ଆମେରିକାରେ ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହାରିସ
ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ । ପ୍ରଥମ ମହିଳା ଭାବେ ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ସେ ନିର୍ବାଚିତ ହୋଇଛନ୍ତି । ୫୬ ବର୍ଷୀୟ କାଲିଫର୍ନିଆ ସିନେଟର କମଲା ହାରିସ ତିନି ଜଣ...
ରେକର୍ଡ ସଂଖ୍ୟକ ଭୋଟରେ ଜିତିଲେ ଜୋ ବାଇଡେନ
ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ରେକର୍ଡ ସଂଖ୍ୟକ ଭୋଟ ପାଇ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମ୍ୟାଜିକ ନମ୍ବର ୨୭୦ ଇଲେକ୍ଟୋରାଲ ଭୋଟ ସହ ବାଇଡେନ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୧୪ ଇଲେକ୍ଟୋରାଲ...
ଭାରତ ପ୍ରତି କଣ ରହିବ ବିଡେନଙ୍କ ଆଭିମୁଖ୍ୟ
ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ ପାର୍ଟିର ଜୋ. ବିଡେନ ଖୁବଶୀଘ୍ର ଦାୟିତ୍ବ ଗ୍ରହଣ କରିବେ । ସବୁଠୁ ବଡପ୍ରଶ୍ନ, ଜୋ ବିଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ ଭାରତ ପ୍ରତି କଣ ରହିବ ତାଙ୍କର ଆଭିମୁଖ୍ୟ । ଟ୍ରମ୍ପଙ୍କ...
ଜଙ୍ଗଲରେ ରାତିକାଟନ୍ତି:ଭୟଙ୍କର ଜୀବଜନ୍ତୁ ଧରନ୍ତି
ମ୍ୟାନ ଭର୍ସେସ ୱାଇଲ୍ଡ । ଡିସକଭରି ଚ୍ୟାନେଲର ଏହି ପପୁଲାର କାର୍ଯ୍ୟକ୍ରମ ଆପଣମାନେ ତ ନିଶ୍ଚୟ ଦେଖିଥିବେ । ସର୍ଭାଇଭାଲ ଏକ୍ସପୋର୍ଟ ବିୟର ଗ୍ରିଲସଙ୍କ କାରନାମା ଦେଖିଲେ ଭୟଲାଗେ ।
ହେଲେ ଏବେ ଓଡିଶାର ଜଣେ ବିୟର ଗ୍ରୀଲସଙ୍କୁ ଭେଟନ୍ତୁ...
୧୭ ମୃତ, ୧୩୭୨ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଟକ, ମୟୂରଭଞ୍ଚ, ସମ୍ବଲପୁର, ବରଗଡରୁ ୨ ଲେଖାଏଁ ଆଖି ବୁଜିଛନ୍ତି । ସେହିପରି ପୁରୀ...
ବିଜୟ ମୁହାଁ ବାଇଡେନ୍
ଆଉ ମାତ୍ର କିଛି ସମୟର ଅପେକ୍ଷା । ଆମେରିକାରେ ଘୋଷଣା ହେବ ନୂଆ ରାଷ୍ଟ୍ରପତି । ବହୁମତ ଆଡକୁ ମୁହାଁଉଛନ୍ତି ଜୋ ବାଇଡେନ । ଡୋନାଲ୍ଡ ଟ୍ରମ୍ପଙ୍କ ହାତରୁ ଖସିବାରେ ଲାଗିଛି ବାଜି । ଆମେରିକାରେ ମୋଟ୍ ଆସନ ସଂଖ୍ୟା...
ଟ୍ରମ୍ପ 213, ବାଇଡେନ୍ 238, ହ୍ବାଇଟ୍ ହାଉସ ଦଖଲ ପାଇଁ ଦରକାର 270
କିଏ ଦଖଲ କରିବ ହ୍ବାଇଟ ହାଉସ୍ ? ଡୋନାଲ୍ଡ ଟ୍ରମ୍ପ ନା ଜୋ ବାଇଡେନ ? ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ୍ ଓ ରିପବ୍ଲିକ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କ ଭିତରେ ଚାଲିଛି କଡା ଟକ୍କର । ଏପର୍ଯ୍ୟନ୍ତ ଟ୍ରମ୍ପଙ୍କୁ 213...
ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ
ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଘରୁ ଉଠାଇନେଲା ପୋଲିସ । ୧୦ରୁ ଅଧିକ ପୋଲିସ ଅଫିସରକୁ ନେଇ ଟିମ୍ ଅର୍ଣ୍ଣବଙ୍କ ବାସଭବନକୁ ଆସିଥିଲେ । ଘରେ ଜୋର ଜବରଦସ୍ତ ପସିବା ସହିତ ତାଙ୍କୁ ଅର୍ଣ୍ଣବଙ୍କୁ ଉଠାଇନେଇଥିଲେ ।...
ଏମିତି କି ପ୍ରଶ୍ନ ପଚାରିଲେ ଅମିତାଭ ବଚ୍ଚନ, ଥାନାରେ କଂପ୍ଲେନ ଦେଲେ ବିଜେପି ଏମଏଲଏ
ହିନ୍ଦୁ ଭାବାବେଗକୁ ଆଘାତ ଦେଇଥିବାରୁ ବିଗ୍ ବି ଅମିତାଭ ବଚ୍ଚନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ମହାରାଷ୍ଟ୍ରର ବିଜେପି ବିଧାୟକ ଅଭିମନ୍ୟୁ ପାଓାର । ଲାଟୁର ଏସପି ନିଖିଲ ପିଙ୍ଗଲେଙ୍କ ନିକଟରେ କରିଥିବା ଅଭିଯୋଗରେ, ମେଗାଷ୍ଟାର...
ଶାନ୍ତି ଶୃଙ୍ଖଳା ଭିତରେ ଚାଲିଛି ମତଦାନ
ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳା ଭିତରେ ଚାଲିଛି ମତଦାନ । କୋଭିଡ କଟକଣା ଭିତରେ ସକାଳ ସାତଟାରୁ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରୁଛନ୍ତି । ସାମାଜିକ ଦୂରତା, ମାସ୍କ ସାଙ୍ଗକୁ...


















