ବିଜେଡ଼ି ଛାଡ଼ିଲେ ୨ ବରିଷ୍ଠ ନେତା
ବିଜେଡ଼ି ଦଳ ଏବେ ନିମ୍ନଗାମୀ ହେବାକୁ ଆରମ୍ଭ କରିଛି । ଦଳରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଦଳର ବହୁ ବରିଷ୍ଠ ନେତା । ଏହାରି ମଧ୍ୟରେ ଦଳର ଦୁଇ ବରିଷ୍ଠ ନେତା ବିଜେଡ଼ି ଛାଡ଼ିଛନ୍ତି ।...
ହଷ୍ଟେଲରୁ ବିଦା ହେଲେ ଅଣଛାତ୍ର
ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅଣଛାତ୍ର ମୁକ୍ତ କରିବାକୁ ପ୍ରୟାସ କରିଛି ପ୍ରଶାସନ। ବର୍ଷ ବର୍ଷ ଧରି ପାଠ ପଢା ସରିବା ପରେ ବି ହଷ୍ଟେଲ ନ ଛାଡି ଜୋର ଜବରଦସ୍ତ ନିଜ ଅକ୍ତିଆରରେ ରଖିଥିବା ଅଣଛାତ୍ରଙ୍କୁ ଶେଷରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ...
ଆରପରିରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ
ଆଖି ବୁଜିଲେ ନୂଆପଡ଼ା ବିଧାୟକ । ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ । ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ...
ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଦୁଷ୍କର୍ମ ଅଭିଯୋଗ
କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ନିର୍ମମ ଘଟଣା ସାମ୍ନାକୁ ଆସିଛି । ନବମ ଶ୍ରେଣୀର ଏକା ଛାତ୍ରୀଙ୍କୁ ଅପହରଣ କରି କାର ଭିତରେ ଦୁଷ୍କର୍ମ କରାଯାଇଥିବା ସହିତ ମାଡ଼ ମାରି ଅଭିଯୁକ୍ତ ପଳାଇ ଯାଇଛି । ପୀଡ଼ିତାକୁ...
ଉପରାଷ୍ଟ୍ରପତି ନିର୍ବାଚନ ରେ ଭୋଟ ଦେବନି ବିଜେଡ଼ି
ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଓଡିଶାରେ ବଡ ରାଜନୀତିକ ଘଟଣା ଘଟିଛି । ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ରାଜ୍ୟର ମୁଖ୍ୟ ବିରୋଧୀ...
ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ ଓ ମନମୋହନ ସାମଲ
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣିଥରେ ଦିଲ୍ଲୀ ଗସ୍ତ କରିଛନ୍ତି। ଶନିବାର ରାତିରେ ସେ ଦିଲ୍ଲୀ ପହଞ୍ଚିଥିଲେ। କେବଳ ଏକ ଦିନ ପୂର୍ବରୁ ସେ ଦିଲ୍ଲୀରୁ ଫେରିଥିବାରୁ, ଏହି ପୁନଃଗସ୍ତକୁ ନେଇ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି।...
ଭୁବନେଶ୍ୱର ରେ ୧୬ ବର୍ଷର ନାବାଳକ ନିଖୋଜ
ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ୧୬ ବର୍ଷର ଏକ ନାବାଳକ ଗତ ୪ ଦିନ ଧରି ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ପରିବାରରୁ ମିଳିଥିବା ସୂଚନା ଅନୁସାରେ, ପୁଅ କରାଟେ କ୍ଲାସ୍ ପାଇଁ ବାହାରିଥିଲେ କିନ୍ତୁ ଏବେ ସୁଦ୍ଧା ଘରକୁ...
ପିପିଲିରୁ କୋଣାର୍କ ଯିବାକୁ ଲାଗିବ ମାତ୍ର ୩୦ ମିନିଟ
ପିପିଲିରୁ କୋଣାର୍କ ପର୍ଯ୍ୟନ୍ତ ଯାତ୍ରା ସମୟକୁ ୯୦ ମିନିଟରୁ କମି ୩୦ ମିନିଟ କରିବା ପାଇଁ ଏକ ବିଶାଳ ରାସ୍ତା ପ୍ରକଳ୍ପକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି । ପୁରୀ ଜିଲ୍ଲାରେ ରାସ୍ତା ସଂଯୋଗୀକରଣ ସମୀକ୍ଷା ବୈଠକରେ ଶୁକ୍ରବାର ଏହି...
ଶ୍ରୀମନ୍ଦିର ବେଢା ଭିତର ଫଟୋ ଭାଇରାଲ
ସୋସିଆଲ୍ ମିଡିଆରେ ଆଉଥରେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍ ହେବା ସହିତ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କଡ଼ା ନିୟମ ଭିତରେ ମନ୍ଦିର ଭିତରକୁ ମୋବାଇଲ୍ ଯିବା କିପରି ସମ୍ଭବ? ହଜାର ଭକ୍ତ ଙ୍କ ମଧ୍ୟରେ ପୁଣି କିପରି...
ଶିକ୍ଷୟତ୍ରୀଙ୍କ ମାଡ଼ରେ ଛାତ୍ରୀଙ୍କ ଆଖି ନଷ୍ଟ
ପ୍ରଶ୍ନର ଉତ୍ତର ଦେଇ ନପାରିବା କାରଣରୁ ଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଜଣେ ଶିକ୍ଷୟତ୍ରୀ ବିବାଦରେ ପଡ଼ିଛନ୍ତି। ଭୁବନେଶ୍ବର ଡୁମଡୁମା ଫେଜ୍-୨ର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁଙ୍କ ନାମରେ ଅଭିଯୋଗ ଆସିଛି। ତାଙ୍କ ବିରୋଧରେ ଅଭିଭାବକମାନେ ସଙ୍ଗୀନ...


















