ରାଜ୍ୟରେ 171 ଜଣ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଯୁକ୍ତି ପ୍ରକ୍ରିୟା ଜରିଆରେ ଓଡିଶା ପବ୍ଲିକ ସର୍ଭିସ କମିଶନର 171 ଜଣ ଦନ୍ତ ଚିକିତ୍ସିକଙ୍କୁ ବିଧିବଦ୍ଧ ଭାବେ ଚୟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ମଞ୍ଜୁରି ପ୍ରଦାନ କରିଥିବା ବେଳେ ଅନୁମୋଦିତ ହୋଇଥିବା 171 ଜଣ ଦନ୍ତ ଚିକିତ୍ସକଙ୍କୁ ଗ୍ରୁଫ-ଏ ପୋଷ୍ଟରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here