ଚାଟାର୍ଡ୍ ଆକାଉଣ୍ଟାନ୍ସିରୁ ମିସ୍ ଇଣ୍ଡିଆ
ମିସ୍ ଇଣ୍ଡିଆ ଟାଇଟେଲ୍ ଜିତିଛନ୍ତି ସୁମନ ରାଓ । ସୁମନ ରାଜସ୍ଥାନ ଅନ୍ତର୍ଗତ ଉଦୟପୁରର ଝିଅ । କିଛି ବର୍ଷ ହେବ ସୁମନ ମୁମ୍ବାଇରେ ରହୁଥିଲେ । ମୁମ୍ବାଇରୁ ହାଇସ୍କୁଲ ପାସ୍ ଆଉଟ୍ ହେବା ପରେ ସୁମନ ନୂଆ ଦିଲ୍ଲୀରେ...
୧୪ବର୍ଷ ପରେ ଆସିଲା ରାୟ, ୪ଜଣଙ୍କୁ ଆଜୀବନ
୨୦୦୫ ଅଯୋଧ୍ୟାର ରାମ ଜନ୍ମଭୂମୀ ପରିସରରେ ଘଟିଥିବା ଆତଙ୍କବାଦୀ ହମଲାର ରାୟ ପ୍ରକାଶ ପାଇଛି । ମଙ୍ଗଳବାର ପ୍ରୟାଗରାଜର ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣିକରି ୫ ଜଣ ଦୋଷୀଙ୍କ ମଧ୍ୟରୁ ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଏବଂ ୪୦ ହଜାର...
ମାଷ୍ଟରମାଇଣ୍ଡ ସଫା
କଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ବଡ ସଫଳତା । ପୁଲୱାମା ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଜୈଶ କମାଣ୍ଡର ସଜ୍ଜାଦ ଭଟ୍ଟ ନିହତ ହୋଇଛି । ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଛନ୍ତି ଦୁଇ ଜୈଓ ଏ ମହମ୍ମଦର ଆତଙ୍କବାଦୀ । ଆଜି...
ପୁଲୱାମାରେ ଓଡିଆ ଯବାନ ସହିଦ
୧୪ ଫ୍ରେବୃଆରୀରେ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା ପୁଲୱାମା ଆତଙ୍କୀ ହମଲା । ଅତଙ୍କୀ ହମଲାରେ ୪୦ ବୀର ଯବାନ ପ୍ରାଶ ହରାଇଥିଲେ । ଏଥିରେ ଥିଲେ ଦୁଇଜଣ ବୀର ଓଡିଆ । ସେ ଘଟଣା ମନରୁ ନ ଲିଭୁଣୁ...
ପୁଣି ପୁଲୱାମାରେ ଆତଙ୍କବାଦୀ ହମଲା
ଗତ ଫେବ୍ରୁଆରୀରେ କାଶ୍ମୀରର ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ସେ ଘଟଣା ମନରୁ ନଲିଭୁଣୁ ଏହାର ୪ମାସ ପରେ ଅର୍ଥାତ୍ ଆଜି ପୁଣି ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ହସ୍ତଗତ...
ସଂସଦରେ ସଂସ୍କୃତରେ ଶପଥ ନେଲେ ଷଡଙ୍ଗୀ
୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ଚଳିତ ନିର୍ବାଚନରେ ନବ ନିର୍ବାଚିତ ସମସ୍ତ ସାଂସଦ ମାନେ ଆଜି ଶପଥ ଗ୍ରହଣ କରୁଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ଏଥର ଲୋକସଭା ଅଧିବେଶନ...
ସୋମବାର ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
କୋଲକାତାରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପ୍ରଭାବ ଏବେ ସାରା ଦେଶର ଡାକ୍ତରଙ୍କ ଉପରେ ପଡିଛି । ଡାକ୍ତରଙ୍କ ଉପରେ ଆକ୍ରମଣକୁ ଘୋର ପ୍ରତିବାଦ କରିବା ସହିତ ପଶ୍ଚିମବଙ୍ଗ ଡାକ୍ତରଙ୍କ ଧର୍ମଘଟକୁ ସମର୍ଥନ ଜଣାଇ ଏବେ ସାରା ଦେଶର ଡାକ୍ତର...
ଜେଇଇରେ କାର୍ତ୍ତିକେୟ ଟପ୍ପର , ଓଡିଶାରେ ସାୟନ୍ତନ ପ୍ରଥମ
ଶୁକ୍ରବାର ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ରେଜଲ୍ଟ । ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବ ଭାରତୀୟ ସ୍ତରରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଓଡ଼ିଶାର ସାୟନ୍ତନ ଧର ୫୧ ରାଙ୍କ ରଖି ଓଡ଼ିଶା...
ଏଏନ-୩୨ ବିମାନରେ ଥିବା ୧୩ ଜଣ ମୃତ: ଘୋଷଣା କଲା ବାୟୁସେନା
ଭାରତୀୟ ବାୟୁସେନାର ବିମାନ ଏଏନ-୩୨ରେ ଥିବା ସମସ୍ତ କର୍ମଚାରୀଙ୍କୁ ମୃତ ଘୋଷଣା କରାଯାଇଛି । ବିମାନରେ ଥିବା ସମସ୍ତ ୧୩ ଜଣ ପାଇଲଟ୍ ଓ କ୍ରୁ ମେମ୍ବରଙ୍କୁ ଗୁରୁବାର ମୃତ ଘୋଷଣା କରିଛି ଭାରତୀୟ ବାୟୁସେନା । ମୃତକଙ୍କ ମଧ୍ୟରେ...
ମୋଦିଙ୍କୁ ମିଳିଲାନି ବେଲ୍
ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ମିଳିଲାନି ଜାମିନ । ବ୍ରିଟେନ କୋର୍ଟରେ ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଚତୁର୍ଥ ଥର ପାଇଁ ନିରବଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଅନ୍ୟପଟେ କିଙ୍ଗଫିସର କମ୍ପାନିର...

















