25.1 C
Bhubaneswar
Saturday, October 31, 2026
-Advertisement-

ଅପହରଣ ହୋଇଥିବା ଦୁଇ ଛାତ୍ରୀ ଉଦ୍ଧାର

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଦୁଇ ଜଣ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଲିଫ୍ଟ ଦେବା ବାହାନାରେ ଦୁଇ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ପଟ୍ଟାମୁ ଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲା । ଦୁଇ ଛାତ୍ରୀଙ୍କ ମଧ୍ୟରେ ଜଣେ...

ଗଡିବ ସେବା ଏକ୍ସପ୍ରେସ

ଆଜିଠୁ ଗଡିବ ଭୁବନେଶ୍ୱର ଓ ନୟାଗଡ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ୍ । ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ସମୟ ସାରେଣୀରେ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ ଭୁବନେଶ୍ୱରରୁୂ ପ୍ରତିଦିନ ସଂନ୍ଧ୍ୟା ୬ଟା ୪୦ ମିନିଟରେ...

ମନ ମୋହୁଛି ଗଜଲକ୍ଷ୍ମୀ ପୂଜା

ଧରାବତରଣ କରିଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ । ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହୋଇଛି କେନ୍ଦ୍ରାପଡା ସହର । ଯେଉଁଆଡେ ଚାହିଁଲେ ସୁନ୍ଦର ଆଲୋକମାଳାରେ ଝଲସୁଛି ପୁରା ସହର । ସଂନ୍ଧ୍ୟା ହୋଇଗଲେ ଚିକିମିକ ଆଲୋକରେ ଆଖି ଖୋସି ହୋଇଯାଉଛି...

ଆଜି କୁମାର ପୂର୍ଣ୍ଣିମା ଓ ମା’ ଗଜଲକ୍ଷ୍ମୀ ପୂଜା

ଆଜି ମହାପର୍ବର ମହାମିଳନ | କୁମାର ପୁର୍ଣ୍ଣିମା ସହ ଧରାବତରଣ କରିଛନ୍ତି ମା’ ଗଜଲକ୍ଷ୍ମୀ | ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ପଡେ ଏହି ପର୍ବ | ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଜହ୍ନି ଓଷା...
video

ବିଜେପୁର ବ୍ୟାଟେଲ

ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ । ବିଜେଡି ସ୍ୱତନ୍ତ୍ର ରଣନୀତି ସହିତ ପ୍ରଚାରକୁ ସରଗରମ କରୁଛି । ଦଳୀୟ ନେତା ଓ କର୍ମୀଙ୍କ ସହ ଡୋର ଟୁ ଡୋର କ୍ୟାମ୍ପେନିଂ ଚଳାଇଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ ।...

ଆହାର ଖାଇଲେ ପାଣ୍ଡିଆନ୍

ଆହାର ଖାଇଲେ ୫ଟି ସଚିବ । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ତେବେ ସବୁଠାରୁ ବଡ଼ କଥା ହେଲା ଜଣେ ସାଧାରଣ ଲୋକ...

ବିରାଟଙ୍କ ଦ୍ୱିଶତକ

ପୁଣେ ଟେଷ୍ଟରେ ଦ୍ୱିଶତକ ଅର୍ଜନ କଲେ ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ । ଟେଷ୍ଟ କ୍ୟାରିଅରରେ ସପ୍ତମ ଦ୍ୱିଶତକ ଲଗାଇ ରେକର୍ଡ କଲେ । ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ୟାରିଅରରେ ସର୍ବାଧିକ...
video

ବିଗ୍ ବି @୭୭

ବଲିଉଡର ସେହେନସା ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଜି ୭୭ ତମ ଜନ୍ମଦିନ । ସେ ୭୮ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୪୨ ମସିହା ଆଜିର ଦିନରେ ଆଲ୍ଲାବାଦରେ ଜନ୍ମ ଗ୍ରହଣ କରିଥିଲେ ଅମିତାଭ ବଚ୍ଚନ ।...

ଭୁବନେଶ୍ୱରରୁ ସିଧା ସୁରଟ

ଏଣିକି ଗୁଜୁରାଟର ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆ ଯାତାୟତ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ସେମାନେ ଭୁବନେଶ୍ୱରରୁ ବାହାରି ଅହମ୍ମଦାବାଦ ବିମାନ ବନ୍ଦର ନୁହେଁ ବରଂ ସିଧାସଳଖ ସୁରଟରେ ଓହ୍ଲାଇବେ । ଏହି ସୁବିଧା ନୂଆବର୍ଷଠାରୁ...
video

ଇଏ କି ଆର୍ଶୀବାଦ

ପୂଜା ପରେ ନନାଙ୍କଠୁ ଆର୍ଶୀବାଦ ନ ନେଲେ କାର୍ଯ୍ୟ ସିଦ୍ଧି ହେବନି । ଆଉ ପୂଜାର୍ଚ୍ଚନା ପରେ ନନାଙ୍କୁ ଦକ୍ଷିଣା ଦେଇ ଆଶୀର୍ବାଦ ନେବାର ପରଂପରା ରହିଛି । ମାତ୍ର ନନାଙ୍କ ବିଚିତ୍ର ଆଶୀର୍ବାଦ ଦେଖିଲେ ଆପଣ ତାଜୁବ୍ ହୋଇଯିବେ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...