ପ୍ରିନ୍ସିପାଲ ଓ ୱାର୍ଡେନକୁ ଆକ୍ରମଣ; ୱାର୍ଡେନ ମୃତ
ମୟୂଭଞ୍ଜର ଜିଲ୍ଲା ବୈଶିଙ୍ଗା ଥାନା ଗଡଦେଉଳିଆ ଛକରେ ଥିବା ଏକ ଘରୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ୱାର୍ଡେନଙ୍କୁ ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଦୁଇ ଜଣଙ୍କୁ ନିର୍ମମଭାବେ ହାଣିଦେଲେ ଦୁର୍ବୃତ୍ତ ,...
ନବୀନଙ୍କୁ ଟାର୍ଗେଟ କଲେ ପ୍ରଭାତ ବିଶ୍ୱାଳ
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କୁ କଂଗ୍ରେସ ନିଲମ୍ବିତ କରିଥିବା ବେଳେ ବିଜେଡି କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ହେଲେ ବିଜେଡିର କିଛି ବିଧାୟକ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ କଥା ବି...
ଇଦ୍ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଆଜି ହେଉଛି ଇଦ୍-ଉଲ୍-ଫିତର୍ । ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ପବିତ୍ର ଇଦ୍-ଉଲ୍-ଫିତର୍ ପର୍ବ ଅବସରରେ ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ...
୨୦୨୬ରେ ନିୟମିତ ହେଲେ ସ୍କିମାଟିକ୍ କନିଷ୍ଠ ଶିକ୍ଷକ
ରାଜ୍ୟରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାଇଁ ମୂଖ୍ୟମନ୍ତ୍ରୀ ଦେଇଛନ୍ତି ଖୁସି ଖବର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ...
ଇସ୍ରାଏଲର ଷ୍ଟ୍ରାଇକରେ IRGCର ମୁଖପାତ୍ର ଅଲୀ ମହମ୍ମଦ ନୈନିଙ୍କ ମୃତ୍ୟୁ
ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ଦିନକୁ ଦିନ ଅଧିକ ବଡ ରୂପ ନେଉଛି ଓ ଚାଲିଛି ଲଗାତାର ହମଲା । ଏହା ମଧ୍ୟରେ ଇରାନର ରାଜଧାନୀ ତେହରାନରୁ ଆସିଛି ବଡ ଖବର । ଇରାନର ସରକାରୀ ମିଡିଆ...
୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ରାଜ୍ୟ ସରକାର
ଶିଳ୍ପାନୁଷ୍ଠାନ ଉପରେ କଡ଼ା ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ଏନେଇ ଶୁକ୍ରବାର ବିଧାନସଭାରେ ବିଧାୟକ ଚକ୍ରମଣି କହଁର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଜମି ଯୋଗାଉଛନ୍ତି, ହେଲେ କମ୍ପାନୀ...
ଭୁବନେଶ୍ୱର CRP ଛକ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ
ଭୁବନେଶ୍ୱର CRP ଛକ ପାଖରେ ଥିବା ଏକ ମାର୍କେଟ୍ କମ୍ପ୍ଲେକ୍ସରେ ସର୍ଟସର୍କିଟ୍ରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନୁଆ କରି...
ମାହାଙ୍ଗା ହେବ ବାର୍ଷିକ Fast Tagର ପାସ୍
ଜାତୀୟ ରାଜପଥ ପାଇଁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ Fast Tag ବାର୍ଷିକ ପାସ୍ ଆରମ୍ଭ କରିଥିଲା ଓ ଏହାକୁ ୬ ମାସ ଭିତରେ ୫୦ ଲକ୍ଷରୁ ଅଧିକ ୟୁଜର୍ସ ଆକ୍ଟିଭ କରିଛନ୍ତି । ଏହି ସମୟରେ...
ଡେଲାଙ୍ଗରେ ରାଜନୀତି ଖେଳ, ପଦ ହରାଇଲେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ
ଡେଲାଙ୍ଗ ବ୍ଲକରେ ଭୋଟରେ ଜିତିଥିବା ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ,ସୁପ୍ରିମକୋର୍ଟଙ୍କ ରାୟରେ ପଦ ହରାଇଛନ୍ତି। ଏବେ ବ୍ଲକ ଅଧ୍ୟକ୍ଷା ଚେୟାରରେ ବସିବେ ରମାଦେବୀ ରାଉତରାୟ । ୨୦୨୨ ନିର୍ବାଚନରେ ବାସନ୍ତୀ ସାହୁ ୧୨ ଭୋଟ ପାଇ...
ରାଜଧାନୀରେ ଗର୍ଜିଲେ ପାଚିକା
ଆଜି ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ହଜାର ହଜାର ପାଚିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି । ବିଧାନସଭା ସମ୍ମୁଖରେ ମହିଳାମାନେ ଧାରଣାରେ ବସିଛନ୍ତି...



















