ଆତ୍ମସମର୍ପଣ କଲେ ୬୨ ହାର୍ଡକୋର ନକ୍ସଲ
ଛତିଶଗଡ଼ର ନାରାୟଣପୁର ପୁଲିସ ନିକଟରେ ୬୨ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୬୨ ହାର୍ଡକୋର ନକ୍ସଲ ଅବୁଝମାଡ଼ ସର୍କଲର ବୋଲି ଜଣାପଡ଼ିଛି। ସୁଚନାନୁସାରେ, ନକ୍ସଲମାନେ ବସ୍ତର ଆଇଜି ବିବେକାନନ୍ଦ ସିହ୍ନା ଓ ଅନ୍ୟ ବରିଷ୍ଠ ସଦସ୍ୟଙ୍କ ନିକଟରେ ଏହି...
ଅଟଳଙ୍କ ନାମରେ ନାମିତ ହେଲା ଏହି ଷ୍ଟାଡିୟମ
ଦୀର୍ଘ 24 ବର୍ଷ ପରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯିବ ଅନ୍ତରାଷ୍ଟ୍ରୀୟ ମ୍ୟାଚ. ତେବେ ପୂର୍ବରୁ ଇକାନା ନାମରେ ଥିବା ଏହି ଷ୍ଟାଡିୟମର ନାମ ବଦଳିଛି. ନାମ ବଦଳି ହୋଇଛି ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ’. ଏହି...
୨ ହିଜବୁଲ ମୁଜାହିଦ୍ଦିନ୍ ଆତଙ୍କବାଦୀ ନିହତ
ଜମ୍ମୁ-କଶ୍ମୀର ଶୋପିଆନ୍ରେ ମଙ୍ଗଳବାର ସୁରକ୍ଷାବଳ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀଙ୍କୁ ମହମ୍ମଦ ଇଦ୍ରିଶ୍ ସୁଲତାନ ଏବଂ ଅମୀର ହୁସେନ୍ ଭାବେ ଚିହ୍ନଟ କରାଯାଇଛି। ସେମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର...
ବାବା ରାମଦେବଙ୍କ ବିବାଦୀୟ ମନ୍ତବ୍ୟ, ଦୁଇରୁ ଅଧିକ ପିଲା ଜନ୍ମ କଲେ ନ ମିଳୁ ଭୋଟ ଅଧିକାର
ପତଞ୍ଜଳୀ ଯୋଗପୀଠରେ ଦୁଇ ଦିବସୀୟ ଜ୍ଞାନକୁମ୍ଭ ଆୟୋଜନ କରାଯାଇଛି. ଯେଉଁଥିରେ ବାବା ରାମଦେବ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ଘେରକୁ ଆସିଛନ୍ତି. ସେ କହିଛନ୍ତି କି ଏହି ଦେଶରେ ଯେଉଁମାନେ ମୋ ଭଳି ବିବାହ ନ କରିବେ ସେମାନଙ୍କୁ...
ଜାମ୍ମୁକାଶ୍ମୀରରେ ପ୍ରବଳ ତୁଷାରପାତ କାରଣରୁ ବିଦ୍ୟୁତ ସେବା ବ୍ୟାହତ
ଜାମ୍ମୁକାଶ୍ମୀରରେ ପ୍ରବଳ ତୁଷାରପାତ କାରଣରୁ ବନ୍ଦ ହୋଇଯାଇଛି ବିଦ୍ୟୁତ ସେବା. ଯାହାକୁ ନେଇ ପୂରା ରାଜ୍ୟ ଅସୁବିଧାର ସମ୍ମୁଖୀନ ହେଉଛି. ବିଶେଷ ଭାବରେ ଛାତ୍ରଛାତ୍ରୀ ଓ ରୋଗୀମାନଙ୍କୁ ଏହି ଅସୁବିଧାର ସାମ୍ନା କରିବାକୁ ପଡୁଛି. ବିଦ୍ୟୁତ ନଥିବା କାରଣରୁ ଛାତ୍ରଛାତ୍ରୀ...
‘ସାମ୍ବାଦିକ ଆମର ଶତ୍ରୁ ନୁହେଁ ବରଂ ମିତ୍ର’: ମାଓବାଦୀଙ୍କ ସ୍ପଷ୍ଟୀକରଣ
ଛତିଶଗଡ ଦନ୍ତେୱାଡାରେ ମାଓବାଦୀଙ୍କ ଗୁଳିରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ ସହିଦ ହୋଇଥିବା ଘଟଣାରେ ଶୁକ୍ରବାର ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । କ୍ୟାମେରାମ୍ୟାନ ମୃତ୍ୟୁ ଘଟଣାକୁ ନେଇ ସିପିଆଇ ମାଓ ସଙ୍ଗଠନ ଦୁଃଖ ପ୍ରକାଶ କରିବା ସହ...
ଜାଣନ୍ତୁ ବିଶ୍ୱର ଷ୍ଟାଚ୍ୟୁ ଅଫ୍ ୟୁନିଟି ବିଷୟରେ କିଛି ରୋଚକ କଥା
ବିଶ୍ୱର ସୁଉଚ୍ଚ ମୂର୍ତ୍ତି, ଷ୍ଟାଚ୍ୟୁ ଅଫ୍ ୟୁନିଟି । ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି । ଗୁଜୁରାଟ ନର୍ମଦା ଜିଲ୍ଲାର କେଭାଡିଆରେ ନିର୍ମିତ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ଏଫଟିଆଇଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅନୁପମ ଖେର୍
ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏଫ୍ଟିଆଇଆଇ) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅଭିନେତା ଅନୁପମ୍ ଖେର ସେ ତାଙ୍କ ଇସ୍ତଫା ପତ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋରଙ୍କ ନିକଟକୁ ପଠାଇ ଦେଇଛନ୍ତି. ତେବେ ଇସ୍ତଫା ସଂପର୍କରେ ଅନୁପମ ଖେର୍...
ମା’ ଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ବନିଲେ ଦେଶର ତୃତୀୟ ମହିଳା ଆସିଷ୍ଟାଣ୍ଟ କମାଣ୍ଡଣ୍ଟ
ମା’ ଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ଦେଶର ତୃତୀୟ ମହିଳା ଆସିଷ୍ଟାଣ୍ଟ ହୋଇଛନ୍ତି ସୌମ୍ୟା. ସେ ଦେଶର ପ୍ରଥମ ମହିଳା ଆସିଷ୍ଟାଣ୍ଟ ହେଲା ପରେ ନିଜ ସ୍ୱପ୍ନକୁ ପୂରଣ କରିବା ସହ ଦେଶ ଓ ଜିଲ୍ଲାର ଝିଅଙ୍କ ପାଇଁ...














