏ କହିବୁଲୁଛନ୍ତି ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କୁ କିଛି ମାଗିବା ଦରକାର ନାହିଁ I ଯ଼ାହା ଦରକାର, ପ୍ରଧାନମନ୍ତ୍ରୀ ଦେବେ I ଠିକଣା ଭାବେ ଖର୍ଚ୍ଚ ହେବା ଦରକାର...
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା
ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ବର ବିମାନବନ୍ଦର ଠାରେ ପ୍ରଧାନମନ୍ତ୍ରୀ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଦୁଇ...
ଆକାଶମାର୍ଗରୁ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ
ବାତ୍ୟା ୟାସ୍ ଯୋଗୁ ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡା ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି...
ବାତ୍ୟା ପରେ ବନ୍ୟାରେ ଉବୁଟୁବୁ ଉତ୍ତର ଓଡିଶା
ବାତ୍ୟା ୟାସ୍ ଉତ୍ତର ଓଡିଶାରେ ଧ୍ବଂସର ତାଣ୍ଡବଲୀଳା ରଚିଛି । ପବନରେ ବହୁ ଗଛ ଭାଙ୍ଗିଯିବା ଓ କଚ୍ଚାଘର ଭାଙ୍ଗିପଡିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଲାର ଅଧିକାଁଶ...
ରାମଦେବଙ୍କୁ କେବେ ଗିରଫ କରିବେ ସରକାର ?
ବାବା ରାମଦେବଙ୍କ ପ୍ରତି ସରକାର ଏତେ ଉଦାର କଣ ପାଇଁ ? ନିଜ ବକ୍ତବ୍ୟ ଫେରାଇ ନେଲେ କଣ ସମସ୍ୟାର ସମାଧାନ ହୋଇଗଲା କି ? ରାମଦେବ ଯାହା କରିଛନ୍ତି, ତାହା କ୍ଷମଣୀୟ କି ? ସମଗ୍ର ଦେଶ କୋଭିଡକୁ...
ଉପକୂଳ ଅତିକ୍ରମ କଲା ୟାସ୍ , ବିପଦ ଟଳିଲା
ବାତ୍ୟା ୟାସ୍ ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁଲା ପରେ ଉପକୂଳ ଅତିକ୍ରମ କରିଛି ବାତ୍ୟା । ବାତ୍ୟାକୁ ନେଇ ଉପକୂଳରେ ବିପଦ ଟଳିଛି । ଯଦିଓ ଭେରି ସିଭିୟର ସାଇକ୍ଲନିକ ଷ୍ଟର୍ମ ରୂପ ନେଇଥିଲା ୟାସ, କିନ୍ତୁ ଲ୍ୟାଣ୍ଡଫଲ୍ ହେଲା...
ଆରମ୍ଭ ହେଲା ‘ୟାସ୍’ ର ତାଣ୍ଡବ
ଧାମରା ବାସୁଦେବପୁର ନିକଟରେ ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଉପକୂଳକୁ ଯେତିକି ପାଖଉଛି ୟାସ୍ ସେତିକି ପବନର ବେଗ ବଢିବାରେ ଲାଗିଛି । ଦିନ ଗୋଟାଏ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ...
ଭୟଙ୍କର ଗର୍ଜନ ସହ କୂଳ ଲଂଘିଲାଣି ସମୁଦ୍ର
ପାରାଦୀପ ଠାରୁ ଆଉ ମାତ୍ର 200 କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍ । ଘଣ୍ଟାକୁ 15 କିଲୋମିଟର ବେଗରେ ଆସୁଥିବା ୟାସ୍ ଆସନ୍ତାକାଲି ସକାଳ ସୁଦ୍ଧା ଓଡିଶା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି...
ବାଲେଶ୍ବର ନୁହେଁ, ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’
ବାଲେଶ୍ବରର ଦକ୍ଷିଣ ଏବଂ ଧାମରାର ଉତ୍ତରରେ ସ୍ଥଳଭାଗକୁ ଛୁଇଁବ ବାତ୍ୟା ୟାସ୍ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ଭୋର ପାଞ୍ଚଟାରୁ 6ଟା ଭିତରେ ଓଡିଶା ଉପକୂଳରେ ପହଞ୍ଚିବ ବାତ୍ୟା । ଅତି...
ଡବଲ୍ ଡେଞ୍ଜର ଡବଲ୍ ମାସ୍କ୍
ଡବଲ ଡେଞ୍ଜର ପାଇଁ ଡବଲ ମାସ୍କ I କୋଭିଡ ବିପଦକୁ ମୁକାବିଲା କରୁଥିବା ବେଳେ ବାତ୍ୟା ୟାସ୍ ଆସିଛି ଏବଂ ଏ ଦୁଇ ବିପଦକୁ ଧୈର୍ଯ୍ୟର ସହ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି I ଓଡିଶା...



















