କାଫେ କଫି ଡେ ପ୍ରତିଷ୍ଠାତାଙ୍କୁ ଖୋଜୁଛନ୍ତି ୨୦୦ ପୁଲିସ୍
ଦେଶର ସର୍ବବୃହତ କଫି ଷ୍ଟୋର କାଫେ କଫି ଡେ ର ପ୍ରତିଷ୍ଠାତା ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଏମ୍ କ୍ରୀଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥଙ୍କୁ ଖୋଜୁଛନ୍ତି ପୁଲିସ୍ । କାରଣ ସିଦ୍ଧାର୍ଥ ଗତ କାଲି ଠାରୁ ନିଖୋଜ ଅଛନ୍ତି...
ରମେଶ ଇନିଂସ ଶେଷ
କର୍ଣ୍ଣାଟକରେ ଶେଷ ହେଲା ରମେଶ କୁମାର ଇଂନିସ । ନିଜ ପଦରୁ ଇସ୍ତଫା ଦେଲେ ବାଚସ୍ପତି କେ.ଆର ରମେଶ କୁମାର । ୟେଦୁରପ୍ପା ଆସ୍ଥା ଭୋଟରେ ଜିତିଲା ପରେ ପଦ ଛାଡିଲେ ରମେଶ । ରମେଶଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ...
ଦେଶର ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଦୂତୀ
ପ୍ରକାଶ ପାଇଛି ଦେଶର ଶୀର୍ଷ ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା । ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ । ତାଲିକାରେ ସ୍ଥାନ ପାଇଥିବା ୫୦ ଜଣଙ୍କ ମଧ୍ୟରୁ ୧୬...
ଥମୁନି କର୍ଣ୍ଣାଟକର ଡ୍ରାମା ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ
ବିଗତ କିଛି ଦିନହେବ କର୍ଣ୍ଣାଟକରେ ଲାଗିରହିଥିବା ରାଜନୈତିକ ହାଇଡ୍ରାମାର ଅବସାନ ହେଉନାହିଁ । କୁମାରସ୍ୱାମୀଙ୍କ ସରକାର ଭାଙ୍ଗିଲା ବିଏସ୍ ୟେଦୁରପ୍ପା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ହେଲେ । ଏସବୁ ମଧ୍ୟରେ ଲାଗୁଥିଲା କର୍ଣ୍ଣାଟକରେ ବିଗତ କିଛି ଦିନ ଧରିଲାଗି...
ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତ କରିବେ ପ୍ରତାପ
ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଆଫ୍ରିକାର ଜିନିଆ, ଗାମ୍ବିଆ ଓ ବେନିନ ଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ...
ଅପରେସନ ମହାଲକ୍ଷ୍ମୀ ଉଦ୍ଧାର ହେଲେ ୭୦୦ ଯାତ୍ରୀ
ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତିୀ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ମୁମ୍ବାଇ -କୋହ୍ଲାପୁର ମଧ୍ୟରେ ଚାଲିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ କିଛି ଘଣ୍ଟା ହେବ ବଦଲାପୁର ଏବଂ ୱାନଗାନୀ ରୁଟରେ...
ଇ ଯାନ କ୍ରୟ ଉପରୁ କମିଲା ଜିଏସଟି
ଶୁକ୍ରବାର ଜିଏସଟି କାଉନସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବ୍ୟାଟେରୀ ଚାଳିତ କାର ,ସ୍କୁଟରରେ ଜିଏସଟି ଦର କମିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ବିଦ୍ୟୁତ୍ ଚାଳିତ ଯାନବାହନରେ ଉପରେ ଥିବା ଜିଏସଟିକୁ...
ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଜିଗିର୍ ଦୋସ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ତାଙ୍କ ବାସଭବନରେ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ କରନ୍ତି ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ କରନ୍ତି । କେତେ ବେଳେ କେଉଁ ରାଷ୍ଟ୍ରର ପ୍ରମୁଖ ସଚିବ ଅବା କେତେବେଳେ କେଉଁ...
ବୃଦ୍ଧି ପାଉଛି ଡିଜିଟାଲ ମିଡିଆ ସଂଖ୍ୟା
ଭାରତରେ ବୃଦ୍ଧିପାଇବାରେ ଲାଗିଛି ଇଣ୍ଟରନେଟ୍ ବ୍ୟବହାରୀଙ୍କ ସଂଖ୍ୟା । ସେହି ଅନୁପାତରେ ବଢିଚାଲିଛି ଡିଜିଟାଲ ମିଡିଆର ସଂଖ୍ୟା । । ଡିଜିଟାଲ ମିଡିଆ ୨୦୧୯ରେ ଫିଲ୍କ ମନୋରଞ୍ଜନ ଏବଂ ୨୦୨୧ ସୁଦ୍ଧା ପ୍ରିଣ୍ଟ ମିଡିଆକୁ ପଛରେ ପକାଇଦେବ ।୨୦୨୧ ରେ ଡିଜିଟାଲ...
ଛୁଟୁଛି ଶୁଭେଚ୍ଛାର ସୁଅ
ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ପରେ ଉତ୍ସାହିତ ସାରା ଭାରତ । ଉତକ୍ଷେପଣ ପରେ ଇସ୍ରୋକୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତିଙ୍କଠୁ ଆରମ୍ଭକରି ପ୍ରଧାନମନ୍ତ୍ରୀ ସମସ୍ତେ ଟ୍ୱିଟ୍ କରି ଇସ୍ରୋ ଏବଂ ସମସ୍ତ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ...


















