31.1 C
Bhubaneswar
Monday, November 16, 2026
-Advertisement-
video

ନୋ ବିଲ ନୋ ପେମେଣ୍ଟ

ଯାତ୍ରୀମାନଙ୍କ ସୁବିଧା ପାଇଁ ଏକ ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ । ରେଲୱେ ପ୍ଲାଟଫର୍ମରୁ ଜିନିଷ ପତ୍ର କିଣାନେଇ ନୂଆନିୟମ ଜାରି କରାଯାଇଛି । ଏହି ନିୟମ ଅନୁସାରେ, ରେଲୱେ ପ୍ଲାଟଫର୍ମରୁ କିଣୁଥିବା ସମସ୍ତ ଜିନିଷ ଉପରେ ବିଲ୍...

କମ୍ପାନୀକୁ ନୋଟିସ ଦେଲେ କେନ୍ଦ୍ର ସରକାର

ବର୍ତ୍ତମାନ ଯୁବ ପିଢିଙ୍କ ମନୋରଞ୍ଜନର ଏକ ପ୍ରମୁଖ ଉପାଦାନ ପାଲଟିଛି ଟିକ୍ ଟକ୍ ଓ ହେଲୋ । ଟିକ୍ ଟକ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କଲେଜ ପିଲାଙ୍କଠୁ ଆରମ୍ଭକରି ଗୃହିଣୀ ସମସ୍ତେ ଟିକ୍ ଟକ୍...

ଜୁଲାଇ ୨୨ରେ ଭାରତର ଚନ୍ଦ୍ର ଅଭିଯାନ

ଜୁଲାଇ ୨୨ ତାରିଖରେ ଇତିହାସ ରଚିବ ଭାରତ କାରଣ ୨୨ ଜୁଲାଇ ଅପରାହ୍ନ ୨ଟା ୪୩ ମିନିଟରେ ଉତକ୍ଷେପଣ ହେବ ଚନ୍ଦ୍ରାୟନ-୨ । ଆନ୍ଦ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ଶତୀଶ ଧୱନ ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ ଜିଏସ୍ ଏଲ୍ଭି ଏମକେ-୩...

ଅମିତ ଶାହାଙ୍କ କଡା ନିର୍ଦ୍ଦେଶ

ସାରା ଭାରତର କୋଣ ଅନୁକୋଣରେ ରହିଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କୁ ଦେଶାନ୍ତର କରାଯିବ । ଏଥିପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ । ରାଜ୍ୟସଭାରେ ବୁଧବାର ସମାଜବାଦୀ ପାର୍ଟି ସାଂସଦ ଜାଭେଦ ଅଲ୍ଲୀ ଖାନଙ୍କ ଏକ ପ୍ରଶ୍ନର ଉତ୍ତର...

ଆଜିଠୁ କଟକରେ ରାଜ୍ୟଗୋଷ୍ଠି ଟେବୁଲ ଟେନିସ୍ ଚାମ୍ପିଅନଶିପ

ଆଜିଠୁ କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠି ଟେବୁଲ ଟେନିସ୍ ଚାମ୍ପିଅନଶିପ । ଜୁଲାଇ ୧୭ ରୁ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଚାମ୍ପିଅନଶିପରେ ୧୪ ଟି ଦେଶ ଭାଗ ନେଉଛନ୍ତି ।...

ହାଫିଜ ସୟିଦ ଗିରଫ

କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ଗିରଫ । ପାକିସ୍ତାନ ଲାହୋରରୁ ତାକୁ ଗିରଫ କରାଯାଇଛି । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଟ ହାଫିଜ ସୟିଦ । ଗିରଫ ପରେ ହାଫିଜକୁ ହେପାଜତକୁ ନେଲା ପାକିସ୍ତାନ ପୋଲିସ

କଠୋର ହେଲେ ମୋଦି ,ମାଗିଲେ ଗୃହରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀ ଓ ସାଂସଦଙ୍କ ତାଲିକା

ମନ୍ତ୍ରୀ ଓ ସାଂସଦଙ୍କ ପାଇଁ କଠୋର ହେଲେ ମୋଦି । ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀ ଓ ସାଂସଦ ମାନଙ୍କ ତାଲିକା ପ୍ରତିଦିନ ଦାଖଲ କରିବାକୁ ଦେଲେ ନିର୍ଦ୍ଦେଶ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ଦ୍ଦେଶ ଦେଇ...

ଭୁଷୁଡିଲା ୪ ମହଲା କୋଠା , ଫଶି ରହିଛନ୍ତି ୪୦ରୁ ୫୦ ଲୋକ

ମାୟାନଗରୀ ମୁମ୍ବାଇରେ ବଡ ଦୁର୍ଘଟଣା । ମୁମ୍ବାଇର ଡଙ୍ଗୋରୀ ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଷୁଡି ପଡିବା ଫଳରେ ୫୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ଆଜି ୧୧ ଟା ୪୮ ସମୟରେ ଡଙ୍ଗୋରୀର...

ଠକାମୀର ଶିକାର ହେଲେ ବିରେନ୍ଦ୍ର ସେୱାଗଙ୍କ ପତ୍ନୀ

ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ ଓପନର ବିରେନ୍ଦ୍ର ସେୱାଗଙ୍କ ପତ୍ନୀ ଆରତୀ ସେୱାଗ ଠକାମୀର ଶିକାର ହୋଇଛନ୍ତି । ଆରତୀ ତାଙ୍କ ବ୍ୟବସାୟ ସହଯୋଗୀ ରୋହିତ କକ୍କରଙ୍କ ନାମରେ ଥାନରେ ମାମଲା ଦାୟର କରିଛନ୍ତି । ରୋହିତ ଏବଂ...

ପ୍ରେମ ବିବାହରେ ନୂଆ ମୋଡ

ବରେଲିର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀଙ୍କ ପ୍ରେମ ବିବାହରେ ନୂଆ ମୋଡ ସାମ୍ନାକୁ ଆସିଛି । ରାଜେଶଙ୍କ ଝିଅ ସାକ୍ଷୀ ଅଜିତେଶ ନାମକ ଜଣେ ଦଳିତ ଶ୍ରେଣୀର ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି । ଦୁହେଁ ପ୍ରୟାଗରାଜର...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...