ପାକିସ୍ଥାନ ଜିନ୍ଦାବାଦ ସ୍ଲୋଗାନ ଦେଇ ଜେଲ ଗଲେ ଯୁବତୀ
ବେଙ୍ଗାଲୁର : ପାକିସ୍ଥାନ ସମର୍ଥନରେ ନାରା ଦେଇ ଜଣେ ଯୁବତୀ ଜେଲ୍ ଯାଇଛନ୍ତି । ବେଙ୍ଗାଲୁରୁରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଓୱେସିଙ୍କ ରାଲିରେ ପାକିସ୍ଥାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବା ଯୁବତୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ...
ଯୁକ୍ତ ୨ ପରୀକ୍ଷା ଦେବେ ୭୮ ବର୍ଷୀୟ ବୃଦ୍ଧ
ଗୋଣ୍ଡା : ଶିକ୍ଷାର କୌଣସି ବୟସ ସୀମା ନ ଥାଏ । ଏହା ଏକ ଜୀବନବ୍ୟାପି ପ୍ରକ୍ରିୟା । ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ କରାଯାଇପାରିବ । ଏହାର ଏକ...
ଇଣ୍ଡିଆନ ୨ ସୁଟିଂ ସେଟରେ ଦୁର୍ଘଟଣା : ୩ ମୃତ
ଚେନ୍ନାଇ: ଅଭିନେତା କମଲ ହାସନଙ୍କ ରିଲିଜ ହବାକୁ ଥିବା ‘ଇଣ୍ଡିଆନ ଟୁ’ର ସୁଟିଂ ସେଟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ‘ଇଣ୍ଡିଆନ ଟୁ’ର ସୁଟିଂ ଚାଲିଥିବା ବେଳେ ଷ୍ଟୁଡିଓ ସେଟ୍ ରେ ଏକ କ୍ରେନ୍ ...
ଫାଶୀ ଭୟରେ ବିନୟର ଆତ୍ମହତ୍ୟା ଉଦ୍ୟମ
ନୁଆଦିଲ୍ଲୀ : ବୁଧବାର ନିର୍ଭୟା ମାମଲାର ଅଭିଯୁକ୍ତ ବିନୟର ମାନସିକ ପରିସ୍ଥିତି ବିଗିଡି ଯାଇଛି । ସେ ନିଜକୁ ଆହତ କରିବାକୁ ଚେଷ୍ଟା କରିଛି । ଜେଲର କାନ୍ଥରେ ବାରମ୍ବାର ନିଜ ମୁଣ୍ଡକୁ ପିଟି ନିଜକୁ ଆହତ...
ଜାପାନ ଜାହାଜରେ ଫସି ରହିଛନ୍ତି ଓଡିଆ ଯୁବ ଇଞ୍ଜିନିୟର
ବ୍ରହ୍ମପୁର : ଜାପାନର ୟୋକୋହମା ବନ୍ଦରରେ ଫସି ରହିଛନ୍ତି ଜଣେ ଓଡିଆ ଯୁବ ଇଞ୍ଜିନିୟର । ତାଙ୍କ ନାଁ ଶିବାଶିଷ ନାୟକ ଏବଂ ସେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳର ବୋଲି ଜଣାପଡିଛି । କରୋନା ଭାଇରସ ଆକ୍ରାନ୍ତ...
ଚଳନ୍ତା ଟ୍ରେନରେ ଯୁବକଙ୍କ ପାଗଳାମି
ଜୀବନକୁ ବେଖାତିର । ଚଳନ୍ତା ଟ୍ରେନରେ ଷ୍ଟଣ୍ଡ ଦେଖାଇ ଅଳ୍ପକେ ବର୍ତ୍ତିଲେ ଯୁବକ । ଦେଖନ୍ତୁ ଏହି ଭିଜୁଆଲ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହି ଭିଡିଓ । ଯେଉଁଥିରେ ଯୁବକ ଜଣକ ବିପଦ ଜନକ...
ଟୁରିଷ୍ଟ ବସ୍କୁ ବାଘ କଲା ପିଛା
ରାୟପୁର : ଛତିଶଗଡ ରାୟପୁରସ୍ଥିତ ନନ୍ଦନବନ ଜଙ୍ଗଲ ସଫାରୀରେ ଟୁରିଷ୍ଟ ବସ୍ କୁ ପିଛା କରିଲା ମହାବଳ । ଗତ ଶୁକ୍ରବାର ଦିନ ଏକ ଟୁରିଷ୍ଟ ବସ୍ ଜଙ୍ଗଲ ସଫାରୀ ଭ୍ରମଣ ସମୟରେ ଗୋଟିଏ ବାଘ ବସ୍କୁ...
ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ କେଜରିୱାଲ : କ୍ୟାବିନେଟରେ ବିଭାଗ ବଣ୍ଟନ
ନୂଆଦିଲ୍ଲୀ : ଦିଲ୍ଲୀରେ ତୃତୀୟଥର ସରକାର ଗଠନ କଲା ଆପ୍ । ଆମ୍ ଆଦ୍ମୀ ପାର୍ଟୀର ମୁଖ୍ୟ ଅରବିନ୍ଦ କେଜରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଉପମୂଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ସତ୍ୟେନ୍ଦ୍ର ଜୈନ,...
ପୋଲ ତଳକୁ ଖସିଲା ପିକଅପ୍ ଭ୍ୟାନ୍ : ୮ମୃତ, ୧୮ ଆହତ
ମୁୁମ୍ବାଇ :ମହାରାଷ୍ଟ୍ରର ୟାଭତମାଲରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।ଏକ ଯାତ୍ରୀବାହୀ ପିକଅପ୍ ଭ୍ୟାନ୍ ପୋଲ ତଳକୁ ଖସିଯିବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ସୂଚନାଅନୁଯାୟୀ ଭ୍ୟାନ୍ରେ...
ସେନା ବାହିନୀରେ ପୁରୁଷଙ୍କ ଭଳି ମହିଳା ଅଧିକାରୀଙ୍କୁ ମିଳିବ ସମାନ ସୁବିଧା ସୁଯୋଗ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଭାରତୀୟ ସେନା ବାହିନୀରେ ମହିଳା ଅଧିକାରୀଙ୍କୁ ‘ପର୍ମାନେଣ୍ଟ କମିସନ’ ଦିଆଯିବ ବୋଲି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି ।୨୦୧୦ରେ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଦିଆଯାଇଥିବା ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ସମର୍ଥନ କରିଛି । ସେନାରେ ଉଭୟ...


















