ଲେବାନନରେ ଭୟଙ୍କର ଆକ୍ରମଣ;୨୫୪ ଜଣଙ୍କ ମୃତ୍ୟୁ
ଲେବାନନରେ ବୁଧବାର ରାତିରେ ଇସ୍ରାଏଲ ଏକ ବଡ଼ ବିମାନ ଆକ୍ରମଣ କରିଛି। ରିପୋର୍ଟ ଅନୁଯାୟୀ ଇସ୍ରାଏଲ ୧୦ ମିନିଟ ମଧ୍ୟରେ ୧୦୦ରୁ ଅଧିକ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୨୫୪ ରୁ ଅଧିକ...
ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଇରାନ ହରମୁଜ୍ ପ୍ରଣାଳୀ ଖୋଲି ନଥାଏ ଏବଂ ପରମାଣୁ ଅସ୍ତ୍ର ରଖି ନ ରହିବାର ପ୍ରତିଶ୍ରୁତି ଦିଏ, ତେବେ ଗୁଳିଚାଳନା...
ଯୁଦ୍ଧବିରତି ପରେ ମଧ୍ୟ ସୁରକ୍ଷା ନେଇ ବଢିଛି ଚିନ୍ତା
ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଉପସାଗରୀୟ ଦେଶଗୁଡ଼ିକର ଚିନ୍ତା ହ୍ରାସ ପାଇବା ପରି ମନେ ହେଉଛି। ଏହି ଦେଶର ନେତାମାନେ ଏବେ ଏକ ନୂତନ ସୁରକ୍ଷା ଚ୍ୟାଲେଞ୍ଜର ସମ୍ମୁଖୀନ...
ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ
ଭୁବନେଶ୍ୱରରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଏୟାରଫିଲ୍ଡ ଥାନା ଅଧୀନ ସ୍ୱସ୍ତି ନଗର ଅଞ୍ଚଳରେ ସ୍ୱାମୀ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ବିଭତ୍ସ ହତ୍ୟା କରିଛି ।ଅଭିଯୁକ୍ତ ସ୍ୱାମୀ ହେଲେ ଦେବରାଜ...
ଇସ୍ତଫା ଦେଲେ ବିଜେଡ଼ି ନେତା ସସ୍ମିତ ପାତ୍ର
ରାଜ୍ୟସଭା ସାଂସଦ ଡାକ୍ତର ସସ୍ମିତ ପାତ୍ର ବିଜେଡ଼ି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଏ...
ପାକିସ୍ତାନର ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଇରାନ
ଇରାନ-ଇସ୍ରାଏଲ ଓ ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବା ପାଇଁ ଉଦ୍ୟମ ଜାରି ରଖିଛି ପାକିସ୍ତାନ। ହେଲେ ପାକିସ୍ତାନ ଦ୍ଵାରା ଜାରି କରାଯାଇଥିବା ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଇରାନ। ବୈଦେଶିକ ମନ୍ତ୍ରଣାଳୟର...
ବଲ୍ ଭାବି ଖେଳୁଥିବା ବେଳେ ଫୁଟିଲା ବୋମା; ୨ ନାବାଳକ ଗୁରୁତର ଆହତ
ଗଞ୍ଜାମ ଜିଲ୍ଲାର ଖୋଜାପଲ୍ଲୀ ଗାଁରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ନାବାଳକ ବଲ୍ ଭାବି ଖେଳୁଥିବା ବେଳେ ହାତରେ ହଠାତ୍ ବୋମା ଫୁଟିଯାଇଛି । ଏହି ଦୁର୍ଘଟଣାରେ ଦୁଇଜଣ ନାବାଳକ...
ଭୁବନେଶ୍ବର ଆଜାଦନଗର ବୋମା ବିସ୍ଫୋରଣ ଘଟଣା; ତଦନ୍ତ କରିବ NIA
ଆଜାଦନଗର ବିସ୍ଫୋରଣ ଘଟଣାର ତଦନ୍ତ କରିବ ଏନ୍ଆଇଏ । ବୋମା ତିଆରିରେ ଶକ୍ତିଶାଳୀ ବିସ୍ଫୋରକ ଆରଡିଏକ୍ସ ବ୍ୟବହାର ହୋଇଥିବାରୁ ଏନ୍ଆଇଏ ହାତକୁ ତଦନ୍ତଭାର ଦିଆଯାଇଛି । ଆରଡିଏକ୍ସ କାହିଁକି ବ୍ୟବହାର କରାଯାଇଥିଲା, ଏଥିରେ ଆତଙ୍କବାଦୀ ଲିଙ୍କ୍...
ନିଜ id ଦେଖାଇଲେ ମିଳିବ ୫kg ଗ୍ୟାସ୍
ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ୫ କେଜି ଗ୍ୟାସ ବିକ୍ରି ହୋଇପାରିବନି କହିବା ପରେ ଆଜି ଆସିଛି ଏହି ସ୍ପଷ୍ଟୀକରଣ। ସରକାର ଗ୍ୟାସ କଳା ବଜାରୀକୁ ବନ୍ଦ କରିବାକୁ ୫kg ଗ୍ୟାସକୁ ବ୍ୟାନ କରିଥିଲେ ।...
କେନ୍ଦ୍ରାପଡ଼ାରୁ ଛାତ୍ରୀଙ୍କୁ ଅପହରଣ; କଟକରୁ ଉଦ୍ଧାର
କେନ୍ଦ୍ରାପଡ଼ାରୁ ଛାତ୍ରୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ। ପୋଲିସ୍ କଟକରୁ ଛାତ୍ରୀଙ୍କୁ ଉଦ୍ଧାର କରିଛି । ଆଜି କୋଚିଂ କ୍ଲାସ ସାରି ଘରକୁ ଫେରୁଥିବା ବେଳେ ଜଣେ କଲେଜ ଛାତ୍ରୀଙ୍କୁ କାରରେ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ। ...



















