164 କୋଟି ଟଙ୍କା ଫେରାଇବାକୁ ଆପ୍ କୁ ନୋଟିସ୍
ସରକାରୀ ବିଜ୍ଞାପନ ଆଳରେ ନିଜ ଦଳର ପ୍ରଚାର କରୁଛି ଆମ୍ ଆଦମୀ ପାର୍ଟି । ଏଥିପାଇଁ ସରକାର ଖର୍ଚ୍ଚ କରିଥିବା 163.62 କୋଟି ଟଙ୍କା ଫେରାଇବାକୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ନୋଟିସ ଜାରି କରିଛି ସୂଚନା ଓ ପ୍ରସାର...
‘ନାଟୁ ନାଟୁ’କୁ ଗୋଲ୍ଡେନ ଗ୍ଲୋବ
ଗୋଲ୍ଡେନ ଗ୍ଲୋବ ୨୦୨୩ରେ RRRର ଜଲୱା । ବେଷ୍ଟ ଅରରିଜିନାଲ ସଙ୍ଗ ଆୱାଡ ପାଇଲା ନାଟୁ ନାଟୁ । ବକ୍ସ ଅଫିସରେ ସୁପରଡୁପର ହୋଇଥିବା ରାଜମୌଲିଙ୍କ ଏହି ଫିଲ୍ମ ପୁରା ବିଶ୍ୱରେ ପ୍ରଶଂସା ସାଉଁଟିଛି । ଆମେରିକାରେ ଚାଲିଥିବା ଗୋଲ୍ଡେନ...
ଆଇନ ବହି ପଢିବାକୁ ମାଗିଲା ଅଭିଯୁକ୍ତ
ଦିଲ୍ଲୀ ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା । ବଢିଲା ଅଭିଯୁକ୍ତ ଆଫତାବର ବିଚାର ବିଭାଗୀୟ ହାଜତ ଅବଧି । ୧୪ଦିନ ଅବଧି ବଢାଇଲେ ଦିଲ୍ଲୀ ସାକିତ କୋର୍ଟ । ହାଜତରେ କିଛି ଆଇନ ବହି ପଢିବାକୁ ମାଗିଛି...
ଫସିଥିଲେ ଅଞ୍ଜଳି, ଜାଣିଥିଲେ ଅଭିଯୁକ୍ତ
ଦିଲ୍ଲୀ ଅଞ୍ଚଳି ସିଂ ମୃତ୍ୟୁ ମାମଲାରେ ବଡ ଖୁଲାସା । କାର ଚକା ତଳେ ଅଞ୍ଚଳି ଫସିଥିବା ଜାଣିଥିଲେ ଅଭିଯୁକ୍ତ । ପଚରାଉଚରାବେଳେ ଏନେଇ ପୋଲିସ ଆଗରେ ମାନିଛନ୍ତି ଅଭିଯୁକ୍ତ । ଦୁର୍ଘଟଣା ପରେ ଅଞ୍ଚଳି କାର ତଳେ ଫସି...
ଶୀତ ଚାଦର ତଳେ ଦିଲ୍ଲୀ
ପ୍ରବଳ ଜାଡରେ ଥରୁଛି ଉତ୍ତର ଭାରତ । କୁହୁଡି ସାଙ୍ଗକୁ କୋହଲା ପବନ । ଲଗାତାର ଖସୁଛି ପାରଦ । ଦିଲ୍ଲୀ ଏନସିଆର ସମେତ ଉତ୍ତର ପଶ୍ଚିମରେ ହାଡ ଭଙ୍ଗା ଶୀତ ଅନୁଭୁତ ହେଉଛି । ଚଳିତ ସିଜିନର ଏହା...
ହସ୍ପିଟାଲରେ ମା’ଙ୍କୁ ଭେଟିବେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର । ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ଅହମଦାବାଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ଯେ, ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।...
ମାସ୍କ ବାଧ୍ୟତାମୂଳକ କଲେ ସରକାର
କର୍ଣ୍ଣାଟକ ସରକାରଙ୍କ ବଡ ନିଷ୍ପତ୍ତି । କରୋନାର ଭୟାବହତାକୁ ଦେଖି କୋଭିଡ କଟକଣା କଡାକଡି କରିଛନ୍ତି କର୍ଣ୍ଣାଟକ ସରକାର । ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ସ୍କୁଲ , କଲେଜ, ସିନେମା ହଲରେ ବି ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି ।...
ଚୀନରେ ସ୍ଥିତି ଗମ୍ଭୀର
ଚୀନରେ କରୋନା ଭାଇରସ ଏବେ ଚିନ୍ତା ବଢାଇଲାଣି । କୋଭିଡ ଗାଇଡଲାଇନ୍ ଶେଷହେବା ପରେ କରୋନା ମାମଲା ଏବେ ହୁ ହୁ ହୋଇ ବଢିବାରେ ଲାଗିଛି । କିଛିଦିନ ହେବ ଚୀନରେ ଲକ୍ଷେ ଲୋକ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି ।...
ମେସିଙ୍କର ଐତିହାସିକ ୱାର୍ଲ୍ଡ ରେକର୍ଡ
ଆର୍ଜେଣ୍ଟିନା ତୃତୀୟ ବିଶ୍ୱକପ ଟାଇଟେଲ ଜିତିଛି । ୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି । ରୋମାଞ୍ଚକର ମ୍ୟାଚରେ ବିଶ୍ୱବିଜେତା ଫ୍ରାନ୍ସକୁ ପରାସ୍ତ କରିଛି ଆର୍ଜେଣ୍ଟିନା । ଫିପା ବିଶ୍ୱକପ ଟାଇଟେଲ ହାତେଇଲା ଆର୍ଜେଣ୍ଟିନା । ପେନାଲଟି...
ବିବାଦ ପରେ ମୁହଁ ଖୋଲିଲେ କିଙ୍ଗ୍ ଖାନ୍
ଥମୁନି ଶାହାରୁଖ ଓ ଦୀପିକାଙ୍କ ଅଭିନୀତ ଫିଲ୍ମ ପଠାନକୁ ନେଇ ବିବାଦ । ନିକଟରେ ରିଲିଜ ହୋଇଥିବା ଫିଲ୍ମର ବେସରମ ରଙ୍ଗ ଗୀତକୁ ନେଇ ବିବାଦ ଉପୁଜିଛି । ଦୀପିକା ଏହି ଗୀତଟିରେ ବିକିନିରେ ନଜର ଆସିଛନ୍ତି । ଜାହାକୁ...

















