30.4 C
Bhubaneswar
Saturday, July 25, 2026
-Advertisement-

15 ଜୀବନ ନେଲା ବଜ୍ରପାତ

ବଜ୍ରପାତ ନେଲା ଜୀବନ. ଓଡିଶାର ବିଭିନ୍ନ ଜିଲ୍ଲାଗୁଡିକରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା 15କୁ ଛୁଇଁଲା. ମୟୁରଭଞ୍ଜ, ସୁନ୍ଦରଗଡ଼, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗାଁରେ ଆଜି ଅପରାହ୍ନ ସୁଦ୍ଧା ବଜ୍ରପାତରେ ପାଖାପାଖି ଆଠରୁ ଅଧିକ...

ଜଷ୍ଟିସ୍ କେଏସ୍ ଜାଭେରୀ ହେଲେ ନୂଆ ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟଙ୍କ ଅନୁମୋଦନ କ୍ରମେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ କେଏସ୍ ଜାଭେରୀ. ପୂର୍ବରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ଭିନିତ୍ ସରନ୍ ସୁପ୍ରିମକୋର୍ମରେ ଯୋଗ ଦେବେ. ଜଷ୍ଟିସ୍ ଜାଭେରୀ...

ମାଛ ହାଟରେ ବିଷ ଆତଙ୍କ, ଚିନ୍ତାରେ ବ୍ୟବସାୟୀ

ଆନ୍ଧ୍ର ମାଛରେ ଫାର୍ମାଲିନ ଲେପ ଦିଆଯାଉଥିବା ଘଟଣା ସତ ପ୍ରମାଣିତ ହେବା ପରେ ଚିନ୍ତାରେ ବ୍ୟବସାୟୀ. ଅନ୍ୟପଟେ ପ୍ରଶାସନିକ ଅଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା. ଘଟଣାର ସତ୍ୟାସତ୍ୟ ପଦାକୁ ଆସିବା ପରେ ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଥିବା ମାଛ ମାର୍କେଟଗୁଡିକରେ ଖାଦ୍ୟ...

ମିଗ୍ -21 ଦୁର୍ଘଟଣାଗ୍ରସ୍ତ

ହିମାଞ୍ଚଳ ପ୍ରଦେଶର କାଙ୍ଗଡ଼ାରେ ବାୟୁସେନାର ମିଗ୍ 21 ବିମାନ ଗଛରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା. ଏହି ଫାଇଟର ଜେଟ୍ ଟି ପଠାନକୋଟ୍ ରୁ ଉଡ଼ାଣ ଆରମ୍ଭ କରିଥିଲା. ବିମାନରେ ଜଣେ ପାଇଲଟ ଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି....

ରୋଷ କରିଛନ୍ତି ମାଲକ୍ଷ୍ମୀ

ପ୍ରଭୁଙ୍କ ମାନବୀୟ ଲୀଳା ଦେଖିବାକୁ ଅନେଇ ବସିଛନ୍ତି ଲକ୍ଷ ଲକ୍ଷ ଭକ୍ତ. ପବିତ୍ର ହେରା ପଞ୍ଚମୀରେ ଗୁଣ୍ଡିଚା ମନ୍ଦିର ଆଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ. ନଅଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ରଥଯାତ୍ରାର ପଞ୍ଚମ ଦିନରେ ପାଳନ କରାଯାଏ ଏହି...

ଟ୍ରମ୍ପ୍-ପୁତିନ୍ ଆଲୋଚନା ଆମେରିକା ଓ ଋଷ୍ ସମ୍ପର୍କ ସୁଧୁରିବା ଆଶା

ହେଲସିଙ୍କି(ଏଜେନ୍ସି): ବିଶ୍ୱର ଦୁଇ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ଆମେରିକା ଓ ଋଷ୍ ଯଦି ବନ୍ଧୁତା ଆଡକୁ ଗତି କରନ୍ତି ତେବେ ଏହା ବିଶ୍ୱବାସୀଙ୍କ ପାଇଁ ଏକ ଆଶ୍ୱସ୍ତର ବିଷୟ ହେବ । ତେବେ ଏଦିଗରେ ଏକ ଆଶାର କିରଣ ଦେଖାଦେଇଛି...

ଛାତିଫଟା ଦୃଶ୍ୟ ସହିଦ ବାପାଙ୍କ କଫିନ୍ ପାଖରେ କାନ୍ଦୁଛି ୫ ମାସର ଝିଅ

ଜୟପୁର(ଏଜେନ୍ସି): ଦେଶ ସୁରକ୍ଷାରେ ସହିଦ୍ ହୋଇଥିବା ଜଣେ ଯବାନ୍ଙ୍କ ୫ମାସର ଶିଶୁକନ୍ୟାକୁ ନିଜ ବାପାଙ୍କ କଫିନ୍ ପାଖରେ କାନ୍ଦୁଥିବାର ଦାରୁଣ ଦୃଶ୍ୟ ଯେକୌଣସି ବ୍ୟକ୍ତିର ହୃଦୟ ଆନେ୍ଦାଳିତ ହୋଇଉଠିବ । ମାତ୍ର ଭାଗ୍ୟର ବିଡମ୍ବନା, ରାଜସ୍ଥାନର ଝଲାୱାର ଜିଲ୍ଲା ଅନ୍ତର୍ଗତ...

ଦ୍ବିତୀୟ କୋଣାର୍କର ଆସ୍ପର୍ଦ୍ଧା କାହିଁକି ?

ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ହେବା ପରେ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଦ୍ବିତୀୟ କୋଣାର୍କ କରିବା ପାଇଁ ବ୍ୟାକୁଳ ହୋଇଉଠିଛନ୍ତି । ପୂର୍ବରୁ ଯଦିଓ ସେ ଦ୍ବିତୀୟ କୋଣାର୍କ ନିର୍ମାଣ କଥା କହିଆସୁଥିଲେ, ଏବେ କିନ୍ତୁ ସେ...

ଆହୁରି ବର୍ଷିବ

ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶାର ପାଖାପାଖି ସମସ୍ତ ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା  ରହିଛି . ଭବାନୀପାଟଣା ଓ କଳାହାଣ୍ଡି ଜିଲ୍ଲାରେ 297 ମିମି ବର୍ଷା ହେବାର ସମ୍ଭାବନା ରହିଛି. ଗଜପତି, ରାୟଗଡ଼ା ଓ କଳାହାଣ୍ଡିର ପ୍ରାୟ ସବୁ...

 18ରୁ ମୌସୁମୀ ଅଧିବେଶନ

18 ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ. ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ. ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ  ସର୍ବଦଳୀୟ ବୈଠକ ବସିଥିଲା. ସଂସଦକୁ ସୁଚାରୁ ରୂପେ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀ...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com