32.1 C
Bhubaneswar
Saturday, March 14, 2026
-Advertisement-

ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ୫୨ଟି ସ୍କୁଲ ବନ୍ଦ

ଭାରତ ମଧ୍ୟକୁ ପ୍ରବେଶ କରିଛନ୍ତି ଦୁଇ ତିନି ଜଣ ଆତଙ୍କବାଦୀ | ଏଲ୍‌ଓସି ଦେଇ ଭାରତ ମଧ୍ୟକୁ ପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି | ଏନେଇ ଜମ୍ମୁ ଓ କଶ୍ମୀର କଠୁଆ ଜିଲ୍ଲା ହୀରାନଗରରୁ ପାଞ୍ଚ କିଲୋମିଟର...

୮୭ ବର୍ଷରେ ପାଦ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

୮୭ବର୍ଷରେ ପାଦ ଥାପିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପାକିସ୍ତାନର ଚକୱାଲ ଜିଲ୍ଲା ଘ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ଦିନ ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ...

ମହଙ୍ଗା ପିଆଜ ଦରରୁ ମିଳିବ ଆଶ୍ୱସ୍ତି

ବଢୁଥିବା ପିଆଜ ଦର ଆଖିରେ ଲୁହ ଦେଉଥିବା ବେଳେ, ଏବେ ମିଳିବ ଆଶ୍ବସ୍ତି | ଆଫଗାନିସ୍ତାନ ପଠାଇବ ୧୦୦ ଟନ୍ ପିଆଜ | ସେ ପୁଣି ପାକିସ୍ତାନ ରାସ୍ତା ଦେଇ ଆସିବ ପିଆଜ | ଖୁବ ଶୀଘ୍ର ଆଉ ୩୦ରୁ...

ନ୍ୟାସନାଲ ଜୋଗ୍ରାଫିରେ ନବୀନ, ୨୭ରେ ହେବ ପ୍ରସାରଣ

ନ୍ୟାସନାଲ ଜୋଗ୍ରାଫିରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାରଙ୍କ ସଫଳତା ଉପରେ ଆଧାରିତ ହୋଇଛି ଏହି ଏପିସୋଡ଼ | ନିଜେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ପୂରା ବିବରଣୀ ରଖିବେ | ଯାହାର...

ମାଡି ଆସୁଛି ହିକ୍କା

ଆରୋବ ସାଗରରୁ ଶକ୍ତିଶାଳୀ ହୋଇ ମାଡି ଆସୁଛି ଘୂର୍ଣ୍ଣିଝଡ ହିକ୍କା । ଆଜି ଭୋର ସମୟରୁ ଓମାନ ଉପକୂଳରୁ ୭୦ କିଲୋମିଟର ଦୂରରୁ କେନ୍ଦ୍ରିଭୁତ ହୋଇଥିଲା । ଏହାପରେ ହିକ୍କା ଧିରେ ଧିରେ ଦୁର୍ବଳ ହେବ । ଭାରତୀୟ ପାଣିପାଗ...

ପିଆଜ ଦେଲା ଆଖିରେ ଲୁହ

ପିଆଜ ଦର ଆଖିରେ ଲୁହ ଭରିଦଉଛି | ହୁତୁ ହୁତୁ ହୋଇ ବଢିବାକୁ ଲାଗୁଛି ଦର | ପିଆଜରେ ହାତ ମାରିବାକୁ ଡର ଲାଗୁଛି | ଓଡ଼ିଶାର ପ୍ରାୟ ଅଧିକାଂଶ ସ୍ଥାନରେ ପିଆଜ କିଲୋ ୫୦ ଟଙ୍କା ଉପରେ ଥିବା...

ତିହାର ଜେଲରେ କଂଗ୍ରେସ ଅଧ୍ୟକ୍ଷା ଓ ପୂର୍ବତନ ପ୍ରଧାନମନ୍ତ୍ରୀ

ତିହାର ଜେଲରେ ପହଁଚି କଂଗ୍ରେସ ନେତା ପି. ଚିଦାମ୍ୱରମ୍ ଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ | ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲରେ ପି. ଚିଦାମ୍ୱରମ୍ ଥିବା ବେଳେ...

‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଏକତାର ପାଠ ପଢ଼ାଇଲେ ମୋଦୀ

‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଝଲସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ହଷ୍ଟନରେ ଖେଳିଯାଇଥିଲା ପ୍ରଧାନମନ୍ତ୍ରୀଙ୍କ ଭାଷଣର ଯାଦୁ | ଏନ୍‌ଆର୍‌ଜି ଷ୍ଟାଡିୟମରେ ୫୦ ହଜାରରୁ ଅଧିକ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌...

ହଷ୍ଟନରେ ‘ହାଉଡ଼ି ମୋଦୀ’

୭ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ହାଉଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବେ | ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରାମ୍ଫ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ | ପ୍ରଧାନମନ୍ତ୍ରୀ ମୋଦୀ ୫୦ ହଜାର ପ୍ରବାସୀ...

୨୭ରୁ କାଶ୍ମୀରରେ ମୋବାଇଲ ସେବା ଆରମ୍ଭ !

ଧୀରେ ଧୀରେ ଜମ୍ମୁ ଓ କାଶ୍ମୀରର ସ୍ଥିତି ନିୟନ୍ତ୍ରଣକୁ ଆସିବାକୁ ଲାଗୁଛି | ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପର ଠାରୁ ଅଶାନ୍ତ ହୋଇପଡ଼ିଥିଲା ସ୍ଥିତି | ଘାଟିରେ ହିଂସାକାଣ୍ଡକୁ ରୋକିବାକୁ...
- Advertisement -

Latest article

Discover the Full Potential of Solscan for Traders

Discover the Full Potential of Solscan for Traders Table of Contents Understanding Solscan's Core Features Benefits of Using Solscan for Crypto Tracking How Solscan Assists in Real-Time Analysis Solscan...

Exploring Dexscreener: The Ultimate DEX Scanner for Traders

Exploring Dexscreener: The Ultimate DEX Scanner for Traders Содержание The Importance of Dexscreener in Crypto Trading Key Features of Dexscreener Benefits of Using a Dex Scanner How to Get...

Boost Your Crypto Journey with Sushiswap DEX

Boost Your Crypto Journey with Sushiswap DEX Table of Contents Understanding Sushiswap and Its Benefits Key Features of Sushiswap DEX How to Get Started with Sushiswap Common Strategies for...