ଏସିଆନ ୟୁଥ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ପ୍ରୀତିସ୍ମିତା ଭୋଇ
ଓଡ଼ିଶା ଢେଙ୍କାନାଳର ପ୍ରୀତିସ୍ମିତା ଭୋଇ ପୁଣି ଥରେ ଦେଶକୁ ଗୌରବାନ୍ବିତ କରିଛନ୍ତି। ଢେଙ୍କାନାଳର ଏହି ପ୍ରତିଭାଶାଳୀ ଖେଳାଳି ବାହାରିନରେ ଆୟୋଜିତ 3rd ଏସିଆନ୍ ୟୁଥ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତି ନୂତନ ଏସିଆନ୍ ଓ ବିଶ୍ବ ରେକର୍ଡ...
ସମାପ୍ତ ହେଲା ଅଯୋଧ୍ୟା ରାମମନ୍ଦିର ନିର୍ମାଣ କାର୍ଯ୍ୟ
ରାମଭକ୍ତମାନଙ୍କ ପାଇଁ ଖୁସିର ଖବର , ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ହୋଇଛି। ୨୨ ଜାନୁଆରୀ ୨୦୨୪ରେ ଉଦଘାଟନ ପରେ ଦେଢ଼ବର୍ଷ ଧରି ଚାଲିଥିବା ନିର୍ମାଣ କାର୍ଯ୍ୟ ଆଜି ସମାପ୍ତ...
ବାତ୍ୟା ପାଇଁ ବାତିଲ ହେଲା ୪୩ଟି ଟ୍ରେନ୍
ବାତ୍ୟା ମୋନ୍ଥା ପ୍ରଭାବରେ ରେଳ ଯାତାୟାତ ଅସ୍ଥିର ହୋଇପଡ଼ିଛି। ପୂର୍ବତଟ ରଳପଥ ପକ୍ଷରୁ ୪୩ଟି ଟ୍ରେନ୍ ବାତିଲ ହୋଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିବ। ବିଶେଷକରି କିରଣ୍ଡୁଲ–ବିଶାଖାପାଟନମ୍ ରୁଟରେ ଭୁସ୍ଖଳନ ଆଶଙ୍କା...
୧୨ ରାଜ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ SIRର ଦ୍ବିତୀୟ ପର୍ଯ୍ୟାୟ
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଶବ୍ୟାପୀ ଏସଆଇଆର୍ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଭୋଟର ତାଲିକାର ଏସଆଇଆର ଦ୍ବିତୀୟ ପର୍ଯ୍ୟାୟ ୧୨ଟି ରାଜ୍ୟରେ ଆରମ୍ଭ ହେବ ଏବଂ ଏହି...
ଆଇସିୟୁରେ ଭର୍ତ୍ତି ହେଲେ ଶ୍ରେୟସ
ଗୁରୁତର ଭାବରେ ଆହତ ହୋଇ ଆଇସିୟୁରେ ଭର୍ତ୍ତି ହେଲେ ଭାରତୀୟ କ୍ରିକେଟର ଶ୍ରେୟସ। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ରେ କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଆଘାତ ଲାଗିଥିଲା । ଏହି...
ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର କଲେ ବିଜ୍ଞପ୍ତି ପ୍ରକାଶ
ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ଆରମ୍ଭ ପାଇଁ ରାଜ୍ୟ ସରକାର ସୋମବାର ଅଧିକୃତ ଭାବରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହା ଉପରେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ଶେଷ...
ଆଜିଠୁ ଭାରତରୁ ଚୀନକୁ ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍
ଆଜିଠାରୁ ଭାରତ ଏବଂ ଚୀନ୍ ମଧ୍ଯରେ ସିଧା ବିମାନ ସେବା ଆରମ୍ଭ ହେବ। କୋଲକାତାରୁ ଗୁଆଙ୍ଗଝୋଉକୁ ଉଡ଼ାଣ ଆରମ୍ଭ କରିବାକୁ ଇଣ୍ଡିଗୋ ବିମାନ ପ୍ରସ୍ତୁତ। ନଭେମ୍ବର ୧୦ ଠାରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ଉଡ଼ାଣ ପୁଣି ଆରମ୍ଭହେବ। ନଭେମ୍ବର...
ତାଲିବାନ ନେତାଙ୍କ ନିର୍ଦ୍ଦେଶ: ପାକିସ୍ତାନକୁ ପାଣି ବନ୍ଦ କର
ଏବେ ପାକିସ୍ତାନକୁ ପାଣି ପାଇଁ କନ୍ଦାଇବ ଆଫଗାନିସ୍ତାନ । ଆଫଗାନ ସୂଚନା ମନ୍ତ୍ରଣାଳୟର ଏକ୍ସରେ ପୋଷ୍ଟ କରି କହିଛି ,ପାକିସ୍ତାନକୁ ପ୍ରବାହିତ ପାଣିକୁ ରୋକିବା ପାଇଁ ଡ୍ୟାମ୍ ନିର୍ମାଣ କରାଯିବ । ସୂଚନା ମନ୍ତ୍ରଣାଳୟ କହିଛି ଯେ...
ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିୟୁ,୧୧ ନେତାଙ୍କୁ କଲା ବହିଷ୍କାର
ବିହାର ନିର୍ବାଚନ ପୂର୍ବରୁ ଜେଡିୟୁରୁ ଆସିଛି ଏକ ବଡ଼ ଖବର। ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ହେବାର ଅଭିଯୋଗରେ ଜେଡିୟୁ ୧୧ ନେତାଙ୍କୁ ବହିଷ୍କାର କରିଛି, ଯାହାମଧ୍ଯରେ ୪ ପୂର୍ବତନ ବିଧାୟକ ମଧ୍ୟ ଅଛନ୍ତି ।ଜେଡିୟୁ...
ପାକିସ୍ତାନରେ ଦାରିଦ୍ର୍ୟର ନୁଆ ରେକର୍ଡ
ପାକିସ୍ତାନ ସରକାରଙ୍କ ତଥ୍ୟ ଅନୁଯାୟୀ ଜୁନ୍ ୨୦୨୫ ସୁଦ୍ଧା ପାକିସ୍ତାନର ମୋଟ ସାର୍ବଜନୀନ ଋଣ ୨୮୬.୮୩୨ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୧୩ ପ୍ରତିଶତ ବୃଦ୍ଧି ପାଇଛି। ପାକିସ୍ତାନ...


















