ବିବୃତି ଦେଲେ ଅରୁଣ, ଯିଏ ବି ଦୋଷୀ ସିଏ ଦଣ୍ଡିତ ହେଉ
ପରୀ ମୃତ୍ୟୁକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ବିଧାନସଭାରେ ବିବୃତି ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ I ପରୀକୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦେଇଥିବା ଆଦେଶକୁ ସ୍ବାଗତ...
ବ୍ୟାଙ୍କ ଲୁଟ୍ ଘଟଣାରେ ଫିଟୁଛି ଗୁମର
କଟକ ବ୍ୟାଙ୍କ ଲୁଟ୍ ଘଟଣାରେ ଫିଟୁଛି ଗୁମର । ସନ୍ଦେହରେ ମହିଳା କର୍ମଚାରୀଙ୍କ ଭୂମିକା । କଟକ ନୟାସଡକ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କ ଲୁଟ ଘଟଣାରେ ଗୁମର ଫିଟିବାରେ ଲାଗିଛି । ଏହି ବଡ ଲୁଟରେ ୭ ଜଣ ନୁହେଁ...
ବିଭିନ୍ନ ଟ୍ରେଡ୍ ୟୁନିୟନର ୨୪ ଘଣ୍ଟିଆ ଧର୍ମଘଟ
ବିଭିନ୍ନ ଟ୍ରେଡ ୟୁନିୟନର ୨୪ ଘଣ୍ଟିଆ ହରତାଳ । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଦେଶବ୍ୟାପୀ ସକାଳ ୬ରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ହରତାଳ କରାଯାଉଛି । ଅତି କମରେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ...
ଡିସେମ୍ବର ଗାଇଡଲାଇନ୍
ଡିସେମ୍ବର ମାସ ପାଇଁ କରୋନାର ନୂଆ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିରେ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ ବାହାରେ ବିମାନ ଚଳାଚଳକୁ ଅନୁମତି ଦିଆଯାଇଛି । ସେହିଭଳି କଣ୍ଟେନମେଣ୍ଟ ଜୋନରେ କେବଳ...
କାହିଁକି ଆତ୍ମାହୁତି କରୁଥିଲେ ଦମ୍ପତ୍ତି
ମୋ ପାଂଚବର୍ଷର ଝିଅକୁ ମାରି ଫିଙ୍ଗିଦେଲେ, ଝିଅକୁ ମାରିବା ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ଅଛି, ସବୁଆଡେ ବୁଲି ବୁଲି ନିରାଶ ହେଲୁ, ନ୍ୟାୟ ପାଇଲୁନି । ଆମେ ଆଉ କାହିଁକି ବଞ୍ଚିବୁ । ଏହା ଥିଲା ବିଧାନସଭା...
୬ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ
କୁଳପତି ନିଯୁକ୍ତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍
୪ ବର୍ଷ ପାଇଁ କାର୍ଯ୍ୟ କରିବେ ନବନିଯୁକ୍ତ କୁଳପତି
ଉତ୍କଳ ବିଶ୍ୱବିଦ୍ୟାଳୟ – ସବିତା ଆଚାର୍ଯ୍ୟ
ଫକୀରମୋହନ ବିଶ୍ୱବିଦ୍ୟାଳୟ - ଦୀନବନ୍ଧୁ ସାହୁ
ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ – କିଶୋର ବାସା
ଗଙ୍ଗାଧର ବିଶ୍ୱବିଦ୍ୟାଳୟ – ଏନ....
ରାଧାରାଣୀଙ୍କ ଓଡିଆଣୀ ବେଶ ଦେଖିପାରିବେନି ଭକ୍ତ
ଆଜି ଅଁଳା ନବମୀ । ରାଧାରାଣୀଙ୍କ ଓଡିଆଣୀ ବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଗହଳି ଲାଗେ । ଆଜି ଭଳି ଦିନରେ ଧବଳେଶ୍ୱର ମନ୍ଦିରରେ ପ୍ରବଳ ଭିଡ ଜମିଥାଏ । କିନ୍ତୁ ଆଜି ଦିନରେ ଏହା ସମ୍ଭବ ହୋଇପାରୁନି ।...
ହାଜତ ମୃତ୍ୟୁ ମାମଲାରେ ବଦଳିଲେ ଏସପି
ହାଜତ ମୃତ୍ୟୁର ଅଶାନ୍ତି ଭିତରେ ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ଗତକାଲି ତାଙ୍କୁ କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କନୱର ବିଶାଲ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ସମ୍ବଲପୁର ଏସପି...
ଚର୍ଚ୍ଚାରେ ନୀଳଗିରିର ନରେନ୍ଦ୍ର
ଏ କୌଣସି ବେଡରୁମ୍ କିମ୍ବା ଘରର ଦୃଶ୍ୟ ନୁହେଁ । ଇଏ ଟଏଲେଟ୍ । କାହାର ବ୍ୟକ୍ତିଗତ ନୁହେଁ ବଂର ପବ୍ଲିକ୍ ଟଏଲେଟ । ରଙ୍ଗ ବେରଙ୍ଗର ଲାଇଟ୍ସ ,ଫ୍ୟାନ୍, ଟିଭି, ଆଉ ମ୍ୟୁଜିକ୍ ସିଷ୍ଟମ ରହିଛି ଏହି...
ଆଜିଠୁ ଶୀତ ଅଧିବେଶନ
କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ଧାର୍ଯ୍ୟ ହୋଇଛି । ଆଜି ଅତିରିକ୍ତ ବଜେଟ ଉପରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏଥିରେ ପ୍ରାୟ ୧୧...



















