31.1 C
Bhubaneswar
Monday, November 16, 2026
-Advertisement-

ନ୍ୟୁଜଲ୍ୟାଣ୍ଡରେ ଭାରତ ବିରୋଧୀ ହିଂସା

ବାଂଲାଦେଶ ପରେ ଏବେ ଭାରତ ବିରୋଧୀ ହିଂସା ନ୍ୟୁଜଲ୍ୟାଣ୍ଡର ଓକଲ୍ୟାଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି । ଶିଖ ସମ୍ପ୍ରଦାୟର ଏକ ଧାର୍ମିକ ଯାତ୍ରା ଚାଲୁଥିବା ସମୟରେ ଏହି ହିଂସା ହୋଇଛି । ଗତ ଶନିବାର ଦକ୍ଷିଣ ଓକଲ୍ୟାଣ୍ଡର...

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜଘନ୍ୟ ହତ୍ୟା, ୭ ଅଭିଯୁକ୍ତ ଗିରଫ

ଛାତ୍ର ନେତା ଉସମାନ ହାଦିଙ୍କ ମୃତ୍ୟୁ ପରେ ଜଳୁଛି ବାଂଲାଦେଶ । ସ୍ଥିତି ପୁଣି ଥରେ ଖରାପ ହୋଇଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଶରେ ଦଙ୍ଗା...

ଗଗନଯାନ ମିଶନରେ ବଡ଼ ସଫଳତା

ଭାରତୀୟ ମହାକାଶ ଗବେଷଣା ସଂଗଠନ ଅଥବା ISRO ଗଗନଯାନ ମିଶନରେ ଏକ ବଡ଼ ସଫଳତା ହାସଲ କରିଛି। ISRO ଡ୍ରୋଗ୍ ପାରାଚୁଟ୍ ଡେପ୍ଲୋୟମେଣ୍ଟ ଯୋଗ୍ୟତା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛି। ଏହି ପରୀକ୍ଷଣର ଉଦ୍ଦେଶ୍ୟ ଥିଲା...

ଆକ୍ସନରେ ୟୁନୁସ ସରକାର:ବାଂଲାଦେଶରେ ହିନ୍ଦୁ ଯୁବକଙ୍କ ହତ୍ୟା ପରେ ୭ ଗିରଫ

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ମାମଲାରେ ଏବେ ଆକ୍ସନ ମୋଡରେ ୟୁନୁସ ସରକାର । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ଏହାର ସୂଚନା ଦେଇଛନ୍ତି ବାଂଲାଦେଶ...

ଟି-ଟ୍ୱେଣ୍ଟି ବିଶ୍ୱ କପ୍ ପାଇଁ ଭାରତୀୟ ଦଳରେ ଶୁଭମନ ଗିଲଙ୍କୁ ମିଳିନାହିଁ ସ୍ଥାନ, ଇଶାନଙ୍କୁ ସୁଯୋଗ

ଆସନ୍ତା ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଶନିବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟ କୁମାର ଯାଦବ ଅଧିନାୟକ,କିନ୍ତୁ...

ବୁର୍କା ଟାଣିବା ନେଇ ନୀତିଶ କୁମାରଙ୍କ ବିରୋଧରେ ଏଫଆଇଆର

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଯୁକ୍ତି ପତ୍ର ବାଣ୍ଟିବା ସମୟରେ ମୁସଲିମ ମହିଳାଙ୍କ ବୁର୍କା ଟାଣିବା ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା...

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଗୋଟେ ଦିନରେ ₹୭.୯୩ କୋଟି ଟଙ୍କାର ସମ୍ପତ୍ତି ଜବତ

ଦୀର୍ଘ ଦିନ ଧରି ଏହି ବେଟିଂ ଆପ୍ ମାମଲା ଲାଗି ରହିଛି। ଅନେକ ବେଟିଂ ଆପ୍ ଅଛି ଯାହା ଉପରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏହି ଆପ୍ ସହିତ ଜଡିତ ଥିବା...

ଗଣତନ୍ତ୍ର ଦିବସରେ ସାମିଲ ହେବେ ୟୁରୋପର ଦୁଇ ନେତା

୨୦୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ୟୁରୋପୀୟ ସଙ୍ଘର ଦୁଇ ଜଣ ଶୀର୍ଷ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି।ଏବେ ଗଣତନ୍ତ୍ର ଦିବସରେ ଏହି ଦୁଇ ନେତାଙ୍କ ଆଗମନ ଏହା ଦର୍ଶାଉଛି ଯେ, ଏବେ ୟୁରୋପୀୟ ସଙ୍ଘ...

ପହଲଗାମ ଆକ୍ରମଣ: ଚାର୍ଜସିଟ୍ ଦାଖଲ କଲା NIA

ଚଳିତ ବର୍ଷ ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା(NIA) ଜାମ୍ମୁ ସ୍ୱତନ୍ତ୍ର ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ୮ ମାସ ପରେ ଚାର୍ଜସିଟ୍ ଦାଖଲ...

ଟ୍ରମ୍ପଙ୍କ ବିରୋଧରେ କୋର୍ଟରେ ପହଞ୍ଚିଲେ ଆମେରିକାର ୧୯ଟି ରାଜ୍ୟ

ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଜାନୁଆରୀରେ ଆରମ୍ଭ ହେବା ପରଠାରୁ ତାଙ୍କ ପ୍ରଶାସନର ନୀତି ଉପରେ ଡେମୋକ୍ରାଟିକ୍ ରାଜ୍ୟଗୁଡ଼ିକ ସହିତ ବିବାଦ ଜାରି ରହିଛି। ଟ୍ରମ୍ପ ପ୍ରଶାସନର ପ୍ରମୁଖ ନୀତି, H-1B ଭିସାରେ ୧...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...