27.8 C
Bhubaneswar
Tuesday, July 28, 2026
-Advertisement-

ପ୍ରକାଶ ପାଇଲା CBSE ଦଶମ ପରୀକ୍ଷାଫଳ

ଆଜି ପ୍ରକାଶ ପାଇଲା CBSE ଦଶମ ପରୀକ୍ଷାଫଳ। CBSE ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି ଏବେ ଛାତ୍ରଛାତ୍ରୀ ନିଜର ଫଳାଫଳ ଚେକ୍‌ କରି ପାରିବେ।ଡିଜିଲକର ଓ ଉମଙ୍ଗ ଆପ୍‌ରେ ମଧ୍ୟ ରେଜଲ୍ଟ ଦେଖିପାରିବେ। cbse.gov.in ଏବଂ results.cbse.nic.inରେ ରେଜଲ୍ଟ...

ଇରାନ ଏବଂ ଆମେରିକା ଯୁଦ୍ଧ କେବେ ଶେଷ ହେବ କହିଲେ ଟ୍ରମ୍ପ

ଇରାନ ସହିତ ଯୁଦ୍ଧ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଯୁଦ୍ଧ ଶେଷ ହେବାକୁ ଯାଉଛି। ଆମେରିକା ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାର ସମୟରେ ଏହି...

ବିହାରରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

ନୀତିଶ କୁମାରଙ୍କ ଇସ୍ତଫା ପରେ ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଆଜି ସମ୍ରାଟ ଚୌଧୁରୀ ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ବିହାର ରାଜନୀତିରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ। ଶପଥ ଗ୍ରହଣ ସମାରୋହରେ ଦୁଇଜଣ...

କଟକ ଷ୍ଟେସନ୍‌ରୁ ଉଦ୍ଧାର ହେଲେ ୫୯ ନାବାଳକ

କଟକ ରେଳ ଷ୍ଟେସନ୍‌ରୁ ପାଖାପାଖି ୬୦ ନାବାଳକ ଉଦ୍ଧାର ହୋଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଆରପିଏଫ୍ ସମସ୍ତଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୧ଟାରେ ହାଓଡ଼ା ପୁରୀ ଧଉଳି ଏକ୍ସପ୍ରେସ୍ କଟକ ଷ୍ଟେସନରେ...

ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ପ୍ରକ୍ରିୟାକୁ ସ୍ଥଗିତ କଲେ ସରକାର

ଓଡିଶା ପଞ୍ଚାୟତ ରାଜନୀତିରେ ଦେଖିବାକୁ ମିଳିଛି ନୂଆ ଟ୍ୱିଷ୍ଟ। ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ପ୍ରକ୍ରିୟାକୁ ସରକାର ହଠାତ୍ ସ୍ଥଗିତ କରିଛନ୍ତି। ଏପ୍ରିଲ୍‌ ମାସରେ ହେବାକୁ ଥିବା ସଂରକ୍ଷଣ କାର୍ଯ୍ୟ ଏବେ ଅନିଶ୍ଚିତତାରେ ପଡ଼ିଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ନୀତିଶ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ନୀତିଶ କୁମାର ପ୍ରାୟ ୨୦ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ସମୟ ମଧ୍ୟରେ...

ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା

ଲୋକସଭା ଆସନର ସଂପ୍ରସାରଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଆଗତ କରିଛନ୍ତି । ଲୋକସଭା ଆସନ ପାଇଁ ୫୪୩ ଆସନରୁ ୮୫୦ ଆସନକୁ ବୃଦ୍ଧି ପାଇବ । ଏଥିମଧ୍ୟରୁ ୮୧୫ ଆସନ ରାଜ୍ୟ ଏବଂ ୩୫ଟି କେନ୍ଦ୍ରଶାସିତ ଅଞ୍ଚଳରୁ...

ଝାଡ଼ାବାନ୍ତିରେ ଅସୁସ୍ଥ ଛାତ୍ରୀଙ୍କ ମୃତ୍ୟୁ; ନିଳମ୍ବିତ ହେଲେ ପ୍ରଧାନ ଶିକ୍ଷକ

ମୟୁରଭଞ୍ଜ କାକାବନ୍ଧ ଆଶ୍ରମରେ ଝାଡ଼ାବାନ୍ତି ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହେବା ପରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ଏଥିସହ ମୃତ ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ...

ଭାରତୀୟ ଜାହାଜ ଗୁଡ଼ିକଠାରୁ ଟୋଲ୍ ଆଦାୟ କରିବନି ଇରାନ

ଭାରତ ପାଇଁ ଆସିଛି ଖୁସି ଖବର । ତେହେରାନ୍ ଏହା ସ୍ପଷ୍ଟ କରିଛି ଯେ, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଭାରତୀୟ ଜାହାଜଗୁଡ଼ିକଠାରୁ କୌଣସି ଟୋଲ୍ ଆଦାୟ କରାଯାଉନାହିଁ। ଏହା ବ୍ୟତୀତ ଏହା ମଧ୍ୟ କହିଛି ଯେ ଭବିଷ୍ୟତରେ ଭାରତୀୟ...

ଆମେରିକା ଓ ଇରାନ ମଧ୍ୟରେ ପୁଣି ହେବ ଶାନ୍ତି ଆଲୋଚନା

ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବପରେ ଏବେ ଅନୁମାନ କରାଯାଉଛି ଯେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶୀଘ୍ର ଆରମ୍ଭ ହୋଇପାରେ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ,ଆଉଥରେ ଆଲୋଚନା ପାଇଁ ଇରାନ ଆଗ୍ରହୀ ଅଛି...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com