ପ୍ରଶାନ୍ତ ମୁଦୁଲିଙ୍କୁ ନୂଆ ଦାୟିତ୍ୱ
ଜଗତସିଂହପୁରର ବିଧାୟକ ପ୍ରଶାନ୍ତ ମୁଦୁଲି ହେଲେ ଶାସକ ଦଳର ମୁଖ୍ୟ ସଚେତକ । ତାଙ୍କୁ ଏ ପଦରେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି...
ପୁରୀ ମହୋଦଧିରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦାଙ୍କ ଅସ୍ଥି ଓ ଚିତାଭସ୍ମ ବିସର୍ଜନ
ପୁରୀ - ପୁରୀ ସତସଙ୍ଗ ଠାକୁରବାଡ଼ି ଆନୁକୁଲ୍ୟରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା (ଅଶୋକ କୁମାର ଚକ୍ରବର୍ତ୍ତୀ) ଙ୍କର ଅସ୍ଥି ଓ ଚିତାଭସ୍ମ ବିସର୍ଜନ ଆଜି ସକାଳ 8 ଘଟିକା ରେ ଶ୍ରାଦ୍ଧକର୍ମ ସମାପନ ପରେ ଦେଓଘର ସତସଙ୍ଗ...
ଲିଙ୍ଗରାଜ ମନ୍ଦିରରେ ଅନିଶ୍ଚିତତା
ଆଜି ଶୀତଳଷଷ୍ଠୀ ପାଇଁ ବିଭିନ୍ନ ଶୈବପୀଠଗୁଡିକ ଉତ୍ସବମୁଖର ହୋଇପଡିଥିବା ବେଳେ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଲାଗି ରହିଛି । ଗତକାଲି ରାତିରୁ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁ...
ଆଫ୍ରିକାର କିଲିମାଞାର ପର୍ବତ ଶୃଙ୍ଗ ଅଭିମୁଖେ ଓଡ଼ିଆ ପୁଅ
ପୁରୀ : ପୁରୀ ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକାର କିଲିମାଞାର ପର୍ବତ ଶୃଗଂ ଆରୋହଣ ଲକ୍ଷ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଚିନ୍ମୟଙ୍କୁ ପୁଷ୍ପଗୁଛ...
ବିଶ୍ଵ ସାଇକେଲ ଦିବସ ପାଳନ ଅବସରରେ ସାଇକେଲ ଶୋଭାଯାତ୍ରା
ପୁରୀ : ଶୁକ୍ରବାର ବିଶ୍ଵ ସାଇକେଲ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ଯୁବ ସେବା ଓ କ୍ରୀଡ଼ା ମନ୍ତ୍ରାଳୟ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସାଇକେଲ...
ସାରଳା ମନ୍ଦିର ପାଇଁ 42 କୋଟି ଟଙ୍କା
ଝଙ୍କଡ ବାସିନୀ ସାରଳା ମନ୍ଦିରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ 42 କୋଟି ଟଙ୍କା । ସାରଳା ମନ୍ଦିର ପାଇଁ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 42 କୋଟି ଟଙ୍କା ଘୋଷଣା କରିଛନ୍ତି । ବର୍ଷକ ମଧ୍ୟରେ ଏହି...
ରାତିରେ ଧଉଳି ଭିତରେ ପଶି ମୂର୍ତ୍ତୀ ଭାଙ୍ଗିଦେଲେ
ଶାନ୍ତିସ୍ତୁପ ଧଉଳିର ନବୀକରଣ ବେଳେ ବିଭ୍ରାଟ । ନିର୍ମାଣ କାମ ଚାଲିଥିବାବେଳେ ଭୂମି ସ୍ପର୍ଶ ମୁଦ୍ରାରେ ଥିବା ବୁଦ୍ଧଙ୍କ ମୂର୍ତ୍ତି ଭାଙ୍ଗିଥିବା ଅଭିଯୋଗ ହୋଇଛି । ଓଡିଶା ସେତୁ ନିର୍ମାଣ ନିଗମ ବିଭାଗର ତତ୍ତ୍ୱାବଧାନରେ ଏକ ଠିକା ସଂସ୍ଥା ନବୀକରଣ...
ଓଡିଶାରେ ଜୁନରେ ଭଲ ବର୍ଷା ହେବ
ଓଡିଶାରେ ଜୁନରେ ଭଲ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ କରିଥିବା ଆକଳନ ଅନୁଯାୟୀ ଚଳିତବର୍ଷ ଠିକ୍ ସମୟରେ ମୌସୁମୀ ପ୍ରବେଶ କରିବ । ସାଧାରଣତଃ ଜୁନ 12 ରୁ 15 ତାରିଖ ସୁଦ୍ଧା ଓଡିଶାକୁ ମୌସୁମୀ ବାୟୁ...
ବ୍ରଜରାଜନଗରରେ ଚାଲିଛି ଭୋଟିଂ
କିଏ ଦଖଲ କରିବ ବ୍ରଜରାଜନଗର ବିଧାନସଭା ଆସନ । ଆଜି ହେଉଛି ବ୍ରଜରାଜନଗର ଉପନିର୍ବାଚନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଭୋଟ ଦେବା ପାଇଁ ନିଜ ନିଜ...
କଂଗ୍ରେସର ନବସଂକଳ୍ପ ଶିବିର
ନୂଆ ପିସିସି ସଭାପତି ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକ ଦଳକୁ ସଜାଡିବା କାମ ଆରମ୍ଭ କରିଛନ୍ତି । ଆସନ୍ତା ଜୁନ ପହିଲାରୁ ଦୁଇଦିନ ପାଇଁ କଂଗ୍ରେସ ନବ ସଂକଳ୍ପ ଶିବିର ଆୟୋଜନ କରିଛି । ଦଳ ଛାଡିଥିବା ନେତାଙ୍କୁ...


















