ଭୁବନେଶ୍ବରରେ ଶହେ ଟପିଲା
ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା I ଆଜି ଭୁବନେଶ୍ବରରୁ ଆଉ ଦୁଇଜଣ ପଜିଟିଭ ଚିହ୍ନଟ ହେବା ପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା 101ରେ ପହଞ୍ଚିଛି I ତେବେ ଏମାନଙ୍କ ମଧ୍ୟରୁ ଆକ୍ଟିଭ କେସ୍ ସଂଖ୍ୟା 42 ରହିଛି...
ଫ୍ୟାଶନରେ କ୍ୟାରିଅର
ଚିତ୍ରକଳା ପ୍ରତି ରୁଚି ଥିଲା ଗୁଡଲୀଙ୍କର. ପାଠପଢା ବେଳେ ଏମିତି ଚିତ୍ର ଆଙ୍କି ସାଙ୍ଗସାଥିଙ୍କଠୁ ସେ ବହୁତ ବାହାବା ପାଉଥିଲେ. ମାତ୍ର ଚିତ୍ରକଳା ପ୍ରତି ଏହି ଚୁଚିକୁ ସେ ଯେ ନିଜର ବୃତ୍ତିରେ ଉପଯୋଗ କରିବେ, କେବେ ଭାବି ନଥିଲେ....
ଫୁଲ କୋବି ଖାଇବାର ଫାଇଦା
ଫୁଲ କୋବି. ସବୁଜ ପନିପରିବା ଭିତରେ ଅନ୍ୟତମ ହେଉଛି ଏହି କୋବି. ଶୀତ ଦିନରେ ସମସ୍ତଙ୍କର ଅତି ପ୍ରିୟ ପରିବା କୁହାଯାଉଥିବା ଏହି କୋବିରେ ବିଭିନ୍ନ ପ୍ରକାର ଭିଟାମିନ ରହିଥାଏ, ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ....
ବାସି ରୁଟି ଖାଇବା ଲାଭଦାୟକ
ସାଧାରଣତଃ ବାସି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ କୁହାଯାଏ । ୧୨ ଘଣ୍ଟାରୁ ଅଧିକ ସମୟ ଧରି ରଖାଯାଇଥିବା ଖାଦ୍ୟକୁ ଖାଇବା ଦ୍ୱାରା ଫୁଡ ପଏଜନିଂ , ଗ୍ୟାସ ଏବଂ ପେଟ ଖରାପ ଆଦି ହେବାର ସମ୍ଭାବନା ରହିଥାଏ...
ଜଲଦି ପତଳା ହେବାର ଉପାୟ
ଆଜିକାଲିର ଯୁବପିଢି ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଡାଏଟ୍ କରିବା ସହ ଜିମ୍ ଯାଉଛନ୍ତି. ତା ପରେ ବି ସେମାନେ ସ୍ଲିମ୍ ଫିଗର ପାଇପାରୁନାହାନ୍ତି. ଅନ୍ୟପଟେ ସ୍ଲିମ୍ ଫିଗର ପାଇବା ବି ଏତେ ସହଜ କଥା...
କୁଣ୍ଡିଆ ଦୂର କରିବ ଏହି ପତ୍ର
କୁଣ୍ଡିଆ. କୁଣ୍ଡିଆ ଏକ ଏଭଳି ରୋଗ, ଯାହା ସହଜରେ ଭଲ ହୁଏ ନାହିଁ. ଆଉ ଏଥିପାଇଁ ସମସ୍ତେ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରିଥାନ୍ତି. ତେବେ ଏହି ରୋଗକୁ ଭଲ କରିବା ପାଇଁ ଆମେ ଆପଣଙ୍କୁ ଏକ ଘରୋଇ ଉପାୟ...
ଗିଲଏ ପତ୍ରର ଉପକାରିତା
ଗିଲଏ ହେଉଛି ଏକ ବହୁବର୍ଷିୟ ଲତା ଏବଂ ଏଥିରେ ଭରିରହିଛି ବହୁ ଓୌଷଧୀୟ ଗୁଣ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ. ଏହି ଲତାର ପତ୍ର ପାନ ପତ୍ର ପରି ଦେଖିବାକୁ ଥିବା ବେଳେ ଆୟୁର୍ବେଦ ସାହିତ୍ୟରେ ଏହାକୁ ଜ୍ୱରର...
ଲବଙ୍ଗ ଖାଇବାର ଚମତ୍କାରିତା
ପ୍ରତିଟି ଘରେ ଲବଙ୍ଗ ଅତି ସହଜରେ ମିଳିଯାଏ. ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆମ ଶରୀର ପାଇଁ କେତେ ଉପକାରୀ ହୋଇଥାଏ ତାକୁ ବହୁତ କମ୍ ଲୋକ ଜାଣିଥାନ୍ତି. ପ୍ରତିଦିନ ରାତିରେ ଆପଣ ଶୋଇବା ପୂର୍ବରୁ ଯଦି ଦୁଇଟି ଲବଙ୍ଗ...
ଅମୃତଭଣ୍ଡା ପତ୍ର ଖାଇବାର ଉପକାରିତା
ସାଧାରଣତଃ ସମସ୍ତେ ଅମୃତଭଣ୍ଡା ଖାଇଥାନ୍ତି. ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଅମୃତଭଣ୍ଡା ଅପେକ୍ଷା ତାର ପତ୍ରରେ ବେଶି ପରିମାଣର ଭିଟାମିନ ରହିଥାଏ, ଯାହା ଆମ ଶରୀରରେ ହେଉଥିବା ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରେ. ତେବେ, ଦିନରେ ଗୋଟିଏ...
ରାଜ୍ୟରେ ନିଯୁକ୍ତି ପାଇବେ 171 ଜଣ ଦନ୍ତ ଚିକିତ୍ସକ
ରାଜ୍ୟରେ 171 ଜଣ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଯୁକ୍ତି ପ୍ରକ୍ରିୟା ଜରିଆରେ ଓଡିଶା ପବ୍ଲିକ ସର୍ଭିସ କମିଶନର 171 ଜଣ ଦନ୍ତ ଚିକିତ୍ସିକଙ୍କୁ...