21.1 C
Bhubaneswar
Tuesday, January 28, 2025
-Advertisement-

ଭାରତୀୟ ନୌସେନା ମୁଖ୍ୟଭାବେ ଦାୟିତ୍ୱ ନେଲେ

ଭାରତୀୟ ନୌସେନା ମୁଖ୍ୟଭାବେ ଦାୟିତ୍ୱ ନେଲେ ପୂର୍ବାଞ୍ଚଳ ନୌସେନା କମାଣ୍ଡ ଫ୍ଲାଗ ଅଫିସର କମାଣ୍ଡିଂ-ଇନ-ଚିଫ ଏଡ୍‌ମିରାଲ କରମବୀର ସିଂ । ପୂର୍ବତନ ନୌସେନା ପ୍ରମୁଖ ଏଡ଼୍‌ମିରାଲ ସୁନୀଲ ଲାନ୍‌ବା ଏଡ଼୍‌ମିରାଲ ସିଂହଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପ୍ରଥମ ହେଲିକପ୍ଟର୍‌...

ଫିର୍ ଏକବାର୍ ମୋଦୀ ସରକାର

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ଦାମୋଦର ଦାସ ମୋଦୀ । ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ମୋଦୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମୋଦୀଙ୍କ...

କଂଗ୍ରେସର କଟକଣା; ଟିଭି ଡିବେଟରୁ ଦୂରେଇ ରହିବେ ନେତା

୨୦୧୯ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ସ୍ଥିତି ଏକପ୍ରକାର ଦୟନୀୟ ହୋଇପଡିଛି । ପରାଜୟ ପରେ କଂଗ୍ରେସର ଆତ୍ମସମୀକ୍ଷା ଚାଲିଥିବା ବେଳେ ଦଳର ଅଦକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବାକୁ ଅଡିବସିଛନ୍ତି ।ଏଭଳି ପରିସ୍ଥିତିରେ କଂଗ୍ରେସ ତାର...
video

ସନ୍ଧ୍ୟାରେ ନେବେ ଶପଥ

ନିର୍ବାଚନ ଜିତିବା ପରେ 2ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ ମୋଦୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ...

ଜେଟଲି ମନା କଲେ

ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ଶପଥ ନେବେ ବିପୁଳ ମାତ୍ରାରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ପଡ଼ିବ ବାଦ ! ତେବେ...

ମୋଦୀଙ୍କ ଶପଥ ସମାରୋହରେ ଯୋଗଦେବେ ୧୪ଟି ଦେଶର ନେତା

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି ଶପଥଗ୍ରହଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଶପଥ ସମାରୋହରେ ୬୫୦୦ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ...

ମନେଇବାକୁ ଚାଲିଛି କସରତ

ଚଳିତ ଲୋକସଭା ନିର୍ବାଚନରେ ସାରା ଭାରତରେ କଂଗ୍ରେସର ବିପର୍ୟ୍ୟୟ ପରେ ନିଜକୁ ଦାୟୀକରି ଅଧକ୍ଷ୍ୟ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ । କିନ୍ତୁ ଶନିବାର କଂଗ୍ରେସର କାର୍ୟ୍ୟକାରିଣୀ ବୈଠକରେ ରାହୁଲଙ୍କ ଇସ୍ତଫାକୁ ଦଳର ବରିଷ୍ଠ ନେତୃମଣ୍ଡଳି ଆଗ୍ରାହ୍ୟ କରିଦେଇଥିଲେ...

ନକ୍ସଲଙ୍କ ଆଇଡି ବିସ୍ଫୋରଣରେ୧୫ ଯବାନ ଆହତ

ମଙ୍ଗଳବାର ଝାଡଖଣ୍ଡର ସରାଇକେଲାରେ ନକ୍ସଲ ସଂଗଠନ ରଚିଛନ୍ତି ବର୍ବରକାଣ୍ଡ ।  ଏକ ସ୍ୱତନ୍ତ୍ର ଅପରେସନ ଚଲିଥିବା ବେଳେ ଆଇଡି ବିସ୍ଫୋରଣରେ ୧୫ ଜଣ ଯବାନ ଆହାତ ହୋଇଛନ୍ତି । ମଙ୍ଗଳବାର ଭୋର ପ୍ରାୟ ୪.୫୦ ସମୟରେ ୨୦୯ କୋବ୍ରାବାଟାଲିୟନ ଓ...

ରିହାତି ଦରରେ ଏସି ଯୋଗାଇବେ ମୋଦୀ

ଗ୍ରୀଷ୍ମ ପ୍ରଭାବରୁ ଲୋକମାନଙ୍କୁ ମିଳୁନି ତ୍ରାହି । ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ଏହି ସମସ୍ୟାକୁ ଆଖି ଆଗରେ ରଖି ମୋଦୀ ସରକାର ଗରିବ ଲୋକଙ୍କୁ ଖୁବ୍ କମ ଦରରେ ଏସି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି...

କଂଗ୍ରେସରେ ବୋଝ ଖସେଇବାର ସମୟ

୨୦୧୯ ଲୋକସଭା ନିର୍ବାଚନରେ ସାରା ଭାରତରେ କଂଗ୍ରେସର ବିଫଳତା ସମସ୍ତଙ୍କୁ ଚକିତ କରିଛି । କଂଗ୍ରେସ ଭଳି ଭାରତର ସର୍ବପୁରାତନ ଦଳର ସ୍ଥିିତିଯେ ଏତେ ଖରାପ ହେବ ଏହା କେହି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ନିର୍ବାଚନରେ ଧରାଶାୟୀ...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...