ପୋଲିସ ଗୁଳିରେ ଟଳିଲେ ୮ ନକ୍ସଲ,୨ଯବାନ ଶହୀଦ
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ସକଲାର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ । ରବିବାର ରାତିରୁ ଏହି ଗୁଳି ବିନିମୟ ଜାରି ରହିଛି। ଏହି ଗୁଳି ବିନିମୟରେ ବର୍ତ୍ତମାନ ସୁଦ୍ଧା ୮...
ହକି ପାଇଁ ଛୁଟି ଘୋଷଣା
ଭୁବନେଶ୍ୱର ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ୱକପ୍ ହକି ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି । ନଭେମ୍ବର ୨୭ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ । ସେହିପରି ସାରା ରାଜ୍ୟରେ...
ଗଡିଲା ‘ମୋ ସାଇକେଲ’: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସ୍ମାର୍ଟ ସିଟି ଭୁବନେଶ୍ୱରରେ ଗଡିଲା ମୋ ସାଇକେଲ । ବହୁ ପ୍ରତିକ୍ଷିତ ସ୍ମାର୍ଟ ସାଇକେଲ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏୟାରପୋର୍ଟ ଛକ ପାଖରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ।...
କମେଣ୍ଟ ମରାକୁ ନେଇ ଘରୋଇ ବିଶ୍ୱବିଦ୍ୟାଳୟରେ ଗୋଷ୍ଠୀ ସଂଘର୍ଷ
ଭୁବନେଶ୍ୱରର ପଟିଆରେ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଜଣେ ଛାତ୍ରୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିଲା ଖଣ୍ଡଯୁଦ୍ଧ । ବିଶ୍ୱବିଦ୍ୟାଳୟର ଆଇନ ଛାତ୍ରୀଙ୍କୁ ଇଂଜିନିୟରି ବିଭାଗର ଜଣେ ଛାତ୍ର...
୫୦ ତମ ଏପିସୋଡରେ ମୋଦୀଙ୍କ ମନ୍ କି ବାତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୫୦ ତମ ଏପିସୋଡ୍ ଶେଷ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦୀ ବିଶେଷତଃ ରେଡିଓ ଉପରେ ହିଁ ଅଧିକ ଆଲୋକପାତ କରିଛନ୍ତି । ରେଡିଓ ଯୋଗାଯୋଗର ଶ୍ରେଷ୍ଠ...
24×7 ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ଲୋକାର୍ପିତ: ସାମ୍ବାଦିକତାରେ ରାଜନୈତିକ ହସ୍ତକ୍ଷେପ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ
ଭାରତୀୟ ଗଣତନ୍ତ୍ରକୁ ବଳିଷ୍ଟ କରିବା ଦିଗରେ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତାର ଆବଶ୍ୟକ ରହିଛି. ରାଜନୀତିକ ଦଳମାନେ କ୍ଷମତା ହାସଲ ପାଇଁ ଗଣମାଧ୍ୟମକୁ ବ୍ୟବହାର କରୁଥିବା ଏବଂ ଗଣମାଧ୍ୟମ ସଂସ୍ଥାଗୁଡିକ ଅର୍ଥ ପାଇଁ ରାଜନୈତିକ ଦଳ ଦ୍ବାରା ବ୍ୟବହୃତ ହେବା...
4 ଦିନ ପରେ ସ୍ୱାଭାବିକ ହେଲା ଗୃହ
୪ ଦିନ ପ୍ରଶ୍ନକାଳ ବାତିଲ ହେବା ପରେ ପଞ୍ଚମ ଦିନରେ ସ୍ୱାଭାବିକ ହୋଇଛି ଚଳିତ ଶୀତ ଅଧିବେଶନ. ଶନିବାର ହୋଇଥିବା ପ୍ରଶ୍ନକାଳରେ କାଳରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି. ରାଜ୍ୟରେ ମୋଟ ୩୫୭ଟି ପର୍ଯ୍ୟଟନସ୍ଥଳୀ ଚିହ୍ନଟ...
ଦାମ ଗଢିଲେ ବିଜୁ ସମତା କ୍ରାନ୍ତି
ବିଜେଡ଼ିରୁ ବହିଷ୍କୃତ ହେବା ପରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ନୂଆ ଆଞ୍ଚଳିକ ଦଳ ଗଢ଼ିବା ନେଇ ହେଉଥିବା ଆଲୋଚନାର ଅନ୍ତ ଘଟିଛି । ଆଜି ମଧ୍ୟାହ୍ନରେ ରାଜଧାନୀର ଏକ ତାରକା ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ...
27ରେ ପଦ୍ମ ଧରିବେ ଅପରାଜିତା
ଚାକିରୀରୁ ସ୍ୱେଚ୍ଛାକୃତଭାବେ ଅବସର ନେଇଥିବା ଆଇଏଏସ ଅଫିସର ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଶେଷରେ ବିଜେପିର ମଙ୍ଗ ଧରିବେ ବୋଲି ସ୍ପଷ୍ଟ ହୋଇଛି. ନଭେମ୍ବର 27 ତାରିଖରେ ସେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହେବେ. ବିଜେପି...
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ମାସର ଶେଷ ଦିନ । ବଡି ଭୋରରୁ ଶ୍ରଦ୍ଧାଳୁମାନେ ବିଭିନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କରିଛନ୍ତି । ବିଶେଷକରି ବିନ୍ଦୁ ସାଗରରେ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ...









