28.8 C
Bhubaneswar
Wednesday, August 5, 2026
-Advertisement-

୨୫ ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ଓଡିଶା ଫେରିଲେ

ଘରେ ପହଁଞ୍ଚିଲେ ବିରଜୁ କୁଲୁ । ୨୫ ବର୍ଷ ପରେ ସେ ନିଜ ଘରକୁ ଫେରିଛନ୍ତି । ଦୀର୍ଘ ୨୫ ବର୍ଷ ପାକିସ୍ତାନ ଲାହୋର ଜେଲରେ ଜୀବନ କାଟି ନିଜ ଜନ୍ମମାଟିକୁ ଫେରିଛନ୍ତି ବିରଜୁ । କୁତ୍ରାରେ...

କଟକରେ ୪୬.୩୯ ପ୍ରତିଶତ ଆଣ୍ଟିବଡି

କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି । ଆରଏମଆରସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟ ପ୍ରକାଶ । ସେରୋ ସର୍ଭେ ନେଇ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ସୂଚନା । କଟକ ସହରରେ ମୋଟ ୨୨୭୪...

ପିପିଲି ପାଇଁ କିଏ?

ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଶେଷ ହୋଇଛି । ଦୁଇଟି ସ୍ଥାନରୁ ବିଜେଡି ବାଜି ମାରିଛି । ଏବେ ସମସ୍ତଙ୍କ ନଜର ରହିଛି ପିପିଲି ଉପନିର୍ବାଚନ ଉପରେ । ତେବେ ପିପିଲି ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ...

ମାଟିତଳୁ ମିଳିଲା ବିସ୍ଫୋରକ

ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଅଣ୍ଡରାପାଲି ନିକଟରୁ ଏହି ସବୁ ଜବତ ହୋଇଛି । ପୋଲିସକୁ ଟାର୍ଗେଟ ପାଇଁ ମାଓବାଦୀମାନେ ବିସ୍ଫୋରକ ସାମଗ୍ରୀ ରଖିଥିବା ସୂଚନା ମିଳିଛି । ୧୪ଟି ଗ୍ରେନେଡ୍‌, ୨ଟି...
video

ଖଟିଖିଆଙ୍କ ଟଙ୍କାକୁ ଲୁଟୁଛନ୍ତି ପାଠ ପଢୁଆ ବାବୁ

ଏମାନଙ୍କ କଥା କେବେ ଭାବିଛନ୍ତି । ଏମାନେ ଆମ ପରି । ଏମାନଙ୍କର ବି ଘର ଅଛି, ପରିବାର ଅଛି । ଆମ ଚତୁଃପାର୍ଶ୍ବ ସଫେଇ କରିବାର ଭାର ଏମାନଙ୍କ କାନ୍ଧରେ । ସଫେଇ ବଦଳରେ ବାଲିମେଳା ଏନଏସି...

ବିହାରରେ ପୁଣି ଏନଡିଏ ସରକାର

ବିହାରରେ ପୁଣି ଏନଡିଏ ସରକାର । ମୁଖ୍ୟମନ୍ତ୍ରୀ ହେବେ ଜେଡିୟୁ ସୁପ୍ରିମୋ ନୀତିଶ କୁମାର । କ୍ଷମତାରୁ ଅଳ୍ପ ଦୂରରେ ଅଟକିଗଲା ମହାଗଠବନ୍ଧନ । କରୋନା କାଳରେ ବିହାରବାସୀ ନିଜର ସରକାର ବାଛିଛନ୍ତି । ଲଗାତାର ଚତୁର୍ଥ ଥର ପାଇଁ...

ସରିଲା ଭୋଟ ଗଣତି: ବିଜେଡିର ବାଜିମାତ୍

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ । ୨୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୯, ୫୧୧ ଭୋଟରେ ଆଗରେ ରହିଛି । ବାଲେଶ୍ୱରରେ ମଧ୍ୟ ବିଜେଡି ଆଗରେ ରହିଛି । ବିଜେଡି ପ୍ରାର୍ଥୀ ସ୍ୱରୁପ ଦାସଙ୍କୁ ମିଳିଛି ୮୨,୮୧୦ ।...

ବିହାରରେ କଡା ଟକ୍କର, ଏନଡିଏ ଆଗୁଆ

ବିହାର ନିର୍ବାଚନକୁ ନେଇ ଲାଗି ରହିଥିବା ହଟଚମଟ ଆଜି ଗଣତି ଦିନରେ ବି ଦେଖିବାକୁ ମିଳିଛି । ବିଜେପି ନେତୃତ୍ବାଧୀନ ଏନଡିଏ ମଧ୍ୟାହ୍ନ ଦୁଇଟା ସୁଦ୍ଧା 134ଟି ଆସନରେ ଆଗୁଆ ରହିଥିବା ବେଳେ ଆରଜେଡି ଓ କଂଗ୍ରେସକୁ ନେଇ ଗଠିତ...

ତିର୍ତ୍ତୋଲ , ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦୫୮ଭୋଟରେ ଆଗୁଆ ରହିଛି । ସେହିପରି ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ ରହିଛି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୪୪୫ ଭୋଟରେ ଆଗୁଆ...

କାଲି ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ

କାଲି ବାଲେଶ୍ୱର ଉପନିର୍ବାଚନ ଭୋଟ ଗଣତି ହେବ । ଏଥିଲାଗି ପ୍ରଶାସନ ପକ୍ଷରୁ ଗଣତି କେନ୍ଦ୍ର ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ୩୪୬ଟି ବୁଥ୍ ପାଇଁ ୧୪ଟି...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...