ରକ୍ତ ରଞ୍ଜିତ ହେଲା ମାଣିକେଶ୍ୱରୀ ପୀଠ
ମା ମାଣିକେଶ୍ୱରୀଙ୍କ ଆଦିପୀଠ ଧୁଆମୂଳ ରାମପୁରରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଛତର ଯାତରା । ପରଂପରା ଅନୁଯାୟୀ ମହାଷ୍ଟମୀ ମଧ୍ୟରାତ୍ରିରେ ସନ୍ଧିପୂଜା ହେବା ପରେ ସକାଳେ ଛତର ଯାତରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ପ୍ରଥମେ ଜେନାଖାଲରେ ପୂଜାର୍ଚ୍ଚନା...
ସମାଜର ଶତବାର୍ଷିକ ସମାରୋହରେ ଯୋଗଦେବେ
ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସେ ଦୈନିକ ଓଡିଆ କବର କାଗଜ ସମାଜର ଶତବାର୍ଷିକ ସମାରୋହରେ ଯୋଗଦେବେ । ଏଥପାଇଁ କଟକ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଛି । ଆଜି...
ସ୍ତ୍ରୀ ଦେଲା ସ୍ୱାମୀଙ୍କୁ ମୁଖାଗ୍ନି
ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୁପାଲି ଥାନା ତମାମୁରା ଗାଁରେ ଘଟିଛି ଘଟଣା । ଗାଁର ଚନ୍ଦ୍ରମୁଣି ଭୁଇଁ କେନାଲକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ପରେ ପରେ କେନାଲରୁ ତାଙ୍କ ମୃତ...
ଆମ୍ବୁଲାନ୍ସରୁ ତେଲ ସରିଯିବାରୁ….
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଓ ଦୁଃଖଦ ଘଟଣା | ଏକା ସଂଗେ ଚାଲିଯାଇଛି ଦୁଇ ଦୁଇଟି ଜୀବନ | ଆମ୍ବୁଲାନ୍ସରୁ ତେଲ ସରିଯିବା ନେଇ ବାଟରେ ଆଖି ବୁଜିଛନ୍ତି ପ୍ରସୂତି | ମୃତକ ହାଣିଦା...
ଜମୁଛି ଦାଣ୍ଡିଆ ଧୂନ୍
ରାୟଗଡା ସହରରେ ଦାଣ୍ଡିଆର କ୍ରେଜ୍ । ନବରାତ୍ର ପୂଜା ସହ ଦାଣ୍ଡିଆ ନାଇଟର ମଜା ନେଉଛନ୍ତି ଲୋକେ । ଗୋଟିଏ ପଟେ ମାଙ୍କ ଆଗମନକୁ ନେଇ ସମସ୍ତ ମଜି ଯାଇଥିବା ବେଳେ ଅନ୍ୟପଟେ ଦାଣ୍ଡିଆକୁ ନେଇ ବେଶ୍ ଝୁମୁଛି ନାଚ...
ବିଜେପି ଉପରେ ଦାମ ଖପ୍ପା
ବରିଷ୍ଠ ନେତା ଦାମ ରାଉତଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ | କେତେବେଳେ ନିଜ ଦଳ ବିରୋଧରେ ବିଷ ଓଗାଳନ୍ତି ତ, ଆଉ କେତେବେଳେ ବିରୋଧୀଙ୍କ ଉପରେ ବିଷ ଓଗାଳନ୍ତି | ଗତ କିଛି ଦିନ ତଳେ, ଦଳ ତାଙ୍କୁ...
ବିଜେପୁର ପାଇଁ ୩ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ତାଲିକା
ବିଜେପୁର ଉପନିର୍ବାଚନ ପାଇଁ ନିର୍ବାଚନ ବିଗୁଲ ବାଜି ସାରିଛି | ଏନେଇ ରଣକ୍ଷେତ୍ର ପ୍ରସ୍ତୁତ ହୋଇଯାଇଥିବା ବେଳେ. ଯୋଦ୍ଧାମାନେ ମଧ୍ୟ ମଇଦାନକୁ ଓଲ୍ଲାହିଁ ସାରିଛନ୍ତି | ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍, ୨୪ରେ ଭୋଟ ଗଣତି...
କୋଟିପତି ଦିଦି
ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ କୋଟି ପତି ସହକାରୀ ଶିକ୍ଷୟତ୍ରୀ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସର ଏକ ଟିମ ଭୁବନେଶ୍ୱର ସିଟି ସ୍କୁଲର ସହକାରୀ ଶିକ୍ଷୟତ୍ରୀଙ୍କ ଘରେ ଚଢାଉ କରିଛି ।
ସୂଚନା...
ଦେଶବ୍ୟାପୀ ପଦଯାତ୍ରା, ସଂକଳ୍ପ ଯାତ୍ରା
ଗାନ୍ଧୀ ଜୟନ୍ତି ଅବସରରେ ଦେଶବ୍ୟାପୀ ପଦଯାତ୍ରା ଓ ସଂକଳ୍ପ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦେଶ ବ୍ୟାପି ବିଜେପିର ସଙ୍କଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି...

















