ଭାଙ୍ଗି ଖଣ୍ଡ ଖଣ୍ଡ ହେବ ପାକିସ୍ତାନ !
ପୁଣି ଥରେ ଆତଙ୍କବାଦ ପ୍ରସଙ୍ଗକୁ ନେଇ ପାକିସ୍ତାନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ | ପାକିସ୍ତାନ ନିଜ ସୀମା ମଧ୍ୟରେ ରହିବାକୁ କହିଛନ୍ତି ରାଜନାଥ, ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ସେ ଚେତାବନୀ...
ପୁଣି ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି-ଟ୍ରମ୍ପ
ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ)ରେ ଯୋଗଦେବା ନିମନ୍ତେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ୧୧୨ଟି ଦେଶ ଯୋଗ ଦେବ | ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନାଁ ମଧ୍ୟ ରହିଛି...
ଶେଷରେ ମାନିଲା
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ମାନସିକ ସନ୍ତୁଳନ ହରାଇବସିଥିବା ପାକିସ୍ତାନ ହାର ମାନିଛି | ଜାତିସଂଘ ଓ ଯୁଦ୍ଧର ଧମକ ଦେଉଥିବା ପାକ ମୁଣ୍ଡ ତଳକୁ କରିଛି | ବିଦେଶ ଗଣମାଧ୍ୟମକୁ ଇମ୍ରାନ ଦେଇଥିବା...
‘ପିଓକେ’ର ସ୍ଥିତି ଖରାପ: ଜମ୍ମୁ କଶ୍ମୀର ରାଜ୍ୟପାଳ
‘ପିଓକେ’ରେ ବସବାସ କରୁଥିବା ଲୋକଙ୍କ ସ୍ଥିତି ଏବେ ଶୋଚନୀୟ | ବହୁ ଦୁଃଖ ଦୁର୍ଦଶା ମଧ୍ୟରେ ଗତି କରୁଛନ୍ତି ଏଠାରେ ବସବାସ କରୁଥିବା ଅଞ୍ଚଳବାସୀ | ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ‘ପିଓକେ’ ବାସୀଙ୍କୁ ନେଇ ଦେଇଛନ୍ତି ଏହି...
ହିନ୍ଦୀ ଦିବସ ଅବସରରେ ଶାହାଙ୍କ ଟୁଇଟ
ସେପ୍ଟେମ୍ବର ୧୪ ହିନ୍ଦୀ ଦିବସ | ସମସ୍ତ ଭାରତବାସୀଙ୍କୁ ହିନ୍ଦୀ ଦିବସ ଅବସରରେ ଟୁଇଟ କରି ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଟୁଇଟ କରି ଲେଖିଛନ୍ତି ଭାରତରେ ବିଭିନ୍ନ ପ୍ରକାରର ଭାଷା ରହିଛି |...
ରାଗରେ ଜଳୁଛି ପାକିସ୍ତାନ, କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ୍ ଯୋଗାଇବା ନେଇ କଲା ମନା
ବାଉଳି ହେଉଛି ପାକିସ୍ତାନ | କଶ୍ମୀର ପ୍ରସଙ୍ଗକୁ ନେଇ ସବୁ ଆଡୁ ନିରାଶ ହୋଇ ଫେରିବା ପରେ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବା ଆରମ୍ଭ କରିଦେଇଛି | ସୀମା ବାହାରେ ଅଶାନ୍ତି ସୃଷ୍ଟି କରୁଥିବା ବେଳେ ଏବେ ଭାରତୀୟ...
ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହେବେ ଏଇମାନେ
କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଥିବା ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି | ଦେଶର ପ୍ରଥମ ମହିଳା ଭାବେ ବକ୍ସର ମ୍ୟାରୀ କମ୍ଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ...
ବିକ୍ରମକୁ ନାସାର ହ୍ୟାଲୋ
ବିକ୍ରମ ସହ ଯୋଗାଯୋଗ କରିବା ନେଇ ରେଡ଼ିଓ ଫ୍ରିକ୍ବେନ୍ସି ଜରିଆରେ ହ୍ୟାଲୋ ମେସେଜ ପଠାଇଲା ନାସା | ଚନ୍ଦ୍ର ପୃଷ୍ଠରେ ପଡିଥିବା ବିକ୍ରମ ସହ ଯୋଗାଯୋଗ କରିବା ନେଇ ଇସ୍ରୋ ସହ ନାସା ଉଦ୍ୟମ କରିଛି | ନାସାର...
ମୁହାଁମୁହିଁ ହେଲେ ଭାରତ ଓ ଚୀନ
କାଶ୍ମିରରୁ ଧାରା ୩୭୦ ଉଛେଦ ହେବା ପରେ ପାକିସ୍ତାନ ସେନା ଭାରତରେ ଅଶାନ୍ତି ସୃଷ୍ଟି କରିବା ନେଇ ପ୍ରୟାସ ଜାରି ରଖିଥିବା ବେଳେ, ଅନେକ ସମୟରେ ଗୁଳି ଭାରତୀୟ ସେନାଙ୍କ ଉପରକୁ ଗୁଳି ବର୍ଷା କରୁଛନ୍ତି | ସେପଟେ ଭାରତ...
କ୍ଷୀର ଲିଟର ୧୪୦!
ଦୈନଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ମହଙ୍ଗା ମାଡ଼ ନେଇ ଭାଙ୍ଗିବାକୁ ବସିଲାଣି ପାକିସ୍ତାନୀଙ୍କ ଅଣ୍ଟା | ପ୍ରଥମେ ଟମାଟୋ ପରେ ସୁନା ଏବେ ଦୁଗ୍ଧର ଦର ଦାମ୍ ଆକାଶ ଛୁଆ ହୋଇଗଲାଣି | ସେଠାରେ ମହରମ ଅବସରରେ ପେଟ୍ରୋଲ ଠାରୁ...















