28.9 C
Bhubaneswar
Sunday, July 26, 2026
-Advertisement-

ରବିବାର ଠାରୁ ତିନିଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ବାତ୍ୟା ତିତଲିଜନିତ ବର୍ଷା ପ୍ରକୋପକୁ ନେଇ ସରକାର ନୟାନ୍ତ ହୋଇପଡିଥିବା ବେଳେ ଏବେ ପାଣିପାଗ ବିଭାଗ ପୁଣି ଏକ ଲଘୁଚାପ ବର୍ଷାର ପୂର୍ବାନୁମାନ କରିଛି. ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପର...

ହାତୀ ମୃତ୍ୟୁ: ଦୋଷ ଠେଲାଠେଲି ହେଲେ ସେସୁ ଓ ବନ ବିଭାଗ

ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗ ଗାଁରେ ଏକକାଳୀନ ୭ଟି ହାତୀ ମୃତ୍ୟୁ ନେଇ ବନ ବିଭାଗ ଓ ବିଦ୍ୟୁତ ବିଭାଗ ଦୋଷ ଠେଲାଠେଲି ହୋଇଛନ୍ତି । ବନ ବିଭାଗ ସେସୁକୁ ଏଥିପାଇଁ ଦାୟୀ କରିଛି । ଏ ନେଇ ପିସିସିଏଫ୍‌...

ଓଡିଶା ବାହାରେ ବି ମିଳିବ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ଚିକିତ୍ସା ସେବା

ଏଣିକି ବାର୍ଷିକ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ରାଶିଥିବା ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ଉଠାଇପାରିବେ । ପୂର୍ବରୁ ପରିବାର ପିଛା ବାର୍ଷିକ ଆୟ ରାଶି ୧ ଲକ୍ଷ ଟଙ୍କା ନିର୍ଦ୍ଦାରିତ କରାଯାଇଥିଲା । ମୁଖ୍ୟତଃ...

ଦାୟିତ୍ବହୀନତା : ବିଦ୍ୟୁତ ଆଘାତରେ ୭ ହାତୀ ମୃତ

ଗୋଟିଏ ପଟେ ହାତୀଙ୍କ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଉଛନ୍ତି. ଅନ୍ୟପଟରେ ବେପରଓ୍ବା ମନୋଭାବ ଯୋଗୁ କେତେବେଳେ ଟ୍ରେନ ଦୁର୍ଘଟଣାରେ ତ ଆଉ କେତେବେଳେ ବିଦ୍ୟୁତ ଆଘାତରେ ଯାଉଛି ହାତୀଙ୍କ ଜୀବନ. ପୁଣି ଏମିତି ଏକ ଅଘଟଣ ଘଟିଛି ଢେଙ୍କାନାଳ...

ବୈଜୟନ୍ତଙ୍କୁ କ୍ଲିନ୍‌ଚିଟ୍‌

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡିଜିସିଏଙ୍କ ତରଫରୁ ମିଳିଛି କ୍ଲିନଚିଟ୍ । ବୈଜୟନ୍ତଙ୍କ ହେଲିକପ୍ଟର୍‌ ଉଡ଼ାଣରେ କୌଣସି ନିୟମ ଉଲ୍ଲଙ୍ଘନ ହୋଇନାହିଁ ବୋଲି ରିପୋର୍ଟ ପ୍ରଦାନ କରିଛନ୍ତି ଡିଜିସିଏ। ଗତମାସ 15 ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର୍‌ ଚିଲିକା ଉପରେ ବିପଦଜନକ ଭାବେ ଉଡ଼ିଥିବା...

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ କ୍ୟାମେରା । ଡ୍ରୋନ ଉଡାଇଥିବା ୮ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଏମାର ମଠ ଛାତ ଉପରେ ୮ ଜଣ ଲୋକ ଡ୍ରୋନ ଉଡାଇଥିବା ନେଇ ସୂଚନା ମିଳିବା ପରେ ପୋଲିସ...
video

ସେପ୍ଟେଜ୍ ବିଶୋଧନାଗାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ୬ଟି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ସହରରେ ବିଶୋଧନାଗାର କାର୍ଯ୍ୟକାରୀ ହେବ । ଏହି ସହର ମାନଙ୍କ ମଧ୍ୟରେ ରହିଛି ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ ଓ ପୁରୀ...
video

ସିବିଆଇ ପ୍ରସଙ୍ଗରେ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ:ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଗିରଫ

ସିବିଆଇରେ ଲାଗି ରହିଥିବା ବିବାଦ ଏବେ ଉଗ୍ରରୂପ ଧାରଣ କରିଛି । ଏହା ସହିତ ରାତାରାତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ଘଟଣା ମାମଲାକୁ ଆହୁରି ଦ୍ୱନ୍ଦ ଭିତରକୁ ଟାଣି ନେଇଛି । ଯାହାକୁ ବିରୋଧୀ ଦଳ...

ସିବିଆଇ ବିବାଦ: ୨ ସପ୍ତାହରେ ଯାଞ୍ଚ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସିବିଆଇ ବିବାଦ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତି । ବହୁଚର୍ଚ୍ଚିତ ସିବିଆଇ ବିବାଦର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିବା ବେଳେ ଏହାର ଯାଂଚ ପାଇଁ ସିଭିସିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ୨ ସପ୍ତାହ ମଧ୍ୟରେ ଯାଂଚ ଶେଷ କରିବାକୁ...

ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଏନକାଉଣ୍ଟର

ଗଂଜାମ ଜିଲ୍ଲା ପୋଲିସକୁ ପୁଣି ଏକ ସଫଳତା ମିଳିଛି । ଏକକାଳୀନ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ପୋଲିସ ଧରିଛି । ଗଞ୍ଜାମ ଜିଲ୍ଲା ପୋଲିସର ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଚମାଖାଣ୍ଡି ଥାନା ଅନ୍ତର୍ଗତ କଣମଣା...
- Advertisement -

Latest article

ରାଜଧାନୀରେ ଚାଞ୍ଚଲ୍ୟ :ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ସୂଚନା ଅନୁଯାୟୀ ସ୍ଥାନୀୟ ଲୋକମାନେ ସକାଳ ପ୍ରାୟ ୪ଟା ସମୟରେ ରାସ୍ତା...

ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧର ପଣା ନୀତି

ପୁରୀ: ମହାପ୍ରଭୁଙ୍କ ସୁନାବେଶ ସରିବା ପରେ ଆଜି ଅନୁଷ୍ଠିତ ହେବ ଅଧରପଣା ନୀତି । ସନ୍ଧ୍ୟାରେ ରଥ ଉପରେ ଶ୍ରୀଜିଉଙ୍କ ପାଖରେ ଅଧରପଣା ଲାଗି ହେବ । ପ୍ରତି ରଥରେ ୩ ହାଣ୍ଡି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...