ପରଦାରେ ଇଶାନ-ଜାହ୍ନବୀଙ୍କ କେମେଷ୍ଟ୍ରୀ
ଶୁକ୍ରବାର ରିଲିଜ୍ ହେଲା ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଫିଲ୍ମ ଧଡ଼କ. ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଓ ଶାହିଦ୍ କପୁରଙ୍କ ଭାଇ ଇଶାନ ଖଟ୍ଟର୍. କରନ ଜୋହର...