31.1 C
Bhubaneswar
Monday, November 16, 2026
-Advertisement-

କେରଳରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ

କେରଳର ଜଣେ ଛାତ୍ରଙ୍କ ପାଖରେ କରୋନା ଭୁତାଣୁ ଚିହ୍ନଟ କରାଯାଇଛି. ଚୀନର ୟୁହାନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏହି ଛାତ୍ର କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି. ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବା ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି....

ଫାଶି ଘୁଞ୍ଚିବ କି ନାହିଁ ଆଜି ନିଷ୍ପତ୍ତି

ନୂଆଦିଲ୍ଲୀ: ୨୦୧୨ ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁର୍ଷମ ଓ ହତ୍ୟା ମାମଲାରେ ୪ ଦୋଷୀ ମୁକେଶ କୁମାର, ବିନୟ ଶର୍ମା, ଅକ୍ଷୟ ଠାକୁର, ପବନ ଗୁପ୍ତା ଆସନ୍ତା ଫେବୃୟାରୀ ୧ ତାରିଖରେ ଫାଶି ଦେବା ପାଇଁ ତାରିଖ...

କେଜ୍ରିୱାଲଙ୍କ ଗ୍ୟାରେଣ୍ଟି କାର୍ଡ

ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାରି କରିଛନ୍ତି ଗ୍ୟାରେଣ୍ଟି କାର୍ଡ । ରାଜ୍ୟରେ କ୍ଷମତାକୁ ଆସିଲେ ୧୦ ଟି କାମ ନିଶ୍ଚିତ କରିବେ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି କେଜ୍ରିୱାଲ । ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ...

ଅନୁମତି ମିଳିଲେ PoK ଦଖଲ କରିବୁ

ସୀମା ସୁରକ୍ଷା ପାଇଁ ଆର୍ମି ମୁଖ୍ୟଙ୍କ କଡା ଅଭିମୁଖ୍ୟ I ପାକ୍ ଅଧିକୃତ କାଶ୍ମୀର ଦଖଲ ପାଇଁ ଇସାରା ଦେଲେ ଆର୍ମି ମୁଖ୍ୟ ଚିଫ୍ ଜେନେରାଲ ଏମ ଏମ ନର୍ଭାଣେ I ସାମ୍ବାଦିକ ସମ୍ମିଳନୀରେ କହିଲେ, ସମ୍ବିଧାନର ସୁରକ୍ଷା ପାଇଁ...

ଜେଏନୟୁ ଆକ୍ରମଣରେ ବିଜେପି ଲିଙ୍କ୍ !

ରବିବାର ରାତିରେ ନୂଆଦିଲ୍ଲୀ ଜେଏନୟୁ ଭିତରେ ପଶି ଆକ୍ରମଣ କରିଥିବା ମୁଖାପିନ୍ଧା ଦୁର୍ବୃତ୍ତ କିଏ ? ଏହାକୁ ନେଇ ତନାଘନା ଚାଲିଥିବା ବେଳେ ଆକ୍ରମଣ ପୂର୍ବର କିଛି ଫଟୋ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି I ଫଟୋ କହୁଛି...

ଫେବ୍ରୁଆରୀ ୮ରେ ଦିଲ୍ଲୀ ଭୋଟ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଫେବ୍ରୁଆରୀ ୮ରେ ହେବ ଦିଲ୍ଲୀ ବିଧାନସଭା ଭୋଟ ଗ୍ରହଣ । ଗୋଟିଏ ପର୍ଯ୍ୟାୟରେ ହେବ ସମସ୍ତ ୭୦ ଆସନରେ ଭୋଟ । ଫେବ୍ରୁଆରୀ ୧୧ରେ ଦିଲ୍ଲୀ ବିଧାନସଭା ଭୋଟ ଗଣତି...

ଇରାକର ବାଗଦାଦ ବିମାନ ବନ୍ଦର ଉପରେ ଆମେରିକାର ଏୟାରଷ୍ଟ୍ରାଇକ, ଭୟଙ୍କର ପରିସ୍ଥିତି ହେବ କହିଲା: ଇରାକ

ଇରାକର ବାଗଦାଦ ବିମାନ ବନ୍ଦର ଉପରେ ଏୟାରଷ୍ଟ୍ରାଇକ କଲା ଆମେରିକା | ଏହି ଏୟାରଷ୍ଟ୍ରାଇକରେ ଇରାନର ଅଲ କୁର୍ଦୁଶ୍ ଫୋର୍ସର ପ୍ରମୁଖ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନ ଓ ଇରାକୀ ମିଲିସିଆ କମାଣ୍ଡର ଅବୁ ମହଦୀ ଅଲ୍ ମୁହାଣ୍ଡିସ୍...

ଦିଲ୍ଲୀ ଓ ଉତ୍ତର ଭାରତରେ ଭୂକମ୍ପ

ଆଜି ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିବା ପ୍ରଥମେ କୁହାଯାଇଥିଲା। ତେବେ ପରେ ଜଣାପଡ଼ିଛି ଏହାର ତୀବ୍ରତା ୬.୩ ଥିଲା। ଏହା ମୁଖ୍ୟତଃ...

ଦିଲ୍ଲୀରେ ମୋବାଇଲ ନେଟୱାର୍କ ବନ୍ଦ

ନାଗରିକତା ସଂଶୋଧନ ଆଇନକୁ ନେଇ ଆଜି ପୁଣି ଦିଲ୍ଲୀରେ ଉତ୍ତେଜନା ସୃଷ୍ଟି ହୋଇଛି । ଲାଲକିଲ୍ଲା ନିକଟରେ ଏକାଠି ହୋଇଛନ୍ତି ହଜାର ହଜାର ବିକ୍ଷୋଭକାରୀ । ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାକୁ ନିୟନ୍ତ୍ରଣ...

ଜଳୁଛି ଆସାମ

ଜଳୁଛି ଉତ୍ତର ପୂର୍ବାଞ୍ଚଳ. ନାଗରିକତା ସଂଶୋଧନ ବିଲ୍ ସଂସଦରେ ପାରିତ ହୋଇସାରିଥିବା ବେଳେ ଏହାକୁ ଉତ୍ତର ପୂର୍ବ ଭାରତରେ ପ୍ରଚଣ୍ଡ ବିରୋଧ କରାଯାଇଛି. ଆସାମର ଗୌହାଟୀରେ କର୍ଫ୍ୟୁ ଜାରି କରାଯାଇଥିବା ସତ୍ତ୍ବେ ଲୋକେ ବିରୋଧ ଜାରି ରଖିଛନ୍ତି. ହଜାର ହଜାର...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...