ନଡିଆ ତେଲ ଭଲ ନା ଖରାପ ?
କ’ଣ ନଡିଆ ତେଲ ଆପଣଙ୍କ ଦେହ ପାଇଁ ଖରାପ ? ସତରେ କ’ଣ ଏହା ଶରୀର ପାଇଁ କ୍ଷତିକାରକ ? ଏହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ କି ଖରାପ ତାକୁ ନେଇ ସାରାଦେଶରେ ବର୍ତ୍ତମାନ ତର୍କବିତର୍କ ଚାଲିଛି. ନଡିଆ...
ପେଟରୁ ବାହାରିଲା ୪କିଲୋର ଟ୍ୟୁମର୍
ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଡାକ୍ତରମାନେ ଏକ ଜଟିଳ ଅସ୍ତ୍ରୋପଚାର କରି ୪୭ ବର୍ଷର ମହିଳାଙ୍କ ପେଟରୁ ୪ କିଲୋ ଟ୍ୟୁମର୍ ବାହାର କରିଛନ୍ତି । ଏତେବଡ ଟ୍ୟୁମର୍ ବାହାର କରିବା ପାଇଁ ଡାକ୍ତର ହାଇବ୍ରିଡ ଉପାୟ ଅବଲମ୍ବନ କରି ତିନିଘଣ୍ଟା ଧରି...
କଂଚା ଅଣ୍ଡା ଖାଇବାର ଫାଇଦା
ସାଧାରଣତଃ ଆମେ ଅଣ୍ଡାକୁ ସିଝାଇ ଖାଇଥାଉ ଓ କଂଚା ଅଣ୍ଡାକୁ ଆମେ ଆମଲେଟ୍, ଭୁଜିଆ ଓ ତରକାରୀ କରି ଖାଇଥାଉ. ହେଲେ ଅଣ୍ଡାକୁ ନ ସିଝାଇ କଂଚା ଖାଇବା ଦ୍ୱାରା ଆମକୁ ଅନେକ ଲାଭ ମିଳିଥାଏ. କଂଚା ଅଣ୍ଡାରେ ଭିଟାମିନ...
ଓଠ କର୍କଟର ଲକ୍ଷଣ..
କର୍କଟ ଭଳି ରୋଗର ନା ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଭୟ ଖେଳିଯାଏ । କର୍କଟ ମଧ୍ୟରେ ଓଠ କର୍କଟ ଏକ ସାଧାରଣ ରୋଗ ନୁହେଁ । ଏବଂ ଏହାର ଉପଚାର ମଧ୍ୟ ଏତେ ସହଜ ନୁହେଁ । ଏହି...
କେମିତି ଖାଇବେ ସେଓ ?
ସୁସ୍ଥ ଶରୀର ପାଇଁ ଫଳ ଖାଇବା ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ଫଳ ଭିତରେ ସେଓ ଏମିତି ଏକ ଫଳ ଯେଉଁଥିରେ ଭିଟାମିନ ଏ, ଭିଟାମିନ ସି,ଫାଇବର,ପୋଟାସିୟମ ଓ କାର୍ବୋହାଇଡ୍ରେଟ ପ୍ରଚୁର ପରିମାଣରେ ରହିଥାଏ। କହିବାକୁ ଗଲେ ସେଓରେ ପାଖାପାଖି ୯୫...
ସାବଧାନ: ମାଡି ଆସୁଛନ୍ତି ଜେଲିଫିଶ୍
ମୁମ୍ବାଇ ସମୁଦ୍ର କୁଳରେ ଏବେ ବ୍ଲୁ ବଟଲ ଜେଲିଫିଶ୍ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇ ଦେଇଛି । ଏହି ବିଷଧର ଜେଲିଫିଶ୍ ଏବେ ସମୁଦ୍ର ଉପକୂଳ ବୁଲିବାକୁ ଆସୁଥିବା ଲୋକଙ୍କୁ ଟାର୍ଗେଟ କରିଛି । ବ୍ଲୁ ବଟଲ ଜେଲିଫିଶ୍...
ବର୍ଷାଦିନେ ତ୍ୱଚାର ଯତ୍ନ
ମୌସୁମୀ ଆସିଲେ ସାଙ୍ଗରେ ଆଣିଥାଏ ଆସ୍ୱସ୍ତି . ଟାଣ ଖରା ଓ ଗୁଳଗୁଳି ମିଳିଥାଏ ମୁକ୍ତି ମାତ୍ର ଏହାସହ ବଦଳୁଥିବା ପାଣିପାଗ ଓ ଇନ୍ଫେକସନ୍ ଯୋଗୁଁ ଆମ ଶରୀରରେ ଦେଖାଯାଏ ବିଭିନ୍ନ ପ୍ରକାରର ସ୍କିନ୍ ଇନ୍ଫେକସନ୍ . ଏଣୁ ବର୍ଷାର...