ନିର୍ବାଚନ ଆସିଲେ ମହାନଦୀ ମନେପଡେ
ମହାନଦୀକୁ ନେଇ ବହୁ ବାଦ ବିବାଦ ଓ ରାଜନୈତିକ ଉଚ୍ଚାଟ ପରେ ଫାଇଲ ଅଟିକିଛି ଟ୍ରିବ୍ୟୁନାଲରେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ମହାନଦୀକୁ ନେଇ ରାଜନୈତିକ ତୁମ୍ବିତୋଫାନ ହେବା ପରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ଟ୍ରିବ୍ୟୁନାଲ...
ଆଉ ଦୁଇଦିନ ସ୍କୁଲ ଛୁଟି
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ରାଜ୍ୟ ସରକାର ଆଉ ଦୁଇଦିନ ସବୁ ଅଙ୍ଗନବାଡି ଓ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି I ଆସନ୍ତା 19 ଓ 20 ତାରିଖ ଦୁଇଦିନ ସ୍କୁଲ ବନ୍ଦ ରହିବ I ପୂର୍ବରୁ ସରକାର ସ୍କୁଲକୁ...
ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ
ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ ହୋଇଛି । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ ହେବ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଲାଗୁ ହେଲା ଏସମା । ନର୍ସ, ଫାର୍ମାସିଷ୍ଟ, ପାରାମେଡିକାଲ, ଟେକ୍ନିସିୟାନଙ୍କ...
ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ମେ ଦ୍ୱିତୀୟାର୍ଦ୍ଧରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା । ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶ ନେଇ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି ।
ଅତିକ ଅହମଦ ହତ୍ୟାକାଣ୍ଡ ପରେ ୟୁପିରେ 144, ଇଣ୍ଟରନେଟ ବନ୍ଦ
ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ତା ଭାଇକୁ ସମସ୍ତଙ୍କ ସାମନାରେ ଗୁଳି କରି ହତ୍ୟା କରାଯିବା ପରେ ସାରା ଉତ୍ତର ପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି I ଯୋଗୀ ସରକାର ଘଟଣାର ନ୍ୟାୟିକ ତଦନ୍ତ ଆଦେଶ ଦେଇଥିବା ବେଳେ ସାରା...
ଭୁବନେଶ୍ବର, ଝାରସୁଗୁଡା ରାଜ୍ୟର ତତଲା ସହର
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ଓଡିଶା । ଭୁବନେଶ୍ବର ଓ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ଉଭୟ ସହର ରାଜ୍ୟର ତତଲା ସହର ଭାବେ ଆଜି ବି ରେକର୍ଡ କରିଛନ୍ତି ।
ସମ୍ବଲପୁରରେ ଦିନ ଦୁଇଟା...
୧୩ଟି ଆଞ୍ଚଳିକ ଭାଷା ସହ ଓଡିଆରେ କନେଷ୍ଟବଳ ପରୀକ୍ଷା
ସିଏପିଏଫ କନେଷ୍ଟବଳ ପାଇଁ ଓଡିଆ ଭାଷାରେ ପରୀକ୍ଷା ହେବ । ପରୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଗ୍ୟପ୍ତି ପ୍ରକାଶ ପାଇଛି । ବିଗ୍ୟପ୍ତି ଅନୁଯାୟୀ, ୧୩ଟି ଭାଷାରେ ପ୍ରାର୍ଥୀମାନେ ପରୀକ୍ଷା ଦେଇପାରିବେ । ଓଡିଆ...
ସହରରେ କର୍ଫ୍ୟୁ, ଇଣ୍ଟରନେଟ୍ ବନ୍ଦ
ସମ୍ବଲପୁରରେ କର୍ଫ୍ୟୁ । ଗତକାଲି ମଧ୍ୟରାତ୍ରୀ ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି ରହିବ ଏହି କର୍ଫ୍ୟୁ । ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ ଏହି କର୍ଫ୍ୟୁ ଜାରି କରାଯାଇଛି । ଏନେଇ ସମ୍ବଲପୁର ଉପଜିଲ୍ଲାପାଳ ଜାରି କରିଛନ୍ତି...
ପୋଲିସ ଛାଉଣୀରେ ହନୁମାନ ଶୋଭାଯାତ୍ରା
ହନୁମାନ ଶୋଭାଯାତ୍ରା ପାଇଁ ସମ୍ବଲପୁରରେ ପୋଲିସ ଛାଉଣୀ I ସହରର ଗଳିକନ୍ଦିରେ ପୋଲିସ I ଗତକାଲି ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିବା ବେଳେ ମୋଟ 42 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି I ସୁରକ୍ଷା ଦୃଷ୍ଟିରୁ 32 ଜଣଙ୍କୁ...
ରାଜଧାନୀ ପ୍ରତିଷ୍ଠା ଦିବସ ଓ ନିମନ୍ତ୍ରଣ ରାଜନୀତି
ଆଜି ଏପ୍ରିଲ 13, ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ପକ୍ଷରୁ ପ୍ରତିବର୍ଷ ଏହି ଦିନକୁ ଲୋୟର ପିଏମଜି ଛକରେ ପାଳନ କରାଯାଇଥାଏ । ପ୍ରଥମରୁ ଏହାକୁ କମିଟି ପାଳନ କରିଆସୁଥିଲା ବେଳେ...