24.1 C
Bhubaneswar
Monday, November 16, 2026
-Advertisement-

୧୩,୫୦୦ ସୈନିକକୁ ମାରିଲାଣି ୟୁକ୍ରେନ ସେନା

ରୁଷ-ୟୁକ୍ରେନ ମଧ୍ୟରେ ଏବେବି ଚାଲିଛି ଘମାଘୋଟ ଲଢେଇ । ତେବେ ୟୁକ୍ରେନର ସେନା ଦାବି କରିଛନ୍ତି ଯେ, ଏବେ ସୁଦ୍ଧା ସେ ରୁଷର ୧୩,୫୦୦ ସୈନିକକୁ ମାରିଛନ୍ତି । ଗତ ୨୪ ଘଣ୍ଟାରେ ରୁଷର ୪ ହେଲିକପ୍ଟର , ଗୋଟିଏ...

ମିଜାଇଲ୍ ମିସ୍ ଫାୟାର୍ : ଉଚ୍ଚସ୍ତରୀୟ ତଦନ୍ତ କରୁଛି ଭାରତ

ଭାରତୀୟ ମିଜାଇଲ ମିସ୍ ଫାୟାର ହେବା ଏବଂ ପାକିସ୍ତାନରେ ପଡିବା ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ସରକାର । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗତ 9 ତାରିଖ...

ପତ୍ନୀ ମହିଳା ନୁହଁନ୍ତି, ଛାଡପତ୍ର ପାଇଁ ସୁପ୍ରିମକୋର୍ଟରେ ସ୍ବାମୀ

ବାହାଘର ପରେ ପତ୍ନୀଙ୍କ ସହ ମିଶିବା ପାଇଁ ସ୍ବାମୀ ଚାହୁଁଥିଲେ । କିନ୍ତୁ ବାହାନା ଦେଖାଇ ସ୍ତ୍ରୀ ଆଡଛଡା ହେଉଥିଲେ । ପିରିଅଡ୍ସ ହୋଇଛି କହି ସ୍ବାମୀଙ୍କ ସହ ଯୌନ ସଂପର୍କ ରଖିବାକୁ ମନା କରିଦେଇଥିଲେ । ଏମିତିକି କିଛିଦିନ...

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ କାଶ୍ମୀରର ଗୁରେଜ ସେକ୍ଟର ବରାଉମ ଅଞ୍ଚଳରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ‘ଚିତା’ ନାମକ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିବା ପରେ ବରଫାବୃତ୍ତ ଦୁର୍ଘଟଣାସ୍ଥଳକୁ ସର୍ଚ୍ଚ ଅପରେସନ ଟିମକୁ ପଠାଯାଇଛି । ତେବେ...

୫ରୁ ୧୨ ବର୍ଷର ଶିଶୁ ନେବେ ଟିକା

୫ରୁ ୧୨ ବର୍ଷର ଶିଶୁଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଲା କୋର୍ବେଭାକ୍ସ ଟିକା । ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡିଛି କୋର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋଲୋଜିକାଲି -ଇ । ଟିକାର ଜରୁରୀକାଳିନ...

ଋଷ-ୟୁକ୍ରେନ ଯୁଦ୍ଧ ଅପଡେଟ୍

ୟୁକ୍ରେନର ଚାରୋଟି ସହର କିଭ୍, ଖାରକିଭ୍, ସୁମି ଓ ମାରୁପୋଲରେ ଋଷିଆ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି । ଯୁଦ୍ଧରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଯିବା ଏହି ଚାରୋଟି ସହରରୁ ସାଧାରଣ ନାଗରିକ ଓ ବିଦେଶୀ ନାଗରିକଙ୍କୁ ଖାଲି କରିବା...

ମୋଦିଙ୍କ ବଡ ଯୋଜନା

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ମୋଦି ସରକାରଙ୍କର ବଡ ଯୋଜନା । ୟୁକ୍ରେନରେ ପଡୋଶୀ ରାଷ୍ଟ୍ରକୁ ଯିବେ ୪ କେନ୍ଦ୍ର ମନ୍ତ୍ରୀ । ହରଦିପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ,କିରଣ ରିଜିଜୁ , ଭି.କେ ସିଂହ । ଏହି...

ୟୁକ୍ରେନରୁ କାହିଁକି ଫେରିବାକୁ ଚାହୁଁନାହାଁନ୍ତି ଭାରତୀୟ ଛାତ୍ରୀ ନେହା

ୟୁଷ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଯୁଦ୍ଧ ଏତେ ଭୟଙ୍କର ହେଲାଣି ଯେ, ଅନେକ ଭାରତୀୟ ଛାତ୍ରୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଯଦିଓ କିଛି ଛାତ୍ର ଛାତ୍ରୀ ଭାରତକୁ ଫେରିଛନ୍ତି । ତଥାପି ଏବେ ବି...

ଅସ୍ତ୍ର ତ୍ୟାଗ କରିବାର ପ୍ରଶ୍ନ ଉଠୁନି : ୟୁକ୍ରେନ

ଆମ ଅସ୍ତ୍ର, ଆମ ପାଇଁ ସତ୍ୟ । ଏ ଦେଶ ଆମର, ମାଟି ଆମର । ଏହାର ସୁରକ୍ଷା ପାଇଁ ଆମେ ଅସ୍ତ୍ର ଉଠାଇଛୁ । କାହା ଉପରେ ଆକ୍ରମଣ ପାଇଁ ନୁହେଁ । ତେଣୁ ଅସ୍ତ୍ର ତ୍ୟାଗ କରିବାର...

ମିଳୁନି ଖାଇବା, ଏଟିଏମରେ ଟଙ୍କା ନାହିଁ

ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ଆଜି ଦ୍ୱିତୀୟ ଦିନରେ ପହଁଞ୍ଚିଛି । ଋଷ ଲଗାତାର ୟୁକ୍ରେନ ଉପରେ ଆକ୍ରମଣ କରିବାରେ ଲାଗିଛି । ବିସ୍ଫୋରଣରେ ଏବେ ଥରୁଛି ୟୁକ୍ରେନ । ପରିସ୍ଥିିତି ଏତେ ଭୟାନକ ଅଛି ଯେ, ୟୁକ୍ରେନରେ ରହୁଥିବା ଭାରତୀୟ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...