ଇଦ୍-ଉଲ୍-ଜୁହାରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ
ବୁଧବାର ସକାଳେ ଜାମ୍ମୁ ଓ କାଶ୍ମୀରର କୁଲଗ୍ରାମରେ ଆତଙ୍କବାଦୀମାନେ ତାଲିମରେ ଥିବା ଜଣେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି କରି ହତ୍ୟା କରିଛନ୍ତି. ତାଙ୍କ ନାମ ଫୟାଦ ଅହମ୍ମଦ ବୋଲି ଜଣାପଡିଛି. ସୂଚନା ମୁତାବକ, ସେ କିଛିଦିନ ପାଇଁ ଛୁଟିରେ ଆସିଥିଲେ...
ମୁମ୍ବାଇ: କ୍ରିଷ୍ଟାଲ ଟାୱରରେ ଅଗ୍ନିକାଣ୍ଡ
ମୁମ୍ବାଇର ପରେଲ ସ୍ଥିତ କ୍ରିଷ୍ଟାଲ ଟାୱାରର ୧୨ ମହଲାରେ ଭୟାବହ ଅଗ୍ନିକାଣ୍ଡ । ୨୦ଟି ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ୧୨ ମହଲାରେ ରହୁଥିବା ଲୋକଙ୍କୁ କ୍ରେନ ସାହାର୍ଯ୍ୟରେ ଉଦ୍ଧାର କରାଯାଇଛି ।...
ବଦଳିଲେ ସାତଟି ରାଜ୍ୟର ରାଜ୍ୟପାଳ
କେନ୍ଦ୍ର ସରକାରଙ୍କ ଦ୍ୱାରା ମଙ୍ଗଳବାର ସାତଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାତଟି ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ସତ୍ୟପାଲ ମଲ୍ଲିକ ଜମ୍ମୁ ଓ କାଶ୍ମୀରର ନୂଆ ରାଜ୍ୟପାଳ ଭାବେ...
ହାର୍ଦ୍ଦିକଙ୍କ ଅନଶନରେ ଲାଗିଲା ଗ୍ରହଣ, ସରକାର ଲଗାଇଲେ 144 ଧାରା
ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଦ୍ୱାରା 25 ଅଗଷ୍ଟକୁ ଆରମ୍ଭ ହେବାକୁ ଥିବା ଅନିଶ୍ଚିତକାଳୀନ ଅନଶନରେ ଲାଗିଲା ଗ୍ରହଣ । ଅପିଲ୍ ସତ୍ତ୍ୱେ ସରକାର ହାର୍ଦ୍ଦିକ ପଟେଲଙ୍କୁ ଅହମ୍ମଦାବାଦର ନିକୋଲ ଅଞ୍ଚଳରେ ଅନଶନ କରିବା ପାଇଁ ଅନୁମତି ଦେଲେନାହିଁ ।...
ନଦୀରେ ଗାଡ଼ି ଓଲଟି 11 ଜଣଙ୍କ ମୃତ୍ୟୁ
ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କର ମୃତ୍ୟୁ ହୋଇଛି । ମଶେଲ୍ ତୀର୍ଥଯାତ୍ରାରୁ ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।
11ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ବର୍ଷର ଶିଶୁକୁ...
‘ଅଟଳ ନଗର’ ନାଁ ରେ ନୂଆ ପରିଚୟ ପାଇଲା ଛତିଶଗଡ଼ର ନୂଆ ରାୟପୁର
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଦେଇ ନୂଆ ରାୟପୁରକୁ ‘ଅଟଳ ନଗର’ ନାମରେ ନାମିତ କରାଯିବ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ।
ନ୍ୟୁ ରାୟପୁର ସହର ଛତିଶଗଡ଼ର ରାଜଧାନୀ ହେବାର ପ୍ରସ୍ତାବ...
ମୁଡ୍ ଅଫ ଦି ନେସନ: ଘଣ୍ଟି ବାଜିଯିବ କି ବିଜେପିର !
ସାଧାରଣ ନିର୍ବାଚନ ପୂର୍ବରୁ କଣ ରହିଛି ଦେଶବାସୀଙ୍କ ମୁଡ୍ ? କାହା ସପକ୍ଷରେ ଅଛନ୍ତି ଦେଶବାସୀ ? ଏହାକୁ ନେଇ କରାଯାଇଥିବା ସର୍ଭେ "ମୁଡ୍ ଅଫ ଦି ନେସନ" ରିପୋର୍ଟ ପ୍ରକାଶ ପାଇଛି. ଏଥିରେ ଆସନ୍ତା ସାଧାରଣ ନିର୍ବାଚନ ବିଜେପି...
ଗୋଟିଏ ପରିବାରର ୫ମୃତ। ଫ୍ରିଜ , ଆଲମାରି ଓ ସୁଟକେଶରୁ ମିଳିଲା ଶବ ।
ଆଲ୍ଲାବାଦର ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ । ମୃତକଙ୍କ ଶରୀର ଫ୍ରିଜ, ଆଲମାରି ଓ ସୁଟକେଶରୁ ଉଦ୍ଧାର କରାଯାଇଛି। ଘରର ମୁରବି ନିଜ ପତ୍ନୀ ଓ ସନ୍ତାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ...
ମହାରାଷ୍ଟ୍ର ଓ ଗୋଆରେ ହୋଇପାରେ କେରଳ ପରି ଭୟଙ୍କର ବନ୍ୟା
ମହାରାଷ୍ଟ୍ର ଓ ଗୋଆରେ ହୋଇପାରେ କେରଳ ପରି ଭୟଙ୍କର ବନ୍ୟା। ବିଶିଷ୍ଟ ପରିବେଶବିତ ମାଧବ ଗଡଗିଲ ଏଭଳି ସତର୍କ ସୁଚନା ଦେଇଛନ୍ତି। ସେ କହିଛନ୍ତି, ଯଦିଓ କେରଳ, ଗୋଆ ଓ ମହାରାଷ୍ଟ୍ରରେ ବୃଷ୍ଟିପାତର ପରିମାଣ ସମାନ ନାହିଁ ତଥାପି ଏଠାକାର...
କ୍ରିକେଟ୍ ମଇଦାନରୁ ରାଜନୀତି, ପଦ୍ମ ଧରିପାରନ୍ତି ଗମ୍ଭୀର
ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଆଗାମୀ 2019 ନିର୍ବାଚନରେ ଲଢିବା ନେଇ ଜାତୀୟ ଗଣମାଧ୍ୟମରେ ଖୁବ ଚର୍ଚ୍ଚା । ଗମ୍ଭୀର ବିଜେପିରେ ଯୋଗ ଦେଇ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଭାରତୀୟ...












