29.1 C
Bhubaneswar
Monday, November 16, 2026
-Advertisement-

କେମିତି କ୍ରାଶ୍ ହେଲା ଏୟାର ଆମ୍ବୁଲାନ୍ସ

ଝାଡ଼ଖଣ୍ଡର ବିମାନ ଦୁର୍ଘଟଣା ମାମଲାରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋର ପ୍ରାଥମିକ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି। ତଦନ୍ତକାରୀ ଦଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ଆବଶ୍ୟକୀୟ ପ୍ରମାଣ ସଂଗ୍ରହ କରିଛନ୍ତି ଏବଂ ବିମାନର ଭଙ୍ଗା ଅଂଶରୁ ଗୁରୁତ୍ୱପୂର୍ଣ୍ଣ...

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ କହିଲେ “ଭାରତ ଭିତରେ ପଶିକି ମାରିବୁ”

ପାକିସ୍ତାନ ପକ୍ଷରୁ ଭାରତ ପାଇଁ ଆକ୍ରମଣାତ୍ମକ ବୟାନବାଜି କରାଯାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଦାବି କରିଛନ୍ତି ଯେ ତାଙ୍କ ସେନା ବିଗତ ବର୍ଷ ଭାରତ ବିରୋଧରେ ଲଢ଼େଇରେ ବିଜୟ ହାସଲ କରିଥିଲା ଏବଂ ଆଗକୁ ମଧ୍ୟ ଲଢ଼ିବାକୁ...

ଆତଙ୍କବାଦୀ ଶବିରର ବଡ଼ ଖୁଲାସା;ଦିଲ୍ଲୀର ମନ୍ଦିରକୁ ଟାର୍ଗେଟ

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଆତଙ୍କବାଦୀ ଶବିର ଅହମ୍ମଦ ଲୋନ୍‌କୁ ଦିଲ୍ଲୀ ପୋଲିସ ପଚରାଉଚରା ଆରମ୍ଭ କରିଛି। ଏହି ସମୟରେ ଶବିର ଅନେକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି। ପୂର୍ବରୁ ସେ ଦିଲ୍ଲୀର ତିନୋଟି ବଡ଼ ମନ୍ଦିରର ରେକି କରିଥିଲା।...

ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ

ଇରାନ ସହିତ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ସମାଧାନରେ ପହଞ୍ଚିନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ସେ ଇରାନ ସହିତ ଆଲୋଚନା ଜାରି ରଖିଛନ୍ତି। କିନ୍ତୁ ଇରାନ ଟ୍ରମ୍ପଙ୍କ ଏମିତି ବୟାନକୁ ପ୍ରତ୍ୟାଖ୍ୟାନ...

ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଓଡ଼ିଶାର ଶକ୍ତି କ୍ଷେତ୍ର ଉପରେ ପଡୁଥିବା ପ୍ରଭାବର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଜରୁରୀ ବୈଠକ ଡାକିଛନ୍ତି। ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ...

ରୁଷିଆଠୁ S-400 ସିଷ୍ଟମ କିଣିବ ଭାରତ

ସୀମାରେ ବଢୁଥିବା ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ନିଜର ଆକାଶ ମାର୍ଗର ସୁରକ୍ଷାକୁ ଆହୁରି ମଜଭୁତ କରିବାକୁ ଯାଉଛି। ଭାରତ ବର୍ତ୍ତମାନ ରୁଷିଆ ଠାରୁ S-400 ମିସାଇଲ୍ ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଯୋଜନା କରୁଛି। ଏହି ଅତ୍ୟାଧୁନିକ ସିଷ୍ଟମ...

ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର

ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ପ୍ରତି ଲିଟର ୧୩ ଟଙ୍କାରୁ ହ୍ରାସ ପାଇ ୩ ଟଙ୍କା ହୋଇଛି। ଡିଜେଲ ଉପରେ...

ପୁଣି ଥରେ ଆରମ୍ଭ ହେବ ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଇସଲାମାବାଦରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାହିର ଆନ୍ଦ୍ରାବି କହିଛନ୍ତି, ମାର୍ଚ୍ଚ ୨୩ ରୁ ୨୪ ମଧ୍ୟରାତ୍ରି ମଧ୍ୟରେ ଯୁଦ୍ଧବିରତି ଶେଷ ହୋଇଛି। ଇସଲାମାବାଦ ଆଫଗାନିସ୍ତାନ...

ଭାରତରେ ନିର୍ମାଣ ହେବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ଏବେ ଭାରତ ଓ ଆମେରିକା ମିଳିତ ଭାବରେ ଅସ୍ତ୍ରଶସ୍ତ୍ର ବିକଶିତ ଏବଂ ଉତ୍ପାଦନ କରିବେ। ଏହି ଆଲୋଚନା ଦୁଇ ଦେଶର ପ୍ରତିରକ୍ଷା ନୀତି ଗୋଷ୍ଠୀର ୧୮ତମ ବୈଠକରେ ହୋଇଥିଲା। ଏହି ପଦକ୍ଷେପ ପାଇଁ ଦୁଇ ଦେଶର ଯୋଜନା ବୁଧବାର ସମୀକ୍ଷା...

୩୦ ନାବାଳିକାଙ୍କୁ ଯୌନ ଶୋଷଣ କରି ଗିରଫ୍ ହେଲେ କାଉନସିଲରଙ୍କ ପୁଅ

କାଉନସେଲରଙ୍କ ପୁଅ ୨୫ରୁ ୩୦ ଜଣ ନାବାଳିକାଙ୍କୁ ଯୌନ ଶୋଷଣ କରିବାର ଅଭିଯୋଗରେ ଗିରଫ ହୋଇଛନ୍ତି କାଉନସିଲରଙ୍କ ପୁଅ ସୋହମ ନାଇକଙ୍କୁ ଗିରଫ କରାଯାଇଛି । ଦକ୍ଷିଣ ଗୋଆର ସୋହମ୍ ନାବାଳିକାଙ୍କ ସହିତ ଯୌନ ସମ୍ପର୍କ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...